ବୟସ ୪୦ ପାର୍‌, ହେଲେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ ନାମକରା ନାୟିକା। ସେମାନଙ୍କୁ ନେଇ ଆଜିର ଉପସ୍ଥାପନା:

ଶିଳ୍ପା ସିନ୍ଦେ:
ଭାବି ଜି ଘର୍‌ ପାର ହୈ ଜରିଆରେ ଖ୍ୟାତି ଶିଳ୍ପା ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ। ଏହି ସିରିଏଲ୍‌ରୁ ତାଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା, କିନ୍ତୁ ପ୍ରଡକ୍ସନ ସହିତ କିଛି ବିବାଦ ହେତୁ ତାଙ୍କୁ ଶୋ’କୁ ବିଦାୟ ଦେବାକୁ ପଡିଲା। ସେ ବିଗ ବସ୍‌ ୧୧ ର ବିଜେତା ମଧ୍ୟ। ଶିଳ୍ପାଙ୍କୁ ଏବେ ୪୪ ବର୍ଷ, କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହିତ ନୁହନ୍ତି।

ସାକ୍ଷୀ ତନୱାର୍‌: ଟିଭିର ଲୋକପ୍ରିୟ ଅଭିନେତ୍ରୀ ସାକ୍ଷୀ ତନୱାରଙ୍କୁ କିଏ ଜାଣିବ ନାହିଁ। କାହାନି ଘର କି ଠାରୁ ଲାଇମଲାଇଟରେ ଆସିଥିବା ସାକ୍ଷୀ ଟିଭି ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ବଡେ ଅଚ୍ଛେ ଲଗ୍‌ତେ ହୈ’ ଶୋ’ରେ ରାମ କପୁରଙ୍କ ସହ ତାଙ୍କର ଯୋଡ଼ିକୁ ବଂଚୁତ ପସନ୍ଦ କରାଯାଉଥିଲା। ପରେ ସମୀର କୋଚରଙ୍କ ସହ ତାଙ୍କ ସମ୍ପର୍କର ଖବରକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିସହ ଜଣେ ବ୍ୟବସାୟୀଙ୍କ ସହିତ ତାଙ୍କର ବିବାହର ଖବର ମଧ୍ୟ ସାମ୍ନାକୁ ଆସିଥିଲା। ହେଲେଏହାକୁ ଗୁଜବ ବୋଲି କହିଥିଲେ ସେ। ସାକ୍ଷୀଙ୍କୁ ୪୬ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ସେ କୁମାରୀ ଅଛନ୍ତି।

ନେହା ମେହେଟ୍ଟା: ହିଟ୍‌ ଟିଭି ଶୋ’ ‘ତାରକ ମେହେତା କା ଉଲଟା ଚଷମା’ରେ ଅଞ୍ଜଳି ମେହତାଙ୍କ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ନେହାଙ୍କୁ ଏବେ ୪୨ ବର୍ଷ। ତଥାପି ସେ କୁମାରୀ ଅଛନ୍ତି। କିଛିଦିନ ପୂର୍ବେ ସେ ଧାରାବାହିକକୁ ଅଲ୍‌ବିଦା କହିଥିଲେ। ଏକ ପ୍ରୋଜେକ୍ଟ ପାଇଁ ସେ ଏପରି କରିଥିବା କୁହାଯାଏ।

ଜୟା ଭଟ୍ଟାଚାର୍ଯ୍ୟ: ଜୟାଙ୍କୁ କୌଣସି ପରିଚୟ ଲୋଡ଼ା ନାହିଁ। ସେ ଅନେକ ଧାରାବାହିକରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ‘ଥପକ୍କି ପ୍ୟାର୍‌ କି’ରେ ବସୁନ୍ଧରା ପାଣ୍ଡେ ଭୂମିକା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ଏବେ ସିଲ୍‌ସିଲା ବଦଲତେ ରିସ୍ତୋ କାରେ ନଜର ଆସୁଛନ୍ତି। ଏବେ ତାଙ୍କୁ ୪୩ ବର୍ଷ ହୋଇଥିବା ବେଳେ ସେ ଅବିବାହିତା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri