ବାଣିଜ୍ୟ

ଗରିବ ରାଜ୍ୟ ଜିଏସ୍‌ଟି ଆଦାୟରେ ଆଗୁଆ; ଓଡ଼ିଶାର ଟିକସ ସଂଗ୍ରହ ୨୦.୮%

ନୂଆଦିଲ୍ଲୀ,୧୪-୮: ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ପ୍ରଥମ ୪ ମାସରେ ସାମ୍ରଗୀ ଏବଂ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ କ୍ଷେତ୍ରରେ ଓଡ଼ିଶା, ବିହାର, ୟୁପି ଓ ମଧ୍ୟପ୍ରଦେଶ ଭଳି ଖାଉଟି ତଥା ଗରିବ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ ଏବଂ ତାମିଲନାଡୁ ଭଳି…

୬ ମାସ ପରେ ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୧୩-୮: ଜୁଲାଇରେ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅର୍ଥାତ୍‌ ଖୁଚୁରା ମୁଦ୍ରାସ୍ଫୀତି ଗତ ୬ ମାସ ପରେ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୫%କୁ କମିଛି, ଯାହା କି ଜୁନ୍‌ରେ ୩.୧୮ ପ୍ରତିଶତ ରହିଥିଲା।…

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୁପା ମୂଲ୍ୟ ପ୍ରତି କେଜି ୪୫ ହଜାର ଟଙ୍କାର ସର୍ବୋଚ୍ଚ ସ୍ତର…

ଅଟୋ ଶିଳ୍ପରେ ଶୀଘ୍ର ଉନ୍ନତି ଆସିବ

ଗ୍ରାହକଙ୍କ ଚାହିଦାକୁ ଅଟୋ କମ୍ପାନୀଗୁଡିକ ସର୍ବଦା ଧ୍ୟାନରେ ରଖିଥାନ୍ତି। ବିଭିନ୍ନ କମ୍ପାନୀ ଏଥି ଲାଗି ବିଭିନ୍ନ ଯୋଜନା ସହ କାମ କରୁଛନ୍ତି। ଗ୍ରାହକଙ୍କ ନିକଟରେ ଅତି ଲୋକପ୍ରିୟ ବ୍ରାଣ୍ଡ ଭାବେ ଫୋର୍ଡର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଘରୋଇ ଅଟୋଶିଳ୍ପ ବର୍ତ୍ତମାନ…

ତୃପ୍ତି ସେଲ୍‌ସ ଆଣ୍ଡ ସର୍ଭିସ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର, ୧୩-୮ (ବ୍ୟୁରୋ): ଫୋର୍ଡ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପାତ୍ରପଡାଠାରେ ତୃପ୍ତି ଫୋର୍ଡ ସେଲ୍‌ସ ସର୍ଭିସ ସୁବିଧାର ଶୁଭାରମ୍ଭ କରାଯାଇଛି। ନୂଆ ଫାସିଲିଟିକୁ କମ୍ପାନୀର ସେଲ୍‌ସ ବିଭାଗ ଉପସଭାପତି ଏସ୍‌. ଲକ୍ଷ୍ମୀ ରାମ କୁମାର, ଶୋ’ରୁମ ଏମ୍‌ଡି ବଦ୍ରି ନାରାୟଣ ସାମନ୍ତରାୟ,…

ଏମ୍‌ଏସ୍‌ଏମ୍‌ଇଙ୍କଠୁ ୫୦% ସାମଗ୍ରୀ କିଣନ୍ତୁ ରାଜ୍ୟ ପିଏସ୍‌ୟୁ

ଭୁବନେଶ୍ୱର,୧୩-୮(ବ୍ୟୁରୋ): କେନ୍ଦ୍ରୀୟ ପିଏସ୍‌ୟୁଗୁଡିକ ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ( ଏମ୍‌ଏସ୍‌ଏମ୍‌ଇ) ଗୁଡିକଠାରୁ ୨୫% ସାମଗ୍ରୀ କିଣିବା ପାଇଁ ସରକାର ନୀତି ଆଣିଛନ୍ତି। ମାତ୍ର ରାଜ୍ୟସ୍ତରରେ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମିଳୁନାହିଁ। ରାଜ୍ୟ ପିଏସ୍‌ୟୁଗୁଡିକ ଧାର୍ଯ୍ୟ ଲକ୍ଷ୍ୟ ୨୦% ସାମଗ୍ରୀ ଏମ୍‌ଏସ୍‌ଏମ୍‌ଇଠାରୁ କ୍ରୟ…

