ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଥିଲେ। ଏହି ଅବସରରେ ଗୁଣପୁର ଭାଜପା ନଗର ସଭାପତି ଜୟଦେବ ପଣ୍ଡାଙ୍କ ନେତୃତ୍ୱରେ ନେତାମାନେ ନୂତନ ଭାବରେ ଭାଜପାରେ ଯୋଗଦେଇଥିବା ଅଧ୍ୟକ୍ଷା ମମତା ଓ ଉପାଧ୍ୟକ୍ଷ ଶିବପ୍ରସାଦଙ୍କୁ ଭେଟି ତାଙ୍କ ବାସଭବନରେ ଶୁଭେଚ୍ଛା ଜଣାଇଥିଲେ l ଏହି ସମୟରେ ନଗର କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l