ମହମ୍ମଦ ରିଜଓ୍ବାନଙ୍କୁ ବାଡେଇବାକୁ ବ୍ୟାଟ ଧରି ଦୌଡିଲେ ବାବର ଆଜମ, ଭିଡିଓ ଦେଖିଲେ ଚମକି ପଡିବେ

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୨୩ ପରେ ପାକିସ୍ତାନ କ୍ରିକେଟ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦଳର ସବୁଠାରୁ ବଡ ପରିବର୍ତ୍ତନ ଅଧିନାୟକଙ୍କ ରୂପରେ ଦେଖାଗଲା। ବିଶ୍ୱକପରେ ଦଳକୁ…

ଟଙ୍କା ପାଇଁ ମହିଳାଙ୍କୁ ହତ୍ୟା: ଅଭିଯୁକ୍ତ ବାପ-ପୁଅ ଧରାପଡ଼ିଲେ

ରାଇରଙ୍ଗପୁର,୨୬।୧୧(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରମା ପାହାଡି ଗ୍ରାମର ତପୋଇ ନାମ୍ନୀ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ କରି ପୋଲିସ ୪ ଅଭିଯୁକ୍ତଙ୍କୁ…

ମଲ୍ଲିକାର୍ଜ୍ଜୁନ ରବର ଷ୍ଟାମ୍ପ ପାର୍ଟି ଅଧ୍ୟକ୍ଷ: ଅମିତ ମାଲବିୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ବିଭାଗର ଦାୟିତ୍ୱରେ ଥିବା ଅମିତ ମାଲବିୟ ଅଭିଯୋଗ କରିଛନ୍ତି ଯେ ମଲ୍ଲିକାର୍ଜୁନ ଖାର୍ଗେ ଜଣେ ଦଲିତ ହୋଇଥିବାରୁ ତାଙ୍କୁ…

ଦେଶର ନାଗରିକ କୋର୍ଟ ଆସିବାକୁ ଭୟ କରିବାର ଆବଶ୍ୟକତା ନାହିଁ: ସିଜେଆଇ

ନୂଆଦିଲ୍ଲୀ,୨୬।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି ଓ୍ବାଇ ଚନ୍ଦ୍ରଚୁଡ ରବିବାର କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ‘ଲୋକ ଅଦାଲତ’ ଭାବରେ କାର୍ଯ୍ୟ କରିଛନ୍ତି। ଦେଶର ନାଗରିକମାନେ…

ଚାମ୍ପିୟନ୍ସ ଟ୍ରଫି-୨୦୨୫: ଭାରତ ଯଦି ପାକିସ୍ତାନ ଖେଳିବାକୁ ନ ଆସେ କ୍ଷତିପୂରଣ ଦାବି କରିବ ପିସିବି

କରାଚୀ,୨୬ା୧୧: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଆୟୋଜନ ଅଧିକାର ଚୁକ୍ତିନାମାରେ ସ୍ବାକ୍ଷର କରିବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରହ ପ୍ରକାଶ କରିଛି । ଏହି ପରିପ୍ରେକ୍ଷୀରେ ଭାରତ …

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗେ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା, ଡିଲ୍ ଫାଇନାଲ

ମୁମ୍ବାଇ,୨୬।୧୧: ଆଗାମୀ ଆଇପିଏଲ ସିଜିନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ହାର୍ଦ୍ଦିକ ପାଣ୍ଡ୍ୟା। କ୍ରିକବଜ୍ ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ…

ମୋଦିଙ୍କ ରାଲିରେ ଅସମ୍ଭାଳ ଭିଡ଼: ଖମ୍ବ ଉପରେ ଚଢ଼ିଗଲେ ଲୋକେ, ପ୍ରଧାନମନ୍ତ୍ରୀ କହିଲେ…

ହାଇଦ୍ରାବାଦ୍‌,୨୬।୧୧: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଭାଜପାର ଷ୍ଟାର ପ୍ରଚାରକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରୁଛନ୍ତି। ରବିବାର ତେଲଙ୍ଗାନାର ନିର୍ମଲ ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ୪୧ ପ୍ଲାଟୁନ୍‌‌ ପୋଲିସ, ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌‌

ପୁରୀ,୨୬ା୧୧: ଶ୍ରୀକ୍ଷେତ୍ର ପୁରୀରେ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ବୁଡ଼ ପକାଇବା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ରାଜରାଜେଶ୍ୱର…

ଦ୍ୱିତୀୟ ଟି-୨୦: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ଥିରୁଭାନନ୍ତପୁରମ୍‌,୨୬।୧୧: ଦ୍ୱିତୀୟ ଟି -୨୦ରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫୂରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଭାରତୀୟ ଦଳରେ…

ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ

ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ…