‘Bharat Jodo Vivah’ ଭାଇରାଲ ହେଲା ବିବାହ କାର୍ଡ, ରାହୁଲଙ୍କୁ ନିମନ୍ତ୍ରଣ ପଠାଇଲେ କନିଆ

ନୂଆଦିଲ୍ଲୀ,୧୯।୨:କିଛି ବର୍ଷ ପୂର୍ବେ ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ‘Bharat Jodo ‘ କୁ ଆପଣ ନିହାତି ମନେ ରଖିଥିବ। ଯେଉଁଥିରେ ସେ କଶ୍ମିରରୁ କନ୍ୟା କୁମାରୀ ଯାତ୍ରା କରିଥିଲେ। ଏହି ଯାତ୍ରାରୁ ପ୍ରେରଣା ପାଇ ଜଣେ ମହିଳା ମଧ୍ୟ ତାଙ୍କର ବିବାହ କାର୍ଡ (ଭାଇରାଲ ୱେଡିଂ କାର୍ଡ) ପ୍ରିଣ୍ଟ କରାଇଛନ୍ତି। ଏହି ବିବାହ କାର୍ଡର ନାଁ ରହିଛି ’

‘Bharat Jodo Vivah’ ମହିଳାଜଣକ ଏହି କାର୍ଡକୁ ରାହୁଲ ଗାନ୍ଧୀଙ୍କ ଘରକୁ ନିମନ୍ତ୍ରଣ ମଧ୍ୟ ପଠାଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ରାହୁଲ ଗାନ୍ଧୀ ଏହି ବିବାହରେ ଯୋଗ ଦେଉଛନ୍ତି କି ନାହିଁ।

ଏକ୍ସ ୟୁଜର ଅଭିଳାଷା କୋଟୱାଲ ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ବିବାହ କାର୍ଡ ପୋଷ୍ଟ କରିଛନ୍ତି ଯାହା ଭାଇରାଲ ହେଉଛି (ଭାରତ ଯୋଡୋ ବିବାହ)। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ପ୍ରଭାବିତ ହୋଇ ସେ ତାଙ୍କ ବିବାହ କାର୍ଡ ପ୍ରିଣ୍ଟ କରିଥିବାରୁ ତାଙ୍କ ବିବାହ କାର୍ଡ ଖୁବ୍‌ ଭାଇରାଲ ହେଉଛି। କାର୍ଡର ତଳେ ସେ ଲେଖିଛନ୍ତି -‘Bharat Jodo Vivah’। ତାଙ୍କର କାର୍ଡ ବିବିଧତାର ପ୍ରତୀକ। କାର୍ଡଟି ଶେୟାର କରିବା ସମୟରେ ସେ ଲେଖିଛନ୍ତି- ଯେତେବେଳେ ତୁମର ବିବାହ କାର୍ଡରେ ମେଣ୍ଟ ସରକାର ଅପେକ୍ଷା ଅଧିକ ବିବିଧତା ଥାଏ, ସେତେବେଳେ ତୁମେ ଜାଣିପାରିବ ଯେ ଏହା ସୱତନ୍ତ୍ର। ମୋ ପ୍ରେମ କାହାଣୀ କଂଗ୍ରେସର ଦୃଷ୍ଟିକୋଣ ସହିତ ଜଡିତ। ଏହି କାରଣରୁ ସେ ବିବାହକୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। କାର୍ଡରେ ଲେଖାଯାଇଛି ଯେ ତାଙ୍କ ପିତାମାତା ଜମ୍ମୁ ଏବଂ ବଙ୍ଗର। ପୁଅର ପିତାମାତା ପଞ୍ଜାବ ଏବଂ କେରଳରୁ ଆସିଛନ୍ତି। ବିବାହ ୨୧-୨୨ ଫେବୃଆରୀରେ ନୋଏଡାରେ ହେବ। ବିବାହ କାର୍ଡ ସହିତ ଆଉ ଏକ ଅଂଶ ଅଛି, ଯାହା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି। ଏଥିରେ ସେ ନେତାମାନଙ୍କୁ ବିବାହକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ଅଭିଳାଷା କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କ ଘରକୁ ମଧ୍ୟ ଯାଇଥିଲେ ଯେଉଁଠାରେ ସେ ରାହୁଲ ଏବଂ ପ୍ରିୟଙ୍କାଙ୍କ ପାଇଁ ଏକ କାର୍ଡ ଦେଇଥିଲେ। ତାଙ୍କ ଫଟୋରୁ ଜଣାପଡୁଛି ଯେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

