ଟ୍ରମ୍ଫଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଓ୍ବାଶିଂଟନ,୯।୧୨: ଆମେରିକାର ଅପିଲିୟ କୋର୍ଟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗ୍ୟାଗ ଅର୍ଡରରେ କିଛି ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଏକ ଗ୍ୟାଗ ଅର୍ଡର ହେଉଛି…

କର୍ନାଟକ, ମହାରାଷ୍ଟ୍ରର ୪୦ରୁ ଅଧିକ ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ,୯।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶନିବାର ସକାଳେ କର୍ନାଟକ ଏବଂ ମହାରାଷ୍ଟ୍ରର ପ୍ରାୟ ୪୪ ଟି ସ୍ଥାନରେ ଚଢାଉ କରୁଛି। ନ୍ୟୁଜ ଏଜେନ୍ସି ଏନ୍‌ଆଇ ଅନୁଯାୟୀ,…

ମିଚେଲ ଷ୍ଟାର୍କଙ୍କ ପତ୍ନୀ ଆଲିସା ହେଲି ହେଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ

ସିଡ଼ନୀ,୯।୧୨: ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ସମସ୍ତ ତିନୋଟି ଫର୍ମାଟ୍‌ରେ ଏକ ସିରିଜ ଖେଳାଯିବ। ଏହି…

ସଫଳ ହେଲା କେସିଆରଙ୍କ ହିପ ରିପ୍ଲେସମେଣ୍ଟ ସର୍ଜରୀ

ହାଇଦ୍ରାବାଦ,୯।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ସି.ଆର ବା କେ ଚନ୍ଦ୍ରଶେଖର ରାଓ ଗୁରୁବାର ରାତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏରାଭେଲିରେ ଥିବା ତାଙ୍କ ବାସଭବନରେ…

ମାଳ ମାଳ ବେଆଇନ ପାଥୋଲାବ୍‌

ନୟାଗଡ଼,୯।୧୨ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ଗଳିକନ୍ଦିରେ ଛତୁ ଫୁଟିଲା ଭଳି ବେଆଇନ ପାଥୋଲୋଜି ପରୀକ୍ଷାଗାର କାମ କରୁଛି। ଜିଲାରେ ମାତ୍ର ୧୫ଟି ପାଥୋଲାବ ଲାଇସେନ୍ସ ପାଇଥିବାବେଳେ…

ସାମାଜିକ ସ୍ଥିରତା ପାଇଁ ନିରାପତ୍ତା ଅପରିହାର୍ଯ୍ୟ

ଦୁର୍ନୀତି ନିବାରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଲାଗି ୩୧ ଅକ୍ଟୋବର ୨୦୦୩ରେ ମିଳିତ ଜାତିସଂଘର ଦୁର୍ନୀତି ବିରୋଧରେ ସମ୍ମିଳନୀ ପାରିତ ହେବା ପରଠାରୁ ପ୍ରତିବର୍ଷ ୯…

ଆଖିରୁ ବାହାରିଲା ୬୦ ଜୀବନ୍ତ ପରଜୀବୀ

ବେଜିଂ: ନିକଟରେ ଡାକ୍ତରମାନେ ଜଣେ ମହିଳାଙ୍କ ଆଖିରୁ ଜୀବନ୍ତ ୬୦ଟି ପରଜୀବୀ ବାହାର କରିଛନ୍ତି। ଚାଇନାର କୁନ୍‌ମିଙ୍ଗସ୍ଥିତ ଜଣେ ମହିଳାଙ୍କ ଆଖି ସବୁବେଳେ କୁଣ୍ଡେଇ ହେଉଥିଲା। ସେ…

ମାଟିରୁ ବାହାରୁଛି ସୁନା

ବିଶାଖାପାଟଣା, ୯।୧୨: ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲାର ଶ୍ରୀକଲାହସ୍ତି ନିକଟ ଗ୍ରାମରେ ଲୋକେ ମାଟିରୁ ସୁନା ବାହାର କରୁଛନ୍ତି। ଅନେକ ପିଢ଼ି ଧରି ଗ୍ରାମବାସୀ ଏହି କାର୍ଯ୍ୟ କରିଆସୁଛନ୍ତି।…

ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌ ‘ଫ୍ଲାଇଂ ମେନଶନ’

ନୂଆଦିଲ୍ଲୀ, ୯ା୧୨: ବିଶ୍ୱର ସବୁଠୁ ବଡ଼ ପ୍ରାଇଭେଟ୍‌ ଜେଟ୍‌କୁ ‘ଫ୍ଲାଇଂ ମେନଶନ’ ଅର୍ଥାତ୍‌ ‘ଉଡ଼ନ୍ତା ମହଲ’ ନାମ ଦିଆଯାଇଛି। ଏହି ଜେଟ୍‌ ଦେଖିବାକୁ ଏତେ ସୁନ୍ଦର ଯେ…

ପେଟ୍ରୋଲ, ଡିଜେଲର ବେଆଇନ ବିକ୍ରି

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୯ା୧୨(ଜଗନ୍ନାଥ ଧଳ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ଟାଙ୍କିରୁ ବେଆଇନ ଭାବେ ବ୍ୟାରେଲ ବ୍ୟାରେଲ ଖୋଲା ପେଟ୍ରୋଲ ବିକ୍ରି ହେଉଛି। ଅତ୍ୟନ୍ତ ଦହନଶୀଳ…