ବାଣିଜ୍ୟ

‘ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ଅନେକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ,୧୩।୫: ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସାମ୍ନାରେ ବିଭିନ୍ନ ଚ୍ୟାଲେଞ୍ଜ ରହିଥିବା ବନ୍ଧନ ବ୍ୟାଙ୍କର…

6 years ago

କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର ରାଜସ୍ବ…

6 years ago

ଗ୍ରାହକ ନିରାପତ୍ତାକୁ ଫୋକସ୍‌

  କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ ସେମାନେ…

6 years ago

ରିଟେଲ ବିଜ୍‌ନେସ ପୁନଃ ଆରମ୍ଭ କଲା ହିରୋ

ନୂଆଦିଲ୍ଲୀ,୧୨।୫: ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ ଏହାର ରିଟେଲ ବିଜ୍‌ନେସକୁ ପୁଣି ଥରେ ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ ୧୫୦୦ ରିଟେଲ ଆଉଟଲେଟ ଶୁଭାରମ୍ଭ…

6 years ago

ଟିଭିଏସ୍‌ ୟୁରୋଗ୍ରୀପ୍‌ର ଇ-ଅର୍ଡରିଂ ଫାସିଲିଟି

ନୂଆଦିଲ୍ଲୀ,୧୨।୫: ଟିଭିଏସ୍‌ ଶ୍ରୀଚକ୍ର ଲିମିଟେଡ୍‌ ଇ-ଅର୍ଡରିଂ ଫାସିଲିଟି ଶୁଭାରମ୍ଭ ହୋଇଛି। ରିଟେଲର ଆପ୍‌ ଟିଭିଏସ୍‌ ୟୁରୋଗ୍ରୀପ୍‌ ବନ୍ଧନ ଦ୍ୱାରା ଏହି ସୁବିଧା ଉପଲବ୍ଧ ହେବ। ଅର୍ଡର ପ୍ଲେସିଂ…

6 years ago

କେନ୍ଦ୍ର କର୍ମଚାରୀଙ୍କ ବେତନ କାଟ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧୨।୫: ଦେଶର ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଖର୍ଚ୍ଚକାଟ କରିବା ଲାଗି ସରକାର କେନ୍ଦ୍ର କର୍ମଚାରୀଙ୍କ ବେତନରେ ହ୍ରାସ କରିବା ନେଇ…

6 years ago

୨ରୁ ୩ ଦିନରେ ଆସିପାରେ ଆର୍ଥତ୍କ ପ୍ୟାକେଜ: ଗଡକରୀ

ନୂଆଦିଲ୍ଲୀ,୧୨।୫: ଦେଶର ଆର୍ଥତ୍କ ସ୍ଥିତି ବର୍ତ୍ତମାନ ଖରାପ ରହିଛି। ଋଣ ଇଏମ୍‌ଆଇ ଉପରେ ୩ମାସର ମୋରାଟୋରିୟମ ଘୋଷଣା କରାଯିବା ପରେ ମଧ୍ୟ ସ୍ଥିତି ସୁଧୁରିନି। ଆଗାମୀ ୨ରୁ…

6 years ago

ନୀରବ ମୋଦିଙ୍କ ପ୍ରତ୍ୟପଣ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୧୨।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ୧୩,୦୦୦ କୋଟି ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତି ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଲଣ୍ଡନରେ ଶୀଘ୍ର ଆରମ୍ଭ ହୋଇଛି।…

6 years ago

୪୬୮ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଚଳାଚଳ

ନୂଆଦିଲ୍ଲୀ, ୧୨।୫ - କରୋନା ସଂକ୍ରମଣର ଭୟ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରୀଛାତ୍ର, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଅନ୍ୟାନ୍ୟ ଲୋକମାନଙ୍କୁ ଶୀଘ୍ର…

6 years ago

ବେତନ ହ୍ରାସ କରିପାରେ ଟାଟା ଗ୍ରୁପ୍‌

ମୁମ୍ବାଇ,୧୨।୫- ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଗ୍ରୁପ୍‌ ଅଫ କମ୍ପାନିଜ୍‌ ଏହାର କର୍ମଚାରୀଙ୍କ ବେତନ ହ୍ରାସ ବିଚାର କରୁଛି ା ଗତ ୩ମାସ ହେଲା ଏହି ଗ୍ରୁପର…

6 years ago