Post Officeର ଏହି ଦମଦାର ସ୍କିମ୍‌ର ଲାଭ ଉଠାଇପାରିବେ ମହିଳା, ମିଳିବ ମୋଟା ଅଙ୍କର ଲାଭ

ନୂଆଦିଲ୍ଲୀ,୨୩।୩: ମହିଳାମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର...

ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ…CBI କ୍ଲୋଜର୍‌ ରିପୋର୍ଟରେ କ’ଣ କ’ଣ ଅଛି?

ନୂଆଦିଲ୍ଲୀ, ୨୩।୩: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ବିଭିନ୍ନ...

ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ

ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୂତ ଡିଏମ୍‌କେ ନେତୃତ୍ୱାଧୀନ...

ଭାଜପା ନେତାଙ୍କୁ ମହଙ୍ଗା ପଡିଲା ବିଧାନସଭାରେ ବିରୋଧୀଦଳ ନେତାଙ୍କୁ ଅପଶବ୍ଦ କହିବା

ଗୁଆହାଟୀ,୨୨।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ଆସାମ ୟୁନିଟ ଶନିବାର (୨୨ ମାର୍ଚ୍ଚ, ୨୦୨୫) ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର କରିବା...

ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ

ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି। ୨୦୨୪...

ପାକିସ୍ତାନକୁ ସିଧା ଶୁଣାଇଲା ଭାରତ, ଜାକିର ନାଏକଙ୍କ ଆତିଥ୍ୟକୁ ନେଇ ରାଗିଲା ଭାରତ

ନୂଆଦିଲ୍ଲୀ,୨୨।୩: ଭାରତର ପଳାତକ ଧର୍ମପ୍ରଚାରକ ଜାକିର ନାଏକ ପାକିସ୍ତାନ ଗସ୍ତ କରିଛନ୍ତି। ପାକିସ୍ତାନରେ ତାଙ୍କୁ ଖୁବ୍‌ ସ୍ବାଗତ କରାଯାଇଥିଲା। ଏହି ସମୟରେ ଜାକିର ନାଏକ ପାକିସ୍ତାନର...

ଝାଡ଼ଖଣ୍ଡରେ ନକ୍ସଲଙ୍କ IED ବ୍ଲାଷ୍ଟ, ଆହତ ସବ-ଇନ୍ସପେକ୍ଟର ସୁନୀଲ ମଣ୍ଡଳ ଶହୀଦ

ରାଞ୍ଚି,୨୨।୩: ଝାଡ଼ଖଣ୍ଡର ଚୈବାସାରେ ନକ୍ସଲମାନଙ୍କ ଦ୍ୱାରା ହୋଇଥିବା ଆଇଇଡି ବିସ୍ଫୋରଣରେ ସିଆରପିଏଫ ୧୯୩ ବାଟାଲିୟନର ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷା କର୍ମୀ ଆହତ...

Nagpur Violence: ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଚିକିତ୍ସା ସମୟରେ ଶେଷ ନିଶ୍ୱାସ ତ୍ୟାଗ କଲେ ଇରଫାନ ଅନସାରୀ

ନାଗପୁର,୨୨।୩: ନାଗପୁର ହିଂସାରେ ଆହତ ୩୮ ବର୍ଷୀୟ ଇରଫାନ ଅନସାରୀଙ୍କ ଶନିବାର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ନାଗପୁର ହିଂସାରେ ଇରଫାନ ଅନସାରୀ ଗୁରୁତର ଆହତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri