ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ପ୍ରଶ୍ନର ଉତ୍ତରରେ ଏଭଳି କହିଲେ କଙ୍ଗନା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୧୨।୨ : କଙ୍ଗନା ରାନାୱତ ତାଙ୍କ ବିବୃତ୍ତି ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଧିକ।…

Video: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲେ ୟୁଟ୍ୟୁବର: ପଦାରେ ପଡ଼ିଲା ସୁରକ୍ଷା ତ୍ରୁଟି, ଭିଡିଓ ଭାଇରାଲ୍

ପୁରୀ,୧୨।୨: ସୋସିଆଲ ମିଡିଆରେ ଏକ ଭିଜୁଆଲ୍ ଭାଇରାଲ ହୋଇଛି ଯେଉଁଥିରେ ପୁରୀର ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳୁଛି। କିଭଳି ଏବଂ କେଉଁ ପରିସ୍ଥିତିରେ…

ଭାରତର ପରାଜୟକୁ ନେଇ ଉତ୍ସବ ପାଳୁଛି ପାକିସ୍ତାନ, ପଠାନଙ୍କ ଡ୍ୟାନ୍ସ ଭିଡିଓ କରୁଛନ୍ତି ଶେୟାର, ଜବାବ ଦେଲେ ଇରଫାନ

ନୂଆଦିଲ୍ଲୀ,୧୨।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ପରେ ଦେଶବାସୀଙ୍କ ମଧ୍ୟରେ ନିରାଶାର ବାତାବରଣ ଥିବାବେଳେ ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନରେ ଉତ୍ସବ ପାଳନ କରାଯାଉଛି।…

୨୫ ବର୍ଷ ପରେ ବିବାହ ପଞ୍ଜିକରଣ କଲେ ଅର୍ଶଦ ଓ୍ବାର୍ସି

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତା ଅର୍ଶଦ ୱାର୍ସି ଏବଂ ମାରିଆ ଗୋରେଟିଙ୍କ ବିବାହକୁ ୨୫ବର୍ଷ ବିତିଗଲାଣି। ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ଫେବୃଆରୀ ୧୪, ୧୯୯୯ରେ ଏହି ଦମ୍ପତି…

ସୋନିଆ ରାଜ୍ୟ ସଭା ଯିବା ନିଶ୍ଚିତ: ରାୟବରେଲୀରୁ ଲଢ଼ିବେ ନାହିଁ…

ନୂଆଦିଲ୍ଲୀ,୧୨।୨ : କଂଗ୍ରେସର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟ ସଭା ଯିବାକୁ ପ୍ରାୟ ନିଶ୍ଚିତ ହୋଇଛି। ସୋମବାର ଦଳୀୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି।…

ପୂର୍ବରୁ ନିଯୁକ୍ତିରେ ବିଳମ୍ବ କରି ହେଉଥିଲା ଲାଞ୍ଚ କାରବାର, ଆମେ ପ୍ରକ୍ରିୟାକୁ କରିଛୁ ସ୍ବଚ୍ଛ: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି…

ନୂଆଦିଲ୍ଲୀ,୧୨।୨ : ସୋମବାର (ଫେବୃଆରୀ ୧୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତି ମେଳାରେ ଭାଗ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଏକ ଲକ୍ଷ…

ଯୁବତୀଙ୍କ ହାତଧରି ରାସ୍ତାରେ ଦୌଡିଲେ ମୁନାଓ୍ବର, ଫ୍ୟାନ୍ସ କହିଲେ ଇଏ ବି ସୁନ୍ଦରୀ

ମୁମ୍ବାଇ: ନିକଟରେ ବିଗ ବସ ୧୭ର ଗ୍ରାଣ୍ଡ ରିୟୁନିଅନ ପାର୍ଟି ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଶୋ’ର ସମସ୍ତ ପ୍ରତିଯୋଗୀ ପହଞ୍ଚିଥିଲେ। ବିଗ ବସ ୧୭ର ବିଜେତା ମୁନାୱର…

Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି।…

ଫ୍ଲୋର ଟେଷ୍ଟ ପୂର୍ବରୁ ରିଲାକ୍ସ ମୁଡରେ ନୀତୀଶ

ପାଟନା,୧୨।୨: ସୋମବାର ବିହାର ବିଧାନସଭାରେ ଏନଡିଏ ମିଳିତ ସରକାରଙ୍କ ଅଗ୍ନୀ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାର ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ବିହାର ବିଧାନସଭାରେ ବହୁମତ…

ଗୋଟିଏ ରଶିରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଉମରକୋଟ,୧୨ା୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମର ପମ୍ପ୍‌ ହାଉସରେ ସୋମବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଯୁବକ ସନାଧାର ଭତ୍ରା…