ବାଣିଜ୍ୟ

ଜୁଲାଇରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି

ନୂଆଦିଲ୍ଲୀ,୧୧-୮: ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଦେଶରେ ତୈଳ ଇନ୍ଧନ ଚାହିଦା ୩.୩% ବୃଦ୍ଧି ପାଇଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆଲୋଚ୍ୟ ମାସରେ ମୋଟ ତୈଳ ଚାହିଦା…

ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ;ଜମ୍ମୁ-କଶ୍ମୀର ପର୍ଯ୍ୟଟନକୁ ନେଇ ବଢ଼ୁଛି ଆଶା

  ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଲଦାଖ ଓ ଉପତ୍ୟକାରେ ପର୍ଯ୍ୟଟନ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନରେ ଜଣାଇଥିଲେ। ଉପତ୍ୟକାର ପର୍ଯ୍ୟଟନ ଶିଳ୍ପକୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବେ,…

ଏଫ୍‌ପିଆଇ ସରଚାର୍ଜ ପ୍ରତ୍ୟାହାରକୁ ନେଇ ଅର୍ଥମନ୍ତ୍ରୀ ଚୁପ୍‌

ନୂଆଦିଲ୍ଲୀ,୧୧-୮: ବଜେଟରେ ଲାଗୁ ହୋଇଥିବା ସରଚାର୍ଜକୁ ନେଇ ଚିନ୍ତିତ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରଚାର୍ଜ ଲାଗୁ ହେବା ଦ୍ୱାରା ସେମାନଙ୍କ ନିବେଶ ପ୍ରଭାବିତ ହେଉଛି ଦର୍ଶାଇ ଏଫ୍‌ପିଆଇ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି।…

ସ୍ପାଇସଜେଟର ୨ ପାଇଲଟ ବର୍ଷେ ନିଲମ୍ବିତ

ନୂଆଦିଲ୍ଲୀ,୧୧ା୮: ବେସାମରିକ ବିମାନ ଚଳାଚଳ ମହାନିଦ୍ଦେର୍ଶାଳୟ(ଡିଜିସିଏ) ସ୍ପାଇସଜେଟର ଦୁଇଜଣ ପାଇଲଟଙ୍କୁ ଶନିବାର ଏକ ବର୍ଷ ପାଇଁ ନିଲମ୍ବିତ କରିଛି। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ଠିକ୍‌ ଭାବେ ଅବତରଣ କରି ନ ଥିବାରୁ ସେମାନଙ୍କୁ ଏହି ଦଣ୍ଡ ମିଳିଛି। ସୂଚନାଥାଉ କି,…

୩୭୦ ଅନୁଚ୍ଛେଦ ଉଚ୍ଛେଦ;ଜମ୍ମୁ-କଶ୍ମୀରରେ ରିଏଲ ଇଷ୍ଟେଟ ପାଇଁ ସୁଯୋଗ

ନୂଆଦିଲ୍ଲୀ,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଏବେ ସେଠାକାର ରିଏଲ ଇଷ୍ଟେଟରେ ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଦେଶର ବୃହତ ରିଏଲ ଇଷ୍ଟେଟ କମ୍ପାନୀ ଲଦାଖ ଓ ଜମ୍ମୁ-କଶ୍ମୀରରେ ନିବେଶ କରିପାରିବେ ବୋଲି କ୍ରେଡାଇ ଅଧ୍ୟକ୍ଷ ଜ୍ୟାକ୍‌ସେ ଶାହ ମିଡିଆ…

ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନର ପରିଣାମ;ପାକିସ୍ତାନରେ ଟମାଟୋ କିଲୋ ୩୦୦ ଛୁଇଁଲା

ଇସ୍‌ଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ପ୍ରତିବାଦରେ ଭାରତ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପରିଣାମ ସ୍ବରୂପ ଏବେ ଭାରତରୁ ପଡୋଶୀ ଦେଶକୁ ଟମାଟୋ ରପ୍ତାନି ହୋଇପାରୁନି। ଫଳରେ ସେ ଦେଶରେ ଏବେ ଏହାର ଦରରେ…

