ନୂଆଦିଲ୍ଲୀ,୧୬ା୧୧: ସାମ୍ସଙ୍ଗ୍ର ସଲ୍ଭ ଫର୍ ଟୁମରୋ (ଏସ୍ଏଫ୍ଟି)ର ଉଦ୍ଘାଟନୀ ସଂସ୍କରଣର ଶୀର୍ଷ ୩ଜଣଙ୍କ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ୩ ବିଜେତା ଟିମ୍ ଯଥା ସ୍ପୁଟନିକ ବ୍ରେନ୍, ଉଡାନ ଏବଂ ଆଲ୍ଫା ମନିଟର ସମୁଦାୟ ୧ କୋଟି ଟଙ୍କାର ଅନୁଦାନ ଏବଂ ଫାଉଣ୍ଡେଶନ ଫର୍ ଇନୋଭେଶନ ଏବଂ ଟେକ୍ନୋଲୋଜି ଟ୍ରାନ୍ସଫର (ଏଫ୍ଆଇଆଇଟି) ଆଇଆଇଟି, ଦିଲ୍ଲୀ ଦ୍ୱାରା ୬ ମାସର ଇନ୍କ୍ୟୁବେସନ ମଧ୍ୟ ହାସଲ କରିଛନ୍ତି। ଏହାଦ୍ୱାରା ସେମାନଙ୍କର ପ୍ରୋଟୋଟାଇପର ବିକାଶ ହୋଇପାରିବ ଏବଂ ସେମାନେ ସେମାନଙ୍କ ଉପତ୍ାଦ ଏବଂ ସେବାକୁ ପ୍ରକୃତ ଗ୍ରାହକଙ୍କ ସହିତ ପ୍ରୟୋଗ କରିପାରିବେ। ସେହିଭଳି ପ୍ରତ୍ୟେକ ବିଜେତା ଟିମ୍କୁ ଏକ ସାର୍ଟିଫିକେଟ ଓ ସୁନ୍ଦର ସଲ୍ଭ ଫର୍ ଟୁମରୋ ଟ୍ରଫି ପ୍ରଦାନ କରାଯାଇଛି। ଟିମ୍ର ପ୍ରତି ସଦସ୍ୟ ଆକର୍ଷଣୀୟ ସାମ୍ସଙ୍ଗ୍ ଉପତ୍ାଦ ଯଥା ଏକ ସାମ୍ସଙ୍ଗ୍ ଗ୍ୟାଲାକ୍ସି ବୁକ୍ ୨ପ୍ରୋ ୩୬୦ ଲାପ୍ଟପ୍ ଓ ସାମ୍ସଙ୍ଗ୍ ଗ୍ୟାଲାକ୍ସି ବଡ୍ସ୨ ପାଇଛନ୍ତି। ଉକ୍ତ ବିଜେତା ଟିମ୍ ତାଙ୍କ ସ୍କୁଲ ବା କଲେଜ ପାଇଁ ୮୫-ଇଞ୍ଚର ସାମ୍ସଙ୍ଗ୍ ଫ୍ଲିପ୍ ଇଣ୍ଟରାକ୍ଟିଭ ବୋର୍ଡ ଲାଭ କରିଛନ୍ତି। ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ସଲ୍ଭ ଫର୍ ଟୁମରୋର ଗ୍ରାଣ୍ଡ ଜୁରିଙ୍କ ଦ୍ୱାରା ଗ୍ରାଣ୍ଡ ଫିନାଲେ ରାଉଣ୍ଡରେ ୩ ବିଜେତାଙ୍କର ଚୟନ କରାଯାଇଛି।
ଏ ସମ୍ପର୍କରେ ସାମ୍ସଙ୍ଗ୍ ସାଉଥୱେଷ୍ଟ ଏସିଆର ପ୍ରେସିଡେଣ୍ଟ ଓ ସିଇଓ କେନ୍ କାଙ୍ଗସ୍ କହିଛନ୍ତି, ଭାରତୀୟ ଯୁବଗୋଷ୍ଠୀଙ୍କର ସୃଜନଶୀଳତା କ୍ଷମତା ରହିଛି। ଏହା ସହାୟତାରେ ସେମାନେ ବିଶ୍ୱର ବଡ଼ ବଡ଼ ଆହ୍ବାନର ମଧ୍ୟ ସମାଧାନ କରିପାରିବେ। ଆମେ ସେମାନଙ୍କ ପାଇଁ ଗର୍ବିତ ଏବଂ ସେମାନଙ୍କର ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବା ପାଇଁ ଆମେ ସେମାନଙ୍କ ସହ କାର୍ଯ୍ୟକରିବୁ।
କାର-ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା…
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…
ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…
ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?
ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
Archives

