ମଧ୍ୟପ୍ରଦେଶରେ ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ଉପରେ କହିଲେ ଅଖିଳେଶ, ଭାଜପା ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଶାସକ ଭାରତୀୟ ଜନତା…

ଜିଓର ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ ଉନ୍ମୋଚିତ

ଭୁବନେଶ୍ୱର,୧୬।୧୨ :ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓଟିଭି ପ୍ରିମିୟମ ପ୍ଲାନ୍ସ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ବର୍ଷ ପୂର୍ବରୁ…

୨ମାସରେ ୨୫,୦୦୦ ଅଣ ଜିଏସ୍‌ଟି ସେଲ୍‌ର ପଞ୍ଜୀକୃତ

ଭୁବନେଶ୍ୱର,୧୬।୧୨: ଦେଶର ଅଗ୍ରଣୀ ଇ କର୍ମସ ସଂସ୍ଥା ମିଶୋ ନିକଟରେ ଆଉ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଗତ ୨ମାସ ମଧ୍ୟରେ ପ୍ରାୟ ୨୫,୦୦୦ ଅଣ…

ଫୋନ୍‌ ହ୍ୟାକିଂ ମାମଲା ଜିତିଲେ ପ୍ରିନ୍ସ ହ୍ୟାରି

ଲଣ୍ଡନ,୧୬ା୧୨: ବ୍ରିଟିଶ୍‌ ଟାବଲଏଡ୍‌ ପ୍ରକାଶକ ଡେଲି ମିରର ବିରୋଧରେ ଚାଲିଥିବା ଫୋନ୍‌ ହ୍ୟାକିଂ ମକଦ୍ଦମାରେ ପ୍ରିନ୍ସ ହ୍ୟାରି ବିଜୟୀ ହୋଇଛନ୍ତି। ତାଙ୍କୁ ୧,୪୦,୦୦୦ ପାଉଣ୍ଡ (୧,୮୦,୦୦୦ ଡଲାର) ପୈଠ…

୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆହେବି: କାର୍ତ୍ତିକ

ଭୁବନେଶ୍ୱର ୧୬ା୧୨(ଅନିଲ ଦାସ): ମୋର କୌଣସି ପଦପଦବୀ ଆଶା ନାହିଁ, ଆଗାମୀ ନିର୍ବାଚନରେ କେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟର…

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି।…

ଜେନେରେଟର ଧୂଆଁ ନେଲା ୨ ଜୀବନ

ଢେଙ୍କାନାଳ,୧୬ା୧୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମାନପୁର ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଏକ ଇଟାଭାଟିରେ କାମ କରୁଥିବା ୨ଜଣ ଶ୍ରମିକଙ୍କ…

ମିଛର ମୁକାବିଲା କର: ନବୀନ

ଭୁବନେଶ୍ୱର,୧୬।୧୨(ଅନିଲ ଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡ଼ିଶାବାସୀ ଜାଣିଛନ୍ତି,…

ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ

ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ…