ବାଣିଜ୍ୟ

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ…

5 years ago

ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ ଯୁକ୍ତି…

5 years ago

୫୦ ଟଙ୍କା ମହଙ୍ଗା ହେଲା ଗ୍ୟାସ

ନୂଆଦିଲ୍ଲୀ:  ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାାଇ ଦେଇଛି। ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍‌…

5 years ago

ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି। ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍‌ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ଭଡ଼ା ୧୦% ଓ…

5 years ago

କର୍ନାଟକରେ ହେବ ଟେସ୍ଲା କରିଡର

ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା କର୍ନାଟକ ରାଜଧାନୀ ବେଙ୍ଗାଲୁରୁଠାରେ ନିଜର ପ୍ରଥମ ଉପତ୍ାଦନ ୟୁନିଟ୍‌ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ କର୍ନାଟକ ମୁଖ୍ୟମନ୍ତ୍ରୀ…

5 years ago

ଟ୍ରେନ୍‌ ସେବା ସ୍ବାଭାବିକ ନେଇ ରେଲଓ୍ବେର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିଛି ଦିନ ମଧ୍ୟରେ…

5 years ago

ଘରୋଇକରଣରୁ ସମସ୍ୟା ସମାଧାନ ହେବନି

କୋଲକାତା: ଘରୋଇକରଣ ଦ୍ୱାରା ସବୁ ବ୍ୟାଙ୍କର ସମସ୍ୟା ସମାଧାନ ହୋଇ ପାରିବ ନାହିଁ। ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍‌ବିଆଇର…

5 years ago

ଫ୍ୟାମିଲି ପେନ୍‌ସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନ୍‌ସନ ସୀମାକୁ ୧.୨୫ ଲକ୍ଷକୁ ବଢାଇଛନ୍ତି। ଫ୍ୟାମିଲି ପେନ୍‌ସନ କ୍ଷେତ୍ରରେ ସଂସ୍କାର ପଦକ୍ଷେପ ଅନ୍ତର୍ଗତ ଏଭଳି ବ୍ୟବସ୍ଥା କରାଯାଇଛି। ଏହି ସୀମା…

5 years ago

୬.୩ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅତିରିକ୍ତ ୬.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଲୋଡ଼ିଛନ୍ତି। ଦ୍ୱିତୀୟ ଏବଂ ଅତିରିକ୍ତ ଖର୍ଚ୍ଚ…

5 years ago

ଖୁଚୁରା ମୁଦ୍ରାସ୍ଫୀତି ୪.୦୬%

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୦୬%କୁ ବୃଦ୍ଧି ପାଇଛି। ଆର୍‌ବିଆଇ ଧାର୍ଯ୍ୟଲକ୍ଷ୍ୟ ୨-୬% ମଧ୍ୟକୁ ଏହା ଫେରିଛି। ଲଗାତର ଦ୍ୱିତୀୟ…

5 years ago