ସିଏସ୍‌ଆର୍‌ ଉଲ୍ଲଂଘନ ହେଲେ ଜେଲ୍‌;ପ୍ରତ୍ୟାହାର ନେଇ ବିଚାର କରିବେ ସୀତାରାମନ୍‌

ନୂଆଦିଲ୍ଲୀ,୧୧-୮: କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସ୍‌ଆର୍‌) ସର୍ତ୍ତ ଉଲ୍ଲଂଘନ ହେବା କ୍ଷେତ୍ରରେ ଜେଲ୍‌ର ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ନେଇ ବିଚାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶିଳ୍ପ ଜଗତକୁ ପ୍ରତିଶ୍ରୁତି ଦେଇଛନ୍ତି। କାହା ବିରୋଧରେ ଆପରାଧିକ ମକଦ୍ଦମା ଦାଏର କରିବା…

ଭାରତ ସହ ଔପଚାରିକ ଭାବେ ବାଣିଜ୍ୟ ସମ୍ପର୍କ ଛିନ୍ନ

ଇସଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପ୍ରତିବାଦରେ ଭାରତ ସହ ସମସ୍ତ ପ୍ରକାର ବାଣିଜ୍ୟ ସମ୍ପର୍କକୁ ପାକିସ୍ତାନ ଔପଚାରିକଭାବେ ଶେଷ କରିଛି। ସ୍ଥାନୀୟ ଖବରକାଗଜ ‘ଡନ୍‌’ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ, ରାଷ୍ଟ୍ରୀୟ ସୁରକ୍ଷା…

ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର,୧୦ା୮:ହସ୍ତଶିଳ୍ପୀ ଆର୍ଟିଜାନ୍ସ ଏବଂ ଓ୍ବେଭର୍ସ ଓ୍ବେଲଫେୟାର ଆସୋସିଏଶନ ପକ୍ଷ ରୁ ସ୍ଥାନୀୟ ହୋଟେଲ ନ୍ୟୁ ମ୍ୟାରିୟନଠାରେ ସିଲ୍କ ଇଣ୍ଡିଆ ଏକ୍ସପୋ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଏକ୍ସପୋର ଆୟୋଜକ ଅଭିନନ୍ଦ ଏବଂ ଓଡ଼ିଆ ଅଭିନେତ୍ରୀ ପୁନମ ମିଶ୍ର ଉଦ୍‌ଘାଟନ କରିଥିଲେ। ୧୦ ଦିନ…

ଭାରତରେ ୫୭% ଡାକ୍ତର କ୍ୱାକ୍‌

ନୂଆଦିଲ୍ଲୀ,୧୦-୮: ଆମ ଦେଶରେ ଏଲୋପାଥି ମେଡିସିନ୍‌ ପ୍ରାକ୍ଟିସ୍‌ କରୁଥିବା ଅଧିକାଂଶ ଡାକ୍ତର କ୍ୱାକ୍‌(ନକଲି) କି ବୋଲି ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରେ ଏହା ଦର୍ଶାଯାଇଛି। ଚକିତ କଲା ଭଳି ଏହି ନିରାଟ ସତ୍ୟକୁ କେନ୍ଦ୍ର ସରକାର ପ୍ରଥମେ ଅସ୍ବୀକାର…

ଆଇବିସି ସଂଶୋଧନକୁ ସୁପ୍ରିମକୋର୍ଟଙ୍କ ସମର୍ଥନ;ଘର କ୍ରେତାଙ୍କୁ ମିଳିବ ଋଣଦାତାର ମାନ୍ୟତା

ନୂଆଦିଲ୍ଲୀ,୧୦-୮: ଘର କ୍ରେତାଙ୍କୁ ଆଶ୍ୱସ୍ତ କରି ସୁପ୍ରିମକୋର୍ଟ ଶୁକ୍ରବାର ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନକୁ କାଏମ ରଖିଛନ୍ତି। ଘର କ୍ରେତାଙ୍କୁ ଋଣପ୍ରଦାନକାରୀ ବ୍ୟାଙ୍କ ଭଳି ଋଣଦାତା ଭାବେ ମାନ୍ୟତା ଦେବା ଲାଗି ଆଇବିସିରେ ସଂଶୋଧନ କରାଯାଇଥିଲା। ଏହାକୁ ସର୍ବୋଚ୍ଚ ଅଦାଲତ…

ପିଏମ୍‌ କିଷାନ ଯୋଜନା;ଡିସେମ୍ବର ସୁଦ୍ଧା ଯୋଡି ହେବେ ୧୦କୋଟି ଚାଷୀ

ନୂଆଦିଲ୍ଲୀ,୧୦-୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନା ଅଧୀନରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧୦ କୋଟି ଚାଷୀଙ୍କୁ ସାମିଲ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଶୁକ୍ରବାର କହିଛନ୍ତି। ଏହି ଯୋଜନାରେ କୃଷକଙ୍କୁ ବର୍ଷରେ ୩ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?