ଫେଲ୍‌ ମାରିଲା ଟ୍ରମ୍ପଙ୍କ ଜିଏସ୍‌ପି ପ୍ରତ୍ୟାହାର ନିଷ୍ପତ୍ତି;ଆମେରିକାକୁ ଭାରତରୁ ରପ୍ତାନି ବଢ଼ିଛି ୩୨%

ନୂଆଦିଲ୍ଲୀ,୧୩-୮: ଭାରତ ଠାରୁ ପ୍ରିଫରେନ୍ସିଆଲ ଟାରିଫ୍‌ ସିଷ୍ଟମ ଜିଏସ୍‌ପି ପ୍ରତ୍ୟାହାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଫେଲ୍‌ ମାରିଛି। ଜିଏସ୍‌ପି ହଟିବା ପରେ ୩୨ ପ୍ରତିଶତ ଭାରତୀୟ ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି। ଭାରତୀୟ ବାଣିଜ୍ୟ ପରିଚାଳନା ପରିଷଦ(ଟିପିସିଆଇ)…

ସୁନା ଆମଦାନୀ ୩୫.୫% ବୃଦ୍ଧି

ନୂଆଦିଲ୍ଲୀ,୧୩-୮: ଦେଶର ସୁନା ଆମଦାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସରେ ୩୫.୫% ବୃଦ୍ଧି ପାଇ ୧୧.୪୫ ବିଲିୟନ ଡଲାର(ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ ପହଞ୍ଚତ୍ୟାଇଛି। ୨୦୧୮-୧୯ର ଏହି ଅବଧିରେ ୮.୪୫ ବିଲିୟନ ଡଲାର(ପ୍ରାୟ ୫୯ ହଜାର କୋଟି…

ଜୁଲାଇରେ ଆଧାର ଆଧାରିତ ନେଣଦେଣ ୨୨ କୋଟି ଟପିଲା

ନୂଆଦିଲ୍ଲୀ,୧୩-୮: ଜୁଲାଇରେ ଆଧାର ଆଧାରିତ ପେମେଣ୍ଟ ପ୍ରଣାଳିରେ ନେଣଦେଣ ୨୨ କୋଟି ଟପିଛିି। ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ସୋମବାର କହିଛି ଯେ, ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଦେଶରେ ଆର୍ଥିକ ଏକୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବେ ନାହିଁ ବୋଲି କହି ନିଜ ନିଷ୍ପତ୍ତିରୁ ପଛଘୁଞ୍ଚା ଦେଇଛନ୍ତି। ସେ କହିଛନ୍ତି ଯେ, ଜେଟ୍‌କୁ କିଣିବା ଲାଗି ତାଙ୍କର କୌଣସି…

ବ୍ୟାଙ୍କଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ;ଗ୍ରାହକଙ୍କୁ ରେପୋ ରେଟ୍‌ ହ୍ରାସର ଫାଇଦା ଦିଅ

ନୂଆଦିଲ୍ଲୀ,୧୩-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କ୍ରମାଗତ ଚତୁର୍ଥ ଥର ରେପୋ ରେଟ୍‌ ହ୍ରାସ କରିଛନ୍ତି। ଅଥଚ ବ୍ୟାଙ୍କଗୁଡ଼ିକ ଏହାର ସମ୍ପୂର୍ଣ୍ଣ ଫାଇଦା ଗ୍ରାହକଙ୍କୁ ଦେଉନାହାନ୍ତି। ଏହାକୁ ନେଇ କ୍ଷୁବ୍‌ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାଙ୍କଗୁଡ଼ିକୁ ରେପୋ ରେଟ୍‌ ହ୍ରାସର ଫାଇଦା ଗ୍ରାହକଙ୍କୁ…

ରିଲାଏନ୍ସର ୨୦% ଅଂଶଧନ କିଣିବ ଆରାମ୍‌କୋ

ସଉଦି ଆରବର ସର୍ବବୃହତ ତୈଳ କମ୍ପାନୀ ସଉଦି ଆରାମ୍‌କୋ ରିଲାଏନ୍ସର ଅଏଲ ଟୁ କେମିକାଲ ବ୍ୟବସାୟରେ ୨୦ ପ୍ରତିଶତ ଅଂଶଧନ କିଣିବ। ଏଥିଲାଗି ସଉଦି କମ୍ପାନୀ ୭୫୦୦ କୋଟି ଡଲାର(୫,୩୨,୪୬୬ କୋଟି ଟଙ୍କା) ନିବେଶ କରିବ। ମୁକେଶ ଅମ୍ବାନୀ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?