ଏସବୁ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଜାମୁକୋଳି

ଜାମୁକୋଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ସ୍ବାଦିଷ୍ଟ ମଧ୍ୟ। ଏହା ବର୍ତ୍ତମାନ ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଯାହାକି ସ୍ବାସ୍ଥ୍ୟ ପକ୍ଷେ ବହୁ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଭରି ରହିଛି। ଫଳରେ ସଂକ୍ରମଣ ସମସ୍ୟାରୁ ଦୂରେଇ ରଖିଥାଏ। ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ୍‌ ସି ଏବଂ ଆଇରନ୍‌ ରହିଛି। ଡାଇବେଟିସ୍‌, ହୃଦରୋଗୀଙ୍କ ପାଇଁ ବହୁ ଲାଭଦାୟକ।


ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜାମୁକୋଳି ଖାଇଲେ ରକ୍ତର ସ୍ତର ବଢ଼ିଥାଏ। ଏହା ସୁଗାର ସ୍ତର ନିୟନ୍ତ୍ରଣ କରିଥାଏ। ଏଥିରେ ଫାଇବର ମଧ୍ୟ ରହିଛି। ଫଳରେ ପେଟ ଯନ୍ତ୍ରଣା, ଏସିଡିଟି, ଛାତିରେ ଜ୍ବଳନ ଏବଂ ଅର୍ଶ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଜାମୁକୋଳି ରାମବାଣ ସଦୃଶ କାମ କରିଥାଏ। ଶରୀରରେ ଜଳୀୟ ଅଂଶ କମ୍‌ ଥିଲେ ଜାମୁକୋଳି ଜୁସ୍‌ ପିଇବା ଲାଭଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋମ୍‌ମେଡ୍‌ ଫେସ୍‌ଓ୍ବାଶ୍‌

ମୁହଁ ଫ୍ରେଶ୍‌ ଓ ସୁନ୍ଦର ଦେଖାଯିବାକୁ ହେଲେ ମହିଳା କେତେକ’ଣ ଉପାୟ ଆପଣାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି କେମିକାଲ୍‌ ଫେସ୍‌ଓ୍ବାଶ ବ୍ୟବହାର କରିବା...

ଏସବୁ କଥା ମାନି ଚଳିଳେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ହେବନି ଝଗଡ଼ା, ବଢ଼ିବ ଧନ

କୁହାଯାଏ, ସ୍ତ୍ରୀ-ସ୍ବାମୀ ଗୋଟିଏ ଗାଡିର ଦୁଇଟି ଚକ। ଯଦି ଗୋଟିଏ ଚକ ନ ରୁହେ, ତେବେ ଗାଡି ଚାଲିବା କଷ୍ଟକର ହୋଇପଡେ। ଠିକ୍‌ ସେହିପରି ସ୍ତ୍ରୀ-ସ୍ବାମୀଙ୍କ...

ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ...

ପତଳା ଶରୀରକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

କିଛି ଲୋକ ମୋଟା ଶରୀରକୁ ନେଇ ଚିନ୍ତିତ ଥିବାବେଳେ ଆଉ କିଛି ପତଳା ଶରୀରକୁ ନେଇ ଚିନ୍ତାରେ ଥା’ନ୍ତି। କିନ୍ତୁ ଏହି ଚିନ୍ତା ଦୂର କରିବା...

ବୁଦ୍ଧିମତ୍ତା ବଢ଼ାଏ ଜୀବନଶୈଳୀ

ଆମେ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସନ୍ତୁଳିତ ଜୀବନଶୈଳୀ ସୁପ୍ରଭାବ ଆମ ଶରୀର ଉପରେ ପଡିଥାଏ।...

ଏଭଳି ଶୋଇଲେ ଶରୀର ଉପରେ ପଡ଼େ ଖରାପ ପ୍ରଭାବ…

ଶୋଇବାର କେତେକ ସାଧାରଣ ନିୟମ ରହିଛି। ଏହାକୁ ପାଳନ କଲେ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ। ପେଟ ମାଡ଼ିହୋଇ ଶୋଇବା ଦ୍ୱାରା ବହୁ ସମସ୍ୟା...

ଘର ତିଆରି କରୁଛନ୍ତି କି? ଏହି ଦିଗରେ ତିଆରି କରନ୍ତୁ ଶିଡ଼ି

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି...

ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ...

Advertisement


Archives

Model This Week