ବାଣିଜ୍ୟ

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ କଭରେଜ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏହା ବର୍ଣ୍ଣନା କରିଛି। ତେବେ ଉପଯୁକ୍ତ…

ହ୍ୟାକ୍‌ ହୋଇଛି ୨୭.୫ କୋଟି ଭାରତୀୟ ଡାଟା: ରିପୋର୍ଟ

ନୂଆଦିଲ୍ଲୀ,୧୨-୫: ଭାରତୀୟଙ୍କ ଡାଟା ଚୋରି ନେଇ ସିକ୍ୟୁରିଟି ରିସର୍ଚ୍ଚର ଡିସ୍‌କଭରୀ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, ପ୍ରାୟ ୨ ସପ୍ତାହ ହେବ ୨୭.୫ କୋଟି ଭାରତୀୟଙ୍କ ଡାଟା ଅସୁରକ୍ଷିତ ଭାବେ ରହିଥିଲା। ପରେ ଏହାକୁ ହ୍ୟାକର୍ସ ଗ୍ରୁପ୍‌…

ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କିଛି ଲୋକଙ୍କ ପାଇଁ ଏକ ଅବିସ୍ମରଣୀୟ ହୋଇ ରହିଯିବ। କାରଣ ମାତ୍ର…

ସିଆଇଆଇ ବାତ୍ୟା ପରିଚାଳନା କମିଟି ବୈଠକ;ରିଲିଫ୍‌,ପୁନର୍ବାସରେ ସହଯୋଗ ଲାଗି ଶିଳ୍ପ ଜଗତକୁ ଆହ୍ବାନ

ଭୁବନେଶ୍ୱର,୧୨-୫ (ବ୍ୟୁରୋ): କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ବାତ୍ୟା ପରିଚାଳନା ଷ୍ଟିଅରିଂ କମିଟି ବୈଠକ ଶନିବାର ଅପରାହ୍ନରେ ସ୍ଥାନୀୟ ନାଲ୍‌କୋ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନାଲ୍‌କୋ ସିଏମ୍‌ଡି ତଥା ଷ୍ଟିଅରିଂ କମିଟି ଅଧ୍ୟକ୍ଷ ତପନ କୁମାର ଚାନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା…

ସ୍ବସ୍ତି ଗ୍ରୁପ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୧୨-୫: ସ୍ବସ୍ତି ଗ୍ରୁପ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଗ୍ରୁପର ଉପସଭାପତି ପ୍ରିୟନାଥ ବେହେରା ମୁଖ୍ୟ ମନ୍ତ୍ରୀଙ୍କୁ ଏହି ଚେକ୍‌ ହସ୍ତାନ୍ତର କରିଛନ୍ତି। ସେହିଭଳି ଗ୍ରୁପର ସ୍ବସ୍ତି ଗ୍ରାଣ୍ଡ, ସ୍ବସ୍ତି ପ୍ରିମିୟମ,…

ପୂର୍ବତଟ ରେଳପଥର କ୍ଷତି ୧୦ କୋଟି ଟପିଲା

ଭୁବନେଶ୍ୱର,୧୨-୫ (ବ୍ୟୁରୋ): ପ୍ରାରମ୍ଭିକ ଆକଳନ ଅନୁସାରେ ଫନୀ ଯୋଗୁ ପୂର୍ବତଟ ରେଳପଥ ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିଛି। କ୍ଷତି ପରିମାଣ ବଢିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ସେହିଭଳି ଦକ୍ଷିଣ କେନ୍ଦ୍ରୀୟ ରେଲଓ୍ବେ ଫନୀ ଦ୍ୱାରା ୨.୯୮…

ଶୀଘ୍ର କାର୍ଯ୍ୟକ୍ଷମ ହେବ ଏସ୍‌ବିଆଇର ସବୁ ଶାଖା

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲାରେ ଥିବା ନିଜର ଅଧିକାଂଶ ଶାଖାକୁ କାର୍ଯ୍ୟକ୍ଷମ କରାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୂଚନା ଦେଇଛି। ବାକିଥିବା ଅନ୍ୟ ଶାଖାଗୁଡିକୁ ଆଗାମୀ ଦୁଇ ଦିନରେ ସେବା ପରିସରଭୁକ୍ତ…

ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଟିପିସି

ଭୁବନେଶ୍ୱର,୧୨-୫ : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ପକ୍ଷରୁ ୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରମୁଖ ସ୍ଥାନରେ ବିଜୁଳି ଯୋଗାଣ ସ୍ବାଭାବିକ କରିବା ଲାଗି କମ୍ପାନୀ ପକ୍ଷରୁ ତିନୋଟି ଡିଜିସେଟ ବ୍ୟବସ୍ଥା କରାଯାଇଛି। ଗଛ…

ବାତ୍ୟା ଅଞ୍ଚଳରେ ବ୍ୟାଙ୍କିଙ୍ଗ ନେଇ ୟୁକୋ ବ୍ୟାଙ୍କର ପଦକ୍ଷେପ

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ବିଶେଷ ପ୍ରଭାବିତ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ୟୁକୋ ବ୍ୟାଙ୍କ ଏହି ସ୍ଥାନଗୁଡିକରେ କ୍ୟାଶ ଉଠାଣକୁ ସହଜ କରିଛି। ପୁରୀର ଟେମ୍ପୁଲ ଶାଖା, ପୁରୀ ମୁଖ୍ୟ ଶାଖା, କାକଟପୁର,…

ସହଯୋଗର ହାତ ବଢାଇଲା ରିଲାଏନ୍ସ ଫାଉଣ୍ଡେଶନ

ଭୁବନେଶ୍ୱର,୧୨-୫: ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ଲାଗି ରିଲାଏନ୍ସ ଫାଉଣ୍ଡେଶନ ସହାୟତାର ହାତ ବଢାଇଛି। ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣି ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, ବୈଷୟିକ ସହାୟତା, ପ୍ରକ୍ରିୟାକରଣ ସହାୟତା ପ୍ରଦାନ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନାଲ୍‌କୋ ଦେଲା ୨.୫୩ କୋଟି

ଭୁବନେଶ୍ୱର,୧୨-୫: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ବାବଦ ଉଦ୍ଦିଷ୍ଟ ଅର୍ଥ ୨.୫୩ କୋଟି ଟଙ୍କା ପ୍ରଦାନ କରିଛି। ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଉତ୍ପାଦନ ନିର୍ଦ୍ଦେଶକ ଭି.ବୋଲସୁବ୍ରନ୍ୟନ, ମାନବ ସମ୍ବଳ…

ବ୍ୟବସାୟୀଙ୍କୁ ୨୧୦୦ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର,୧୨-୫: ଫନୀ ଯୋଗୁ ରାଜ୍ୟ ମଧ୍ୟରେ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲାର କ୍ଷୁଦ୍ର ବ୍ୟବସାୟୀ ବାତ୍ୟା ଫନୀ ଦ୍ୱାରା ବୃହତ୍ତ ପରିମାଣର କ୍ଷତି ସହିଛନ୍ତି। ଏହି ୫ ଜିଲା ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?