ବୟସ ମାତ୍ର ୧୮; ପ୍ରଥମେ ‘ଖତରୋ କେ ଖିଲାଡି’; ଏବେ ୫୦ ଲକ୍ଷର ବିଏମ୍‌ଡବ୍ଲୁ କିଣି ଚର୍ଚ୍ଚାରେ ଏହି ଅଭିନେତ୍ରୀ

ବମ୍ବେ: ବୟସ ଅଠର। ହେଲେ ଲୋକପ୍ରିୟତାରେ ସେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ପଛରେ ପକାଇବେ। ଆମେ କଥା ହେଉଛୁ ଅଭିନେତ୍ରୀ ଅନୁଷ୍କା ସେନ୍‌ଙ୍କ କଥା। ବହୁତ କମ୍‌ ବୟସରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅନେକ ଲୋକପ୍ରିୟ ଶୋ’ କରିବା ପରେ ଏବେ ସେ ‘ଖତରୋ କେ ଖିଲାଡି-୧୧’ରେ ଭାଗ ନେଇଛନ୍ତି। ବୟସ ଅନୁଯାୟୀ ଷ୍ଟଣ୍ଟ ଆଧାରିତ ରିଆଲିଟି ଶୋ’ କରିଥିବା ସବୁଠାରୁ କମ୍‌ ବୟସ୍କ ପ୍ରତିଯୋଗୀ ସେ ପାଲଟିଛନ୍ତି। କେବଳ ଏତିକି ନୁହେଁ ଧିରେ ଧିରେ ସେ ନିଜର ସ୍ବପ୍ନ ପୂରଣ କରୁଥିବା ପ୍ରକାଶ କରନ୍ତି।

ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅନୁଷ୍କା। ଲଗାତାର ଭାବେ ସେ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏବେ ତାଙ୍କର ସେଭଳି ଏକ ଫଟୋ ଚର୍ଚ୍ଚାରେ। ଫଟୋରେ ସେ ଲାଇଟ୍‌ ଜିନ୍ସ, ବ୍ଲାକ୍‌ ଲେଦର ସୁଜ୍‌, ପିଙ୍କ ଟି-ଶର୍ଟ ପିନ୍ଧିଛନ୍ତି। ସେ ଏକ ବିଏମ୍‌ଡବ୍ଲୁ ଆଗରେ ଛିଡ଼ା ହୋଇଛନ୍ତି। ଗାଡ଼ିଟିର ଦାମ ୫୦.୪୬ ଲକ୍ଷ ଥିବା ବେଳେ ନିକଟରେ ଅନୁଷ୍କା ଏହାକୁ କିଣିଛନ୍ତି।

ଅନୁଷ୍କାଙ୍କର ଏହ ପ୍ରଥମ ବିଏମ୍‌ଡବ୍ଲୁ। ତାଙ୍କୁ ସବୁବେଳେ ସ୍ପୋଟ୍ସ କାର୍‌ ପସନ୍ଦ ଥିଲା। ଏବେ ତାଙ୍କର ସେହି ସ୍ବପ୍ନ ସାକାର ହୋଇଛି। ଏହା ଏକ ବଡ଼ ଉପଲବ୍ଧି। ଭଗବାନ ତାଙ୍କର ଇଚ୍ଛାକୁ ପୂରଣ କରିବାକୁ ସାହାଯ୍ୟ କରିଛନ୍ତି। ଏହାଛଡ଼ା ସେ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri