Categories: ଖେଳ

ଏସିଆନ ଗେମ୍ସର ଷଷ୍ଠ ଦିନ: ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଲା ଭାରତ

ହାଙ୍ଗଝୋ,୨୯।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଷଷ୍ଠ ଦିନରେ ଶୁଟିଂରେ ଭାରତ ଦୁଇଟି ପଦକ ପାଇଛି। ୫୦ ମିଟର ରାଇଫଲ ୩ ପଦବୀ ପୁରୁଷ ଦଳ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ଭାରତ ୧୦ ମିଟର ଏୟାର ପିସ୍ତଲ ମହିଳା ଦଳ ଇଭେଣ୍ଟରେ ରୌପ୍ୟ ଜିତିଛି। ଏହା ସହିତ ମୋଟ ପଦକ ସଂଖ୍ୟା ବର୍ତ୍ତମାନ ୨୭ରେ ପହଞ୍ଚିଛି।

Share