୩୯ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୪।୨: ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବୀ ବୁଧବାର ଜାରି କରାଯାଇଥିବା ଆଇସିସିର ନୂତନ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଂରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଫଳରେ ବାଲାଂଦେଶର ଶାକିବ ଅଲ…

ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ସହାୟତା ରାଶି ବଢ଼ାଇଲେ ସରକାର

ଭୁବନେଶ୍ୱର,୧୪ା୨: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଖୁସି ଖବର। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆ…

WPL 2024: ଗୁଜରାଟର ଅଧିନାୟକ ହେଲେ ବେଥ୍‌ ମୁନି

ନୂଆଦିଲ୍ଲୀ,୧୪।୨: ଫେବୃୟାରୀ ୨୩ରୁ ହେବାକୁ ଥିବା ଓମେନ୍‌ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସିଜନରେ ଗୁଜରାଟ ଜାଏଣ୍ଟସ୍‌ର ଅଧିନାୟକ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ବେଥ୍‌ ମୁନି। ବୁଧବାର ଫ୍ରାଞ୍ଚାଇଜ୍‌…

ଗୋପାଳପୁର ଛକରେ ଓଲଟିଲା ଯାତ୍ରୀବାହୀ ବସ୍‌

କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍‌ଟି ଭୁବନେଶ୍ୱରରୁ…

ଟିମ୍‌ ଇଣ୍ଡିଆରୁ ବାଦ୍‌ ଦେବାକୁ ଆହତ ହୋଇଥିବାର ଗୁଜବ ଉଠାଇଥିଲେ, ମିଷ୍ଟ୍ରି ସ୍ପିନର କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୧୪।୨: କଥାରେ ଅଛି ଯିଏ ଯେତେ ଶୀଘ୍ର ଉପରକୁ ଉଠେ, ସେତେ ଶୀଘ୍ର ଭୂମିରେ ଲୋଟିଥାଏ। ଠିକ୍‌ ଏଭଳି ଏକ ଉଦାହରଣ ହେଲେ କେକେଆର୍‌ର ମିଷ୍ଟ୍ରି ସ୍ପିନର…

ଶ୍ରୀମନ୍ଦିର ଉପରେ ଉଡ଼ିବନି ଡ୍ରୋନ୍‌, ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା

ପୁରୀ,୧୪ା୨: ଏଣିକି ଶ୍ରୀମନ୍ଦିର ଉପରେ ଆଉ ଉଡ଼ି ପାରିବନି ଡ୍ରୋନ୍‌। ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ…

ବିନା ହେଲମେଟ୍‌ରେ ଦୁଇ ସାଙ୍ଗଙ୍କୁ ବସାଇ ଢଳି ଢଳି ଚଳାଉଥିଲେ ବାଇକ୍‌, ଏଭଳି ଦୁର୍ଘଟଣାର ଶିକାର ହେଲେ ଯେ…

କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଦୁର୍ଘଟଣାକୁ କମ୍‌ କରିବା ଲାଗି ଅନେକ ନିର୍ଦ୍ଦେଶନାମା ଜାରି କରାଯାଉଛି। ଏହାସତ୍ତ୍ୱେ ଦୁର୍ଘଟଣାରେ ରୋକ୍‌ ଲାଗିପାରୁନାହିଁ। ଏହାପଛର ଗୋଟିଏ…

ବଢ଼ିଲା କଳାକାର ସହାୟତା ରାଶି, ମାସକୁ ୨୫୦୦ ଟଙ୍କା ସହାୟତା

ଭୁବନେଶ୍ଵର, ୧୪।୨: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।…

କେସିଙ୍ଗା ଏନ୍‌ଏସିର ନୂଆ ନିର୍ବାହୀ ଅଧିକାରୀ

କେସିଙ୍ଗା,୧୪ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ନିର୍ବାହୀ ଅଧିକାରୀ ଭାବେ ପ୍ରଣବ କୁମାର ଚାନ୍ଦ ଯୋଗଦାନ କରିଛନ୍ତି। କେସିଙ୍ଗା ଏନ୍‌ଏସିର ପୂର୍ବତନ ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ…

ମଦ ଘୋଟାଲା ମାମଲାରେ ଷଷ୍ଠ ଥର ପାଇଁ କେଜ୍ରିୱାଲଙ୍କୁ ସମନ କଲା ଇଡି

ନୂଆଦିଲ୍ଲୀ,୧୪।୨: କଥିତ ମଦ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ…