Posted inଜାତୀୟ

ଭୂପେଶ ବଘେଲା ସୋନିଆଙ୍କ ଏଟିଏମ୍‌ କାର୍ଡ, ରମଣ ସିଂଙ୍କ କଟାକ୍ଷ…

ରାୟପୁର,୧୧।୧୦ : ମଙ୍ଗଳବାର ସକାଳୁ ଛତିଶଗଡ଼ରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ଛତିଶଗଡରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି କହିଛନ୍ତି। ଏହାର ଜବାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା  ରମଣ ସିଂ ଭୁପେଶଙ୍କୁ ସୋନିଆ ଗାନ୍ଧୀଙ୍କ ଏଟିଏମ କାର୍ଡ ବୋଲି କହି କଟାକ୍ଷ କରିଛନ୍ତି। ସେ କହିଛନ୍ତି ମୁଁ ବାରମ୍ବାର ଏହା କହିଆସୁଛି।

ରମଣ ସିଂ କହିଛନ୍ତି ଯେ ଆଜି ଛତିଶଗଡ ସମଗ୍ର ଦେଶ ତଥା ବିଶ୍ୱରେ ଲଜ୍ଜିତ ହୋଇଛି। ରାଜ୍ୟର ୪୦ ଅଧିକାରୀଙ୍କ ଘରେ ଇଡି ଚଢ଼ାଉ କରାଯାଇଛି। ସେ କହିଛନ୍ତି ଯେ ସତ୍ୟ ସାମ୍ନାକୁ ଆସିବ। ସବୁକିଛି ଜଣାପଡ଼ିବ।

ରାଜ୍ୟରେ ହଜାର ହଜାର କୋଟିର ଟଙ୍କାର ବେଆଇନ କାରବାର ହୋଇଥାଏ। ଟଙ୍କା ଆଦାୟ କରାଯାଇ ଆସାମଏବଂ ହିମାଚଳ ପ୍ରଦେଶକୁ ପଠାଯାଏ। କଲେକ୍ଟରଙ୍କୁ କଲେକ୍ଟିଙ୍ଗ୍‌ ଏଜେଣ୍ଟ କରାଯାଇଛି। ଆଜି ଇଡି ସେସବୁ ଏଜେଣ୍ଟଙ୍କ ଘରେ ଚଢ଼ାଉ କରୁଛି। ରାଜ୍ୟରେ କଂଗ୍ରେସର ଶେଷ ହେବାର ସମୟ ପାଖେଇ ଆସିଛି। ଆମେ ସାରା ଦେଶରେ ଯୁଦ୍ଧ କରୁଛୁ। ଜନସାଧାରଣଙ୍କ ମନରେ ବହୁତ ଅସନ୍ତୋଷ ରହିଛି।

ରମଣ ମୁଖ୍ୟମନ୍ତ୍ରୀ ବଘେଲା ଦେଇଥିବା ପ୍ରତିକ୍ରିୟାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଚିନ୍ତାଜନକ। ସେ କହୁଛନ୍ତି ଭାଜପା ଏହି ଯୁଦ୍ଧରେ ଲଢ଼ିବାକୁ ସକ୍ଷମ ନୁହେଁ। ଆମେ ସେମାନଙ୍କୁ କହୁଛୁ ଯେ ଆମେ ଯୁଦ୍ଧ କରିବାରେ ସକ୍ଷମ। ପୂର୍ବରୁ ଭୁପେଶ କହିଥିଲେଭାଜପା ସିଧାସଳଖ ଲଢ଼ିବାକୁ ସକ୍ଷମ ନୁହେଁ ତେଣୁ ଇଡି,ଆଇଟି, ସିବିଆଇ ମାଧ୍ୟମରେ ଲଢ଼େଇ କରିବାକୁ ଚେଷ୍ଟା କରୁଛି। ଏଭଳି ଏଜେନ୍ସି ରାଜ୍ୟକୁ ବାରମ୍ବାର ଆସିବେ। ଏହା ସେମାନଙ୍କର ଶେଷ ଆସିବା ନୁହେଁ। ନିର୍ବାଚନ ଯେତିକି ପାଖେଇ ଆସିବ ସେମାନଙ୍କ ଚଢ଼ାଉ ସେତେ ବୃଦ୍ଧି ପାଇବ।

ଏହା ସହିତ ରମଣ ଅନ୍ୟ ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଛନ୍ତି ଯଦି ତୁମେ ଦୁର୍ନୀତିରେ ଲିପ୍ତ ରୁହ, ତୁମକୁ ସୁରକ୍ଷା ମିଳିବ ନାହିଁ। ତେଣୁ ସଚ୍ଚୋଟ ଭାବରେ କାମ କର । ଅଧିକ ସମୟ ନାହିଁ । ଶସକ ସରକାରଙ୍କର ଆଉ ଗୋଟିଏ ବର୍ଷ ବାକି ଅଛି । ସାବଧାନ ହେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri