‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍‌କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ ତେବେ ଆପଣଙ୍କ ‘ହ୍ବାଟ୍ସଆପ୍‌’ରେ ଏନେଇ ସୁବିଧା ଉପଲବ୍ଧ ରହିଛି।

ଚାଟ୍‌କୁ ଲୁଚାଇବା ନିମନ୍ତେ ସବୁଠାରୁ ସହଜ ପଦ୍ଧତି ହେଉଛି ‘ଆର୍କାଇଭ୍‌’। ଏହାଛଡ଼ା ଆପଣ ଚାଟ୍‌କୁ ଲକ୍‌ ମଧ୍ୟ କରିପାରିବେ, ଯାହାକୁ କେହି ଦେଖିପାରିବେ ନାହିଁ।

ସିକ୍ରେଟ୍‌ ଚାଟ୍‌କୁ ହାଇଡ୍‌ କରିବା ଲାଗି ତାକୁ ଓପନ୍‌ କରନ୍ତୁ। ପ୍ରୋଫାଇଲ ଅପଶନ୍‌କୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ‘ଚାଟ୍‌ ଲକ୍‌’ ଅପଶନ୍‌ ନଜର ଆସିବ। ଏଥିରେ ଟାପ୍‌ କରନ୍ତୁ। ପରେ ନିଜର ପାସଓ୍ବାର୍ଡ ସେଭ୍‌ କରନ୍ତୁ।

ଯେଉଁ ଚାଟ୍‌କୁ ଲକ୍‌ କରିବାର ଅଛନ୍ତି ତା ଉପରେ କିଛି ସମୟ ଟାପ୍‌ କରି ରଖନ୍ତୁ। ଏହାପରେ ତିନି ବିନ୍ଦୁରେ ଟାପ୍‌ କରନ୍ତୁ। ସେଠାରେ ଚାଟ୍‌ ଲକ୍‌ କରିବା ଅପଶନ ନଜର ଆସିବ।

ଚାଟ୍‌ ଲକ୍‌ କରିବା ପରେ ହାଇଡ୍‌ ଲକ୍‌ଡ ଚାଟ୍‌ ଅପଶନକୁ ବି ଅନ୍‌ କରିବାକୁ ହେବ। ଏଥିଲାଗି ଲକ୍‌ ଚାଟ୍‌ସ ଅପଶନକୁ ଯାଇ ଅନ୍‌ କରିନିଅନ୍ତୁ।

ଏହାଛଡ଼ା ଆପଣ ଏକ ସିକ୍ରେଟ୍‌ କୋର୍ଡ ବି ଦାଖଲ କରନ୍ତୁ। ଫଳରେ ଆପଣ ତାର ସହାୟତାରେ ଚାଟ୍‌ ଦେଖିପାରିବେ। ଆପଣ ୪ ଅକ୍ଷର ନଚେତ ଗୋଟିଏ ଇମୋଜିକୁ ସିକ୍ରେଟ୍‌ କୋର୍ଡ ଭାବେ ବ୍ୟବହାର କରିପାରିବେ।

ସିକ୍ରେଟ୍‌ ଚାଟ୍‌ କାହାରିକୁ ନଜର ଆସି ନ ଥାଏ। ହେଲେ ଯଦି ଆପଣ ଏହି ଚାଟ୍‌କୁ ଦେଖିବାକୁ ଚାହାନ୍ତି ତେବେ ସର୍ଚ୍ଚକୁ ଯାଇ ନିଜର ସିକ୍ରେଟ୍‌ କୋର୍ଡ ଦିଅନ୍ତି ତେବେ ଉକ୍ତ ଚାଟ୍‌ ନଜର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri