ବାଣିଜ୍ୟ

ସଙ୍କଟରେ ରିଲାଏନ୍ସ ହୋମ୍‌ ଫାଇନାନ୍ସ

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ବର୍ତ୍ତମାନ ସମୟରେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କମ୍ପାନୀ ଡିସେମ୍ବର ୨୦୨୦ରେ ୧୦୦କୋଟି ଟଙ୍କାର ଋଣ…

5 years ago

ଖେଳନା ଶିଳ୍ପରେ ଦେଶର ଶକ୍ତି ଲୁଚି ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭିଡିଓ କନଫେରେନ୍ସିଂ ଜରିଆରେ ଭାରତୀୟ ଖେଳଣା ମେଳା ଉଦଘାଟନ କରିଛନ୍ତି। ଏହି ମେଳାର ଉଦଘାଟନୀ ଉସତ୍ବରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…

5 years ago

ଭାରତ ବନ୍ଦକୁ ଟ୍ରାନ୍ସପୋର୍ଟରଙ୍କ ସମର୍ଥନ

ନୂଆଦିଲ୍ଲୀ: ସଡ଼କ ପରିବହନ କ୍ଷେତ୍ରର ପ୍ରମୁଖ ସଂଘ ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋଟର୍ସ ଓ୍ବେଲ୍‌ଫେୟାର ଆସୋସିଏଶନ (ଏଆଇଟିଡବ୍ଲ୍ୟୁଏ) ଚଳିତ ମାସ ୨୬ର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି। ସର୍ବଭାରତୀୟ…

5 years ago

ବିକାଶରେ ସମଭାଗୀ ହେବେ ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ:  ଦେଶର ଅର୍ଥନୈତିକ ବିକାଶରେ ବର୍ତ୍ତମାନଠାରୁ ଘରୋଇ ବ୍ୟାଙ୍କଗୁଡ଼ିକ ସମାନ ଭାବେ ଭାଗୀଦାରି ହେବେ। ଘରୋଇ ବ୍ୟାଙ୍କ ପାଇଁ ରହିଥିବା ବିଭିନ୍ନ କଟକଣାକୁ ସରକାର ଉଠାଇଦେଇଛନ୍ତି। ସରକାରଙ୍କ ସମସ୍ତ…

5 years ago

ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି…

5 years ago

ଲାପ୍‌ଟପ୍‌, ପିସି ମାନୁଫାକ୍‌ଚରିଂ ପାଇଁ ପ୍ରୋତ୍ସାହନ

ଘରୋଇ ବଜାରରେ ଇଲେକ୍‌ଟ୍ରୋନିକ୍ସ ମାନୁଫାକଚରିଂ ପାଇଁ ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ)କୁ ସରକାର ମଞ୍ଜୁରୀ ଦେଇଛନ୍ତି। ଲାପ୍‌ଟପ୍‌,ଟାବ୍‌ଲେଟ, ପିସି ଏବଂ ସର୍ଭର ପ୍ରସ୍ତୁତିକୁ ଉତ୍ସାହିତ କରିବା ଲାଗି…

5 years ago

ସର୍ଭିସ୍‌ ଓ ଫିଡ୍‌ବ୍ୟାକ୍‌ ପରିପୂରକ: ‘ସ୍କୁଲ ବ୍ୟାଗ୍‌ ନେଇଥିବା ପିଲା ବାହାଘର ବେଳେ ପୁଣି କିଣାକିଣି କରିବାକୁ ଆସନ୍ତି।’

ସମୟ ଗଡ଼ିଯାଏ ଜୁଆର ଫେରିଯାଏ, ରହିଯାଏ ଅଲିଭା ସନ୍ତକ। ୧୯୭୬ରେ ଭୁବନେଶ୍ୱର ପୁରୁଣା ବସ୍‌ଷ୍ଟାଣ୍ଡରେ ଗଢ଼ିଉଠିଥିବା ‘ପଣ୍ଡା ଏଣ୍ଟରପ୍ରାଇଜେସ୍‌’ର ପରିବର୍ତ୍ତିତ ସଂସ୍କରଣ ‘ପଣ୍ଡା ଟ୍ରାଭେଲ ମାର୍ଟ’ ଏହାର…

5 years ago

ଜିଇଏମ୍‌ ଦ୍ୱାରା କିଣାହେବ ଲକ୍ଷେ କୋଟିର ସାମଗ୍ରୀ

ନୂଆଦିଲ୍ଲୀ,୨୨।୨: ରାଷ୍ଟ୍ରାୟତ୍ତ ପ୍ରୋକ୍ୟୁଅରମେଣ୍ଟ ପୋର୍ଟାଲ ଗଭର୍ନମେଣ୍ଟ ଇ-ମାର୍କେଟ(ଜିଇଏମ୍‌) ଦ୍ୱାରା ଆର୍ଥତ୍କବର୍ଷ ୨୦୨୧-୨୨ରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସାମଗ୍ରୀ କିଣାଯିବ। ପ୍ରତିରକ୍ଷା ଏବଂ ପିଏସ୍‌ୟୁଗୁଡିକରୁ କ୍ରୟ ବଢିବାରୁ…

5 years ago

ରାଜ୍ୟଗୁଡ଼ିକର ଜିଏସ୍‌ଟି କ୍ଷତି କମିବ

ନୂଆଦିଲ୍ଲୀ,୨୨।୨:  ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍‌ଟି ସଂଗ୍ରହ…

5 years ago

ନଜରରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ ଇଣ୍ଡିଆ

ନୂଆଦିଲ୍ଲୀ,୨୨।୨: ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କିମ୍ବା ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ଘରୋଇକରଣକୁ ସରକାର ବିଚାର କରିପାରନ୍ତି। ଏହି କମ୍ପାନୀଗୁଡ଼ିକୁ ପୁଞ୍ଜି ଯୋଗାଣ କରାଯାଇଛି। ବର୍ତ୍ତମାନ ଏହି କମ୍ପାନୀଗୁଡ଼ିକର ଆର୍ଥତ୍କ…

5 years ago