ବାଣିଜ୍ୟ

ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଓଡ଼ିଶାରେ ବେଦାନ୍ତ ଆଲୁମିନିୟମ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫ର ଉଦ୍‌ଘାଟନୀ ଅବସରରେ ଘୋଷଣା କରିଛି। ଏପରିକ ସମଗ୍ର ରାଜ୍ୟରେ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ କାରଖାନା…

ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି

ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍‌ସିକ୍‌’ ଆପ୍‌ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍‌ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍‌ଜିପିଟି, ଓପନ୍‌ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ ‘ଡିପ୍‌ସିକ୍‌’ର…

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ପ୍ରଥମ ଦିନରେ ୧୦୦ରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ…

ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି UPS, ଜାଣନ୍ତୁ ଏହାର ଲାଭ, କିଏ ହେବେ ଉପକୃତ…

ନୂଆଦିଲ୍ଲୀ,୨୮।୧: ୨୦୨୫ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ, ସରକାର ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ(ଏକୀକୃତ) ପେନସନ ଯୋଜନା (UPS) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ…

ଜଣାପଡ଼ିଲା ତାରିଖ, ଏହି ଦିନ ଆକାଉଣ୍ଟକୁ ଆସିବ PM Kisanର ୧୯ତମ କିସ୍ତି ଟଙ୍କା…

ନୂଆଦିଲ୍ଲୀ,୨୮।୧: ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା(PM Kisan) ଅଧୀନରେ କୃଷକମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି। ଏହି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ୩ଟି କିସ୍ତିରେ ଜମା କରାଯାଏ। ଆଗାମୀ ଦିନରେ ଏହି ଯୋଜନାର…

ଇସ୍ତଫା ଦେଲେ ପେଟିଏମ୍‌ ପେମେଣ୍ଟ ସର୍ଭିସର ସିଇଓ ନକୁଳ ଜୈନ

ନୂଆଦିଲ୍ଲୀ,୨୮।୧: ପେଟିଏମ୍‌ ପେମେଣ୍ଟ ସର୍ଭିସେସ ଲିମିଟେଡର ସିଇଓ ନକୁଳ ଜୈନ ଇସ୍ତଫା ଦେଇଛନ୍ତି। ସେ ନିଜର ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପାଇଁ ପଦ ଛାଡିଛନ୍ତି। ସୋମବାର ଏକ ଷ୍ଟକ ଏକ୍ସଚେଞ୍ଜ ଫାଇଲିଂରେ କମ୍ପାନୀ ଏହି ସୂଚନା ଦେଇଛି। କମ୍ପାନୀ କହିଛି,…

୫୦ ଟଙ୍କା ଜମା କଲେ ମିଳିବ ୩୫ ଲକ୍ଷ, ଭାରତ ସରକାରଙ୍କ ଏହି ଯୋଜନା କରିବ ମାଲାମାଲ, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୮।୧: ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ଯୋଜନା ଗ୍ରାମାଞ୍ଚଳର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଅନନ୍ୟ ଯୋଜନା। ଏହି ଯୋଜନା କେବଳ ଜୀବନ ବୀମା କଭରେଜ ପ୍ରଦାନ କରେ ନାହିଁ ବରଂ ନିବେଶ ଉପରେ ଭଲ ରିଟର୍ଣ୍ଣ…

ପ୍ରସାଦ ଜୁଏଲର୍ସର ନୂଆ ଶୋ’ରୁମ ଉଦ୍‌ଘାଟିତ

ସମ୍ବଲପୁର,୨୮ା୧(ବି.ଶଙ୍କର): ପ୍ରସାଦ ଜୁଏଲର୍ସର ନୂତନ ଶୋରୁମ ସମ୍ବଲପୁର ସହର ବୁଢ଼ାରଜା ଏସ୍‌ଆଇଟି କଲୋନି ସମ୍ମୁଖରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୋରୁମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଅନିଲ ପ୍ରସାଦଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ…

ରୟାଲ ଏନଫିଲ୍ଡ ହଣ୍ଟର ୩୫୦ର ବିକ୍ରି ମାଇଲଖୁଣ୍ଟ

ନୂଆଦିଲ୍ଲୀ,୨୮।୧ (ଅଭୟ ଦାଶ): ରୟାଲ ଏନଫିଲ୍ଡର କମ୍ପ୍ୟାକ୍ଟ ଏବଂ ଷ୍ଟାଇଲିସ୍‌ ରୋଡଷ୍ଟର ହଣ୍ଟର ୩୫୦କୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଏହି ମଡେଲ ୫,୦୦,୦୦୦ ବିକ୍ରି ପଞ୍ଜିକରଣର ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୨ ଅଗଷ୍ଟରେ ଏହି ମଡେଲର…

ପିଜିଜିଏସ୍‌ର ନୂଆ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୨୮।୧: ପଲ୍‌ ଜର୍ଜ ଗ୍ଲୋବାଲ ସ୍କୁଲ ବା ପିଜିଜିଏସ୍‌ ନୂଆଦିଲ୍ଲୀକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏହି ସ୍କୁଲ ନିକଟରେ ଏକ ନୂଆ ମାଇଲଷ୍ଟୋନ ହାସଲ କରିଛି। ଏପରିକି ସଷ୍ଟେନେବିଲିଟି ଏଡୁକେଶନ ଆଣ୍ଡ ଏନଭାରନମେଣ୍ଟାଲ ରେସପନ୍ସିବିଲିଟି ଯୋଗୁ ପିଜିଜିଏସକୁ ଏହି ମାନ୍ୟତା…

କ୍ଷୀରୋଦ ଲାଲ୍‌ଚାନ୍ଦର ପ୍ରଥମ ଲକ୍ଷପତି

ଭୁବନେଶ୍ୱର,୨୮।୧: ଲାଲଚାନ୍ଦ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଲକି ଡ୍ର ‘ଲାଲଚାନ୍ଦ କୌନ ବନେଗା ଲକ୍ଷପତି’ ଉଠାଣରେ ତାଳଚେରର ଗ୍ରାହକ କ୍ଷୀରୋଦ ଚନ୍ଦ୍ର ବାରିକ ଚଳିତ ବର୍ଷର ପ୍ରଥମ ଭାଗ୍ୟଶାଳୀ ବିଜେତା ହୋଇଛନ୍ତି। ଉଲ୍ଲେଖାଯୋଗ୍ୟ, ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ନ୍ୟୁ ମାରିଅନ…

ଭିତ୍ତିଭୂମି ପ୍ରଗତିରେ ବେଦାନ୍ତର ଉଲ୍ଲେଖନୀୟ ଯୋଗଦାନ

ଭୁବନେଶ୍ୱର,୨୮।୧: ବେଦାନ୍ତ ଲିମିଟେଡ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ରାଜ୍ୟର ଅସୀମ ସମ୍ଭାବନାକୁ ନିକଟରେ ଉନ୍ମୋଚିତ କରିଛି। ଏପରିକି ଓଡ଼ିଶାର ପରିବର୍ତ୍ତନ ଯାତ୍ରାରେ ବେଦାନ୍ତ ଯୋଗ ଦେଇଛି। ରାଜ୍ୟର ଅର୍ଥନୈତିକ ଓ ଭିତ୍ତିଭୂମି ପ୍ରଗତିରେ ବେଦାନ୍ତ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri