ଜୟଆଲୁକ୍କାସ୍ର ଏନ୍ଆର୍ଆଇ ସୁନା ଫେଷ୍ଟ
ଭୁବନେଶ୍ୱର,୧୮।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବୈଶ୍ୱିକ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଜୁଏଲର୍ସର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଏନ୍ଆର୍ଆଇ ସୁନା ଫେଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଫେଷ୍ଟ ୨୦୨୫ ଜାନୁଆରୀ ୫ ପର୍ଯ୍ୟନ୍ତ ଉପଲବ୍ଧ। ଏହି ପରିପ୍ରେକ୍ଷୀରେ ଆକର୍ଷଣୀୟ…
ନିବେଶକ ହରାଇଲେ ୨ ଲକ୍ଷ କୋଟି
ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର ନିବେଶ ହରାଉଥିଲାବେଳେ ପୁଞ୍ଜିବଜାରର…
ଟ୍ରେଣ୍ଡ୍ସର ଏଣ୍ଡ ଅଫ୍ ଦି ସିଜନ ସେଲ୍
ମୁମ୍ବାଇ,୧୭।୧୨ (ଅଭୟ ଦାଶ): ରିଲାଏନ୍ସ ଗ୍ରୁପର ପ୍ରମୁଖ ସଂସ୍ଥା ତଥା ରିଲାଏନ୍ସ ରିଟେଲର ଅଗ୍ରଣୀ କମ୍ପାନୀ ରିଲାଏନ୍ସ ଟ୍ରେଣ୍ଡସର ବହୁ ପ୍ରତୀକ୍ଷିତ ‘ଏଣ୍ଡ ଅଫ୍ ଦି ସିଜନ ସେଲ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ ଉପରେ ଆକର୍ଷଣୀୟ…
ମୋବାଇଲ ରପ୍ତାନିରେ ନୂଆ ମାଇଲଷ୍ଟୋନ୍
ଭୁବନେଶ୍ୱର,୧୭ା୧୨(ଅନୁରାଧା ମହାରଣା): ଭାରତରୁ ସ୍ମାର୍ଟଫୋନ ରପ୍ତାନି ଗୋଟିଏ ମାସରେ ପ୍ରଥମ ଥର ପାଇଁ ୨୦,୦୦୦ କୋଟି ଟଙ୍କା ଅତିକ୍ରମ କରି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। କମ୍ପାନୀଗୁଡିକ ଦ୍ୱାରା ଉପସ୍ଥାପିତ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକରୁ ସଂଗୃହିତ ତଥ୍ୟରୁ ଏହା ପ୍ରକାଶ ପାଇଛି। ଚଳିତ…
ଟିକସ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି
ଭୁବନେଶ୍ୱର,୧୬।୧୨ (ଅଭୟ ଦାଶ): ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନୂଆ ନିୟମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହା ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ରମାଗତ ଭାବେ ଟିକସ ଆଦାୟ ପରିମାଣ ବୃଦ୍ଧି ପାଇଛି ବୋଲି…
ରାଷ୍ଟ୍ରାୟତ୍ତ ବ୍ୟାଙ୍କର ରେକର୍ଡ ପରିମାଣର ଲାଭ
ଭୁବନେଶ୍ୱର,୧୬ା୧୨(ଅନୁରାଧା ମହାରଣା): କ୍ରମାଗତ ଭାବେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାରବାର ବେଶ ଉତ୍ସାହ ଜନକ ରହିଛି। ଏପରିକି ବ୍ୟାଙ୍କ ଗୁଡିକର ଲାଭ ପୂର୍ବପେକ୍ଷା ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକ ସର୍ବାଧିକ ୧.୪୧ ଲକ୍ଷ କୋଟି ଟଙ୍କାର…
କୃଷକଙ୍କୁ ଆର୍ବିଆଇର ବଡ଼ ଉପହାର
ନୂଆଦିଲ୍ଳୀ,୧୪।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୃଷକମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୀମାକୁ ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହି ନିଷ୍ପତ୍ତି ଜାନୁଆରୀ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ଇନପୁଟ ମୂଲ୍ୟ ବୃଦ୍ଧି ମଧ୍ୟରେ କ୍ଷୁଦ୍ର ଚାଷୀମାନଙ୍କୁ…
ବେଦାନ୍ତ ଆଲୁମିନିୟମ୍ର ନୂଆ ମାଇଲଖୁଣ୍ଟ
ନୂଆଦିଲ୍ଲୀ,୧୪।୧୨: ବେଦାନ୍ତ ଲିମିଟେଡ୍ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ୍କୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରି କି ଶକ୍ତି ସଂରକ୍ଷଣ ଓ ଅକ୍ଷୟ ଶକ୍ତି ବ୍ୟବହାର ଏବଂ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ଜିଏଚ୍ଜି ନିର୍ଗମନକୁ ହ୍ରାସ…
ଓ୍ବାଲ୍ଟନ୍ସ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର
ନୂଆଦିଲ୍ଲୀ,୧୪।୧୨ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷର ଶେଷ ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାରର ତାଲିକା ରେଟିଂ ଏଜେନ୍ସି ତଥା ବ୍ଲୁମବର୍ଗସ୍ର ଓ୍ବାଲର୍ଡ ରିଚିଏଷ୍ଟ ଫ୍ୟାମିଲିଜ୍-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକାର ବିଶିଷ୍ଟ ବ୍ୟବସାୟୀ ତଥା…
ତଳମୁହାଁ ଶେୟାର ବଜାର: ୭ ଲକ୍ଷ କୋଟି ହରାଇଲେ ନିବେଶକ
ମୁମ୍ବାଇ,୧୩।୧୨: ଭାରତୀୟ ଶେୟାର ବଜାରରେ ଶୁକ୍ରବାର ସେନସେକ୍ସ ୧,୨୦୦ ପେଣ୍ଟରୁ ଅଧିକ ହ୍ରାସ ପାଇଛି। ଗୁରୁବାର ରେକର୍ଡ ହୋଇଥିବା ୪୫୮.୧୫ ଲକ୍ଷ କୋଟି ଟଙ୍କା ତୁଳନାରେ ଆଜି ନିବେଶକଙ୍କ ସମ୍ପତ୍ତି ୬.୯୩ ଲକ୍ଷ କୋଟି ହ୍ରାସ ପାଇ ୪୫୧.୨୨ ଲକ୍ଷ କୋଟିରେ…
ରେକର୍ଡ କଲା ଭାରତ: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ
ନୂଆଦିଲ୍ଲୀ,୧୩ା୧୨: ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ(ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି। ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି। ଏହି…
ଇପିଏଫଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର: ଏଣିକି ଏଟିଏମ୍ରୁ ଉଠାପାରିବେ ଇପିଏଫଓ ଟଙ୍କା
ନୂଆଦିଲ୍ଲୀ,୧୩।୧୨:ଏମ୍ପପ୍ଲୋଇ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ର ସଦସ୍ୟମାନେ ଆସନ୍ତାବର୍ଷଠାରୁ ସିଧାସଳଖ ଏଟିଏମରୁ ଜମା ହୋଇଥିବା କଷ୍ଟ ଉପାର୍ଜିତ ଟଙ୍କା କାଢିବାକୁ କରିବାକୁ ସକ୍ଷମ ହେବେ। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟର ସଚିବ ସୁମିତା ଦୋରା ଏହି ଘୋଷଣା କରିଛନ୍ତି। ଏ…
Archives


