୩୫ଲକ୍ଷ ଟଙ୍କାରେ ହୋଇଥିଲା ନିର୍ମାଣ: ଏବେ ମିଶନ ଶକ୍ତି କାଫେରେ ପଡିଛି ତାଲା

ଚାନ୍ଦବାଲି,୧୩।୨(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ଜୁନ୍‌ରେ ଉଦ୍‌ଘାଟନ ହୋଇଥିବା ମିଶନ ଶକ୍ତି କାଫେରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି।…

ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ

ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି…

ଦଶମ ଛାତ୍ରୀ ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

କେନ୍ଦୁଝର,୧୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। କୋର୍ଟ…

ସାର୍‌ ମୋ ସ୍ତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଆପଣଙ୍କ ସିପାହୀ: ଏସଏସପିଙ୍କ ଆଗରେ ସ୍ବାମୀଙ୍କ ଗୁହାରୀ…

ମିରଟ,୧୩।୨ : ମିରଟରେ ଜଣେ ସ୍ବାମୀ ଏସଏସପି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ସିପାହୀ ତାଙ୍କ…

ଅଖିଳେଶଙ୍କୁ ବଡ଼ ଝଟକା: ମହା ସଚିବ ପଦରୁ ଦେଲେ ଇସ୍ତଫା ସ୍ବାମୀ ପ୍ରସାଦ ମୌର୍ଯ୍ୟ…

ଲକ୍ଷ୍ନୌ,୧୩।୨ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ…

ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ

ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର…

ପିଏମ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ: ମାସକୁ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି…

ନୂଆଦିଲ୍ଲୀ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ପ୍ରତି ମାସରେ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ

ଭୁବନେଶ୍ୱର,୧୩।୨: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଛି ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩ । ସ୍କଚ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦାରା ନୂଆଦିଲ୍ଲୀ ସ୍ଥିତ ସମ୍ଭିଧାନ…

Paytm Payments Bank: ୟୁଜରଙ୍କ ପାଇଁ ଖୁସି ଖବର,ଆରବିଆଇ ଅନୁମତି ଦେଲେ ପେଟିମ ସହିତ କାମ କରିବାକୁ କହିଲା ଏହି ବ୍ୟାଙ୍କ…

ନୂଆଦିଲ୍ଲୀ,୧୩।୨ : ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଆକ୍ସିସ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ଲାଇଫ ଲାଇନ ସାଜିଛି।…

ଏକ ଚୁକ୍ତିରୁ ହୋଇଛି ତେଜସ୍ବୀଙ୍କ ଜନ୍ମ, ମମତା ଦେଶ ପାଇଁ କଳଙ୍କ: କେନ୍ଦ୍ର ମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୨ :ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ ଘଟିଥିବା ରାଜନୈତିକ ଉତ୍ତେଜନାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂ ତେଜସ୍ବୀ ଯାଦବ ଏବଂ…