ଭୁବନେଶ୍ୱର,୧୯।୯: ବିଦ୍ୟାଳୟରେ ଭଗବତ୍ ଗୀତାର ଶ୍ଳୋକଗାନ କରିବେ ଛାତ୍ରଛାତ୍ରୀ। ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଭଗବତତ୍ ଗୀତାର ଶ୍ଳୋକଗାନ କରିବେ। ଏ ନେଇ ପ୍ରସ୍ତାବ ରଖାଯାଇଥି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ବିଧାୟକ ସିଂତାଶୁ ମହାପାତ୍ରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି। ୩ ଥର ଓଁକାର ଧ୍ବନି, ନୈତିକ ଗଳ୍ପ ତଥା ଶାନ୍ତି ମନ୍ତ୍ର ପାଠ ପାଇଁ ପ୍ରସ୍ତାବ ରଖାଯାଇଛି।


