ବାଣିଜ୍ୟ

୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍‌କମ୍‌ ବ୍ୟାକ୍‌’

ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ ଏୟାର…

5 years ago

ରେପୋ ରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ…

5 years ago

ବ୍ରିଜ୍‌ ପ୍ରକଳ୍ପ ପାଇଁ ନାବାର୍ଡର ୩୦୩ କୋଟି

ଭୁବନେଶ୍ୱର,୭ା୧୦:  ରାଜ୍ୟ ମଧ୍ୟରେ ୨୪ ବ୍ରିଜ୍‌ ନିର୍ମାଣ ଲାଗି ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ୩୦୩ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦେଇଛି। ବ୍ୟାଙ୍କ…

5 years ago

ବୟନ ପାର୍କ ସ୍ଥାପନ ଲାଗି ଓଡ଼ିଶା ଆଗ୍ରହୀ

ନୂଆଦିଲ୍ଲୀ,୭ା୧୦: ଦେଶ ମଧ୍ୟରେ ୭ ମେଗା ଟେକ୍ସଟାଇଲ ରିଜିୟନ ଏବଂ ଆପାରେଲ ପାର୍କ (ପିଏମ୍‌ ମିତ୍ର) ସ୍ଥାପନ ହେବ। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ଏଥିଲାଗି ୪,୪୪୫ କୋଟିର…

5 years ago

ବିଲିୟନ ଡଲାର କମ୍ପାନୀ ଗଢ଼ିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଆଇଆଇଟି ମାଡ୍ରାସରେ ପଢ଼ାପରେ ବିଦେଶରେ ଏକ ଭଲ ପ୍ୟାକେଜରେ ଚାକିରି ପାଇଥିଲେ। ହେଲେ ନିଜେ କିଛି କରି ଦେଖାଇବାର ଇଚ୍ଛା ତାଙ୍କ ମନକୁ ସବୁବେଳେ ଆନ୍ଦୋଳିତ…

5 years ago

ଭାରତ ଲାଗି ଆଉଟ୍‌ଲୁକ୍‌ ଦୃଢ଼ କଲା ମୁଡିସ୍‌

ନୂଆଦିଲ୍ଲୀ,୬।୧୦: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ଭାରତ ବଜାର ଲାଗି ଆଉଟ୍‌ଲୁକ୍‌ ରେଟିଂକୁ ପୂର୍ବାପେକ୍ଷା ଦୃଢ଼ କରିଛି। ଏହା ପୂର୍ବରୁ ଭାରତର ରେଟିଂକୁ ନେଗେଟିଭ୍‌ ରଖିଥିଲା। ମାତ୍ର…

5 years ago

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ - ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି ଉତ୍ପାଦନ…

5 years ago

ରୋଷେଇ ପୁଣି ଘରେ ମହଙ୍ଗା ମାଡ଼…

ନୂଆଦିଲ୍ଲୀ,୬।୧୦: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ ହୋଇଛି। ଘରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ୧୪.୨ କିଲୋଗ୍ରାମ୍‌ ସିଲଣ୍ଡର ଦାମ୍‌…

5 years ago

ପୁରୁଣା ଗାଡ଼ିକୁ ଫି ବୋଝ

ନୂଆଦିଲ୍ଲୀ,୬।୧୦: ପୁରୁଣା ଗାଡ଼ିର ପଞ୍ଜୀକରଣକୁ ନବୀକରଣ କରାଇବା ଏବେ ମହଙ୍ଗା ହେବ। ଏବେକାର ମୂଲ୍ୟର ପ୍ରାୟ ୮ଗୁଣ ଅଧିକ ଫି ଦେବାକୁ ପଡ଼ିବ। ଏନେଇ କେନ୍ଦ୍ର ସରକାର…

5 years ago

ତନିସ୍କର ପୂଜା କଲେକ୍ସନ ‘ସାଜ୍‌’

ଭୁବନେଶ୍ୱର,୫।୧୦ ପ୍ରମୁଖ ଗହଣା ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଏହାର ଏକ୍ସକ୍ଲୁସିଭ ପୂଜା କଲେକ୍ସନ ‘ସାଜ୍‌’ର ଉନ୍ମୋଚନ କରାଯାଇଛି। ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ତନିସ୍କ ଷ୍ଟୋରରେ ତନିସ୍କର ଏବିଏମ୍‌ ଅରିନ୍ଦମ…

5 years ago