Categories: ବାଣିଜ୍ୟ

ଭାରତ ବନ୍ଦକୁ ଟ୍ରାନ୍ସପୋର୍ଟରଙ୍କ ସମର୍ଥନ

ନୂଆଦିଲ୍ଲୀ: ସଡ଼କ ପରିବହନ କ୍ଷେତ୍ରର ପ୍ରମୁଖ ସଂଘ ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋଟର୍ସ ଓ୍ବେଲ୍‌ଫେୟାର ଆସୋସିଏଶନ (ଏଆଇଟିଡବ୍ଲ୍ୟୁଏ) ଚଳିତ ମାସ ୨୬ର ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଏଭଳି ଧର୍ମଘଟ ଡାକରା ଦିଆଯାଇଛି। ଏହିଦିନ ସାରା ଦେଶରେ ଚକାଜାମ୍‌ କରିବା ନେଇ ଘୋଷଣା କରାଯାଇଛି।

Share