ବାଣିଜ୍ୟ

ଭିଡିଓକନ ଋଣ ମାମଲା;ଚନ୍ଦାଙ୍କୁ ନୋଟିସ

ନୂଆଦିଲ୍ଲୀ,୮-୬: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କୁ ପୁନର୍ବାର ଜେରା କରିବ। ଆସନ୍ତା ୧୦ରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରାଯାଇଛି। ଜଣେ ଅଧିକାରୀ…

ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତି ଜାରି…

ଜିଏସ୍‌ପି ଉପରେ ଭାରତ ନିର୍ଭଳଶୀଳ ନୁହେଁ:ଗୋୟଲ

ନୂଆଦିଲ୍ଲୀ,୮-୬: ଆମେରିକାର ଜେନେରାଲାଇଜଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେଜ(ଜିଏସ୍‌ପି) ପ୍ରତି ଭାରତ ବ୍ୟାକୁଳ କି ନିର୍ଭରଶୀଳ ନୁହେଁ। ଏହା ନିଜର ରପ୍ତାନିକୁ ପ୍ରତିଯୋଗିତାମୂଳକ କରିବାକୁ ସକ୍ଷମ ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭାରତ…

ବିକ୍ରି ହେବ ୫୦ ରାଷ୍ଟ୍ରାୟତ୍ତ ସମ୍ପତ୍ତି

ନୂଆଦିଲ୍ଲୀ,୮-୬: ଏନ୍‌ଟିପିସି, ସିମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ, ଭାରତ ଆର୍ଥ ମୁଭର୍ସ ଏବଂ ସେଲ୍‌ ସହିତ ରାଷ୍ଟ୍ରାୟତ୍ତ କମ୍ପାନୀର ୫୦ ଜମି ଏବଂ ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟ ସବୁକୁ ବିକ୍ରି ଲାଗି ନୀତି ଆୟୋଗ ଏକ ତାଲିକା ପ୍ରସ୍ତୁତ କରିଛି। ଡିପାର୍ଟମେଣ୍ଟ ଅଫ୍‌…

ଫନୀ ପ୍ରଭାବିତଙ୍କୁ ଏସ୍‌ବିଆଇ ଦେଲା ୧୨୦ କୋଟି ଟଙ୍କାର ଋଣ

ଭୁବନେଶ୍ୱର,୭-୬: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ରାଜ୍ୟର ଫନୀ ପ୍ରଭାବିତଙ୍କୁ ବର୍ତ୍ତମାନ ସୁଦ୍ଧା ୧୨୦ କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ ମଧ୍ୟରେ କୃଷି କ୍ଷେତ୍ରର ୯୮ କୋଟି,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ୧୫ କୋଟି ଏବଂ…

ଟାଟା ମୋଟର୍ସର ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ

ଭୁବନେଶ୍ୱର,୭-୬: ଟାଟା ମୋଟର୍ସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସବୁଜ ଏବଂ ସ୍ବଚ୍ଛ ପରିବେଶ ଉପରେ କମ୍ପାନୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଦେଶରେ ଥିବା କମ୍ପାନୀର ୫୭୦ରୁ ଉର୍ଦ୍ଧ୍ୱ ଓ୍ବାର୍କଶପଗୁଡିକରେ…

ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର,୭-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହାର କର୍ପୋରେଟ ଅଫିସ ପରିସରରୁ ଆରମ୍ଭ ହୋଇଛି। କମ୍ପାନୀର ଅଧ୍ୟକ୍ଷ ତପନ କୁମାର ଚାନ୍ଦ…

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ୫.୫ କୋଟି ବାତ୍ୟା ସହାୟତା

ଭୁବନେଶ୍ୱର,୭-୬: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୫.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସି.ଏଚ୍‌.ଏସ୍‌ .ଏସ୍‌. ମଲ୍ଲିକାର୍ଜୁନ ରାଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏଥି ବାବଦ ଚେକ୍‌ ପ୍ରଦାନ…

ଏଲ୍‌ଇଡି ଟିଭି କିଣିଲେ ପୁରସ୍କାର ଜିତିବାର ସୁଯୋଗ ଦେଉଛି ଏଲ୍‌ଜି

ଭୁବନେଶ୍ୱର,୭-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଓ୍ବିନ ଇଭ୍ରି ଆଓ୍ବାର ଓ୍ବିଥ ଏଲ୍‌ଜି ସମ୍ପର୍କରେ ଘୋଷଣା କରାଯାଇଛି। ଓ୍ବାର୍ଲଡ କପ୍‌ ଅଫର ଅନ୍ତର୍ଗତ ଏହାର ଶୁଭାରମ୍ଭ ହୋଇଛି। କମ୍ପାନୀର ଏଲ୍‌ଇଡି ଟିଭି କ୍ରୟ ଉପରେ ସାରା ଦେଶର ଗ୍ରାହକମାନେ ଘଣ୍ଟିକିଆ ଲକି…

ଟୟୋଟା ଆଣିଲା ନୂଆ ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ଗ୍ଲାଞ୍ଜା

ନୂଆଦିଲ୍ଲୀ,୭-୬: ଟୟୋଟା କିର୍ଲୋସ୍କାର ମୋଟର୍ସ (ଟିକେଏମ୍‌) ପକ୍ଷରୁ ପ୍ରିମିୟମ ହ୍ୟାଚ୍‌ବ୍ୟାଚ୍‌ ସେଣ୍ଟମେଣ୍ଟରେ ପ୍ରବେଶ ପୂର୍ବକ ନୂଆ ‘ଟୟୋଟା ଗ୍ଲାଞ୍ଜା’ ମଡେଲ ବଜାର ଆସିଛି। ଯୁବବର୍ଗଙ୍କ ଚାହିଦାକୁ ଧ୍ୟାନରେ ରଖି ଏହି ଯାନକୁ ପ୍ରସ୍ତୁତ କରାଯାଇଛି। ଏହାର ଆକର୍ଷଣୀୟ ଡିଜାଇନ,ଆରାମ ଏବଂ ସୁରକ୍ଷା…

୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର, ଲେଭଲ…

ଏଫ୍‌ବିବିର ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ;ଫ୍ୟାଶନ କ୍ରୟରେ ଦେଉଛି ରିହାତି

ଭୁବନେଶ୍ୱର,୭-୬: ଫ୍ୟୁଚର ଗ୍ରୁପର ଲୋକପ୍ରିୟ ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ‘ଏଭ୍ରି ଫ୍ରାଇଡେ ଇଜ୍‌ ଏ ଟ୍ରାଏ ଡେ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ସପ୍ତାହ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏଫ୍‌ବିବିରେ ଏହାକୁ ଫ୍ୟାଶନ ସପିଂ ଡେ ଭାବେ ପାଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri