ଏହି ୫ ସମସ୍ୟା ଦୂର କରେ ମୋତି

ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍‌ କହିଛନ୍ତି। ଏକଥା ନୁହେଁ, କି ରତ୍ନ ପଥର ଧାରଣ କଲେ ମଣିଷ ବିଶ୍ୱକୁ ଜିଣିପାରିବ। ମାତ୍ର ପଥର ଆକାରରେ ଆସୁଥିବା ବିପଦ ପତ୍ର ଆକାରରେ ଆପଣଙ୍କ ଦେହରେ ବାଜିବ ବୋଲି ଜ୍ୟୋତିର୍ବିଦମାନେ କୁହନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ପାରିବାରିକ ମତଭେଦ ଦୂର ହୁଏ:
ଯଦି ସର୍ବଦା ପାରିବାରିକ କଳହ ଲାଗି ରହୁଥାଏ କିମ୍ବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମତଭେଦ ଘଟୁଥାଏ ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ, ସ୍ତ୍ରୀଙ୍କୁ ମୋତି ହାର ପିନ୍ଧାନ୍ତୁ। ଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ସ୍ବାସ୍ଥ୍ୟ ଭଲ ରହେ:
ଯଦି ଆପଣଙ୍କ ପିଲାଙ୍କ ସ୍ବାସ୍ଥ୍ୟ ସବୁବେଳେ ଖରାପ ହେଉଥାଏ। ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଭଲ ହୋଇ ନ ଥାଏ, ତେବେ ଏପରି ପରିସ୍ଥିତିରେ ମୋତି ରାମବାଣ ସଦୃଶ କାମ କରେ। ଶିଶୁର ବେକରେ ରୁପା ଚନ୍ଦ୍ରରେ ମୋତି ପିନ୍ଧାନ୍ତୁ।

ଚାକିରିରେ ଅଗ୍ରଗତି ହୁଏ:
ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଯଦି ଚାକିରିରେ ଅଗ୍ରଗତି ହେଉନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଏକ ଛୋଟ ରୁପା ଫରୁଆରେ ମୋତି ରଖନ୍ତୁ ଏବଂ ଏହାକୁ ନିଜ ବ୍ୟାଗରେ ରଖନ୍ତୁ। ଚାକିରିରେ ଉନ୍ନତି ଆସିବ।

ଅର୍ଥାଭାବ ଦୂର ହୁଏ:
ଜୀବନରେ ଚାକିରି ସତ୍ତ୍ୱେ ଅର୍ଥର ଅଭାବ ରହିଥାଏ। ଫଳରେ ଆପଣ ଅସୁବିଧାରେ ପଡ଼ିଥାନ୍ତି। ତେବେ ଏପରି ପରିସ୍ଥିତିରେ ଠାକୁର ପୂଜାସ୍ଥାନରେ ୨ଟି ମୋତି ପଥର ନେଇ ହଳଦିଆ କପଡ଼ାରେ ବାନ୍ଧି ରଖନ୍ତୁ। ଫଳରେ ଲକ୍ଷ୍ମୀଙ୍କ ଅପାର କରୁଣା ରହିବ।

ମନ ବିଚଳିତ ହୁଏ ନାହିଁ:
ବେଳେବେଳେ ସାମାନ୍ୟ ସମସ୍ୟା ଟିକେ ପଡ଼ିଗଲେ ଆପଣ ବିଚଳିତ ହୋଇପଡ଼ନ୍ତି। ଏପରି ସ୍ଥିତିରେ ମୋତି ବହୁତ ଭଲ କାମ କରିଥାଏ। ଏକ ଧଳା କପଡ଼ାରେ ମୋତିକୁ ବାନ୍ଧି ପାଖରେ ରଖନ୍ତୁ। ମନ ଶାନ୍ତ ରହିବା ସହ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?