ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନା ପାଇଁ ଆବେଦନ ଆରମ୍ଭ, ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମିଳିବ ସୁବିଧା

ଭୁବନେଶ୍ୱର,୧୮।୧୨: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ…

ଲୋକ ସଭା ପରେ ରାଜ୍ୟ ସଭାରୁ ୪୫ ଏମ୍‌ପି ପୂରା ଅଧିବେଶନରୁ ନିଲମ୍ବିତ

ନୂଆଦିଲ୍ଲୀ,୧୮।୧୨: ଲୋକ ସଭା ପରେ ରାଜ୍ୟ ସଭାର ୪୫ ବିରୋଧୀ ଏମ୍‌ପିଙ୍କୁ ସୋମବାର ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି…

ଆଫଗାନିସ୍ତାନ ଖେଳାଳି ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା, ୨୦ ମାସ ପାଇଁ କରାଗଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୨: ନବୀନ ଉଲ ହକ୍‌ଙ୍କୁ ବଡ଼ ଝଟକା ଲାଗିଛି। ଚୁକ୍ତିନାମା ଉଲ୍ଲଂଘନ ମାମଲାରେ ଅନ୍ତର୍ଜାତୀୟ ଲିଗ୍‌ ଟି -୨୦ ଆଫଗାନିସ୍ତାନର ତାରକା ପେସର୍‌ ନବୀନ ଉଲ ହକ୍‌ଙ୍କ…

ଇଗ୍‌ନୋ’ର ଜାନୁୟାରୀ ସେସନ୍‍ ପାଇଁ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା

ନୂଆଦିଲ୍ଲୀ,୧୮।୧୨: ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ - ଇଗ୍‌ନୋର ଜାନୁୟାରୀ ସେସନ୍‍ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ ଜରିଆରେ ଇଗ୍‌ନୋ ୱେବ୍‍ସାଇଟ୍‍ ମାଧ୍ୟମରେ ଆସନ୍ତା…

ରାଶିଫଳ: ମଙ୍ଗବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସମସ୍ୟା ଆସିଲେ ମଧ୍ୟ କୈାଶଳରେ କାର୍ଯ୍ୟ ସାଧନ କରିପାରିବେ। ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିପାରନ୍ତି। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ…

ଜମ୍ମୁ -କଶ୍ମୀର, ଲଦାଖରେ ଭୂକମ୍ପ ଝଟକା

ଶ୍ରୀନଗର/ଲେହ,୧୮।୧୨: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ -କଶ୍ମୀର ଏବଂ ଲଦାଖରେ ସୋମବାର ଅପରାହ୍ନରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ, ଶ୍ରୀନଗର, ପୁଞ୍ଚ, କିସ୍ତଓ୍ବାଡ, କାର୍ଗିଲ ସମେତ…

ନାଚ ଦେଖିବା ବେଳେ ଗୋଷ୍ଠୀ ସଂଘର୍ଷ: ଛୁରା ମାଡ଼ରେ ୨ ଗୁରୁତର

ପୁରୁଷୋତ୍ତମପୁର,୧୮।୧୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ପିଛୁଲି ଗ୍ରାମରେ ନାଚ ଦେଖିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ସଂଘର୍ଷ ବେଳେ ଛୁରାମାଡ଼ରେ…

କୋରିଆନ ବ୍ଲଗରଙ୍କୁ ଦୁର୍ବବ୍ୟବହାର, ଭିଡିଓ ଭାଇରାଲ

ମୁମ୍ବାଇ,୧୮।୧୨: ଭାରତରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ପ୍ରବାଦ ଅଛି - ଅତିଥି ଦେବୋ ଭବ: ଯାହାର ଅର୍ଥ ଅତିଥି ଭଗବାନଙ୍କ ପରି। ଅର୍ଥାତ୍‌ ଭାରତରେ…

କରୋନାର ନୂଆ ଭାରିଏଣ୍ଟକୁ ନେଇ ଆଡଭାଇଜରି ଜାରି, ଏବେ ହେବ ମାସ୍‌ ଟେଷ୍ଟିଂ

ଥିରୁଭାନନ୍ତପୁରମ,୧୮।୧୨: ଦେଶରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କର୍ନାଟକ ସରକାର ସଂକ୍ରମଣର ନୂଆ ଭାରିଏଣ୍ଟ ଜେଏନ-୧ (କୋଭିଡ ସବ ଭାରିଏଣ୍ଟ ଜେଏନ-୧) ବିଷୟରେ ସତର୍କ କରାଇଛନ୍ତି। ରାଜ୍ୟ…

ଲୋକ ସଭାର ପୂରା ଅଧିବେଶନରୁ ନିଲମ୍ବିତ ହେଲେ ଅଧୀର ରଞ୍ଜନଙ୍କ ସମେତ ବହୁ ବିରୋଧୀ ନେତା

ନୂଆଦିଲ୍ଲୀ,୧୮।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ସୋମବାର ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି। ଏହାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା…