ଏକଦା ଅଧିନାୟକ ଭାବେ ଜିତାଇଥିଲେ ଟାଇଟଲ୍‌, ଏବେ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ଓପନର ଡେଭିଡ ଓ୍ବାର୍ନରଙ୍କୁ ବ୍ଲକ୍‌ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହାର ଅଧିନାୟକ ଭାବେ ଓ୍ବାର୍ନର ଆଇପିଏଲ୍‌ ୨୦୧୬ ଟାଇଟଲ୍‌ ଜିତିଥିଲେ। ହେଲେ…

ଷ୍ଟେଜ୍‌ରେ ବରକନ୍ୟାଙ୍କ ଆଗରେ ମୁଣ୍ଡରେ ପଇଡ଼କୁ ଭାଙ୍ଗିଦେଲେ ଯୁବକ, ତା’ ପରେ …

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ସେଥି ମଧ୍ୟରୁ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।…

ଶାହରୁଖ ଖାନଙ୍କୁ ୭.୪୦ କୋଟିରେ କିଣିଲା ଗୁଜରାଟ ଟାଇଟାନ୍ସ,, ସମୀର ରିଜଭି ଏବଂ ଶୁଭମ୍ ଦୁବେ ହେଲେ କୋଟିପତି

ଦୁବାଇ,୧୯।୧୨: ଘରୋଇ କ୍ରିକେଟ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପାଇଁ ଗୁଜରାଟ ଟାଇଟାନ୍ସ ବିପୁଳ ଟଙ୍କା ବ୍ୟୟ କରିଛି। ତାମିଲନାଡୁର ଏହି ଷ୍ଟାର କ୍ରିକେଟର ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରୀତି…

Video: ଗର୍ଭବତୀ ମହିଳା ଏବଂ ଦେଢ଼ ବର୍ଷର ଶିଶୁକୁ ହେଲିକପ୍ଟରରେ ଉଦ୍ଧାର କଲା ବାୟୁସେନା

ଚେନ୍ନାଇ,୧୯।୧୨: ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ଚାରି ଜିଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା ନିୟୋଜିତ…

ଫୋନ କଲ କରି ହଇରାଣ କଲେ ଦେବାକୁ ପଡିବ ୫୦ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା…

ନୂଆଦିଲ୍ଲୀ,୧୯।୧୨ : ଯଦି କେହି ବିନା କାରଣରେ କଲ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା…

ଶିଳ୍ପପତିଙ୍କ ଋଣ ଛାଡ କରୁଛନ୍ତି ସରକାର, ହେଲେ କୃଷକଙ୍କ ଋଣ ହେଉନି ଛାଡ…

ଲକ୍ଷ୍ନୌ,୧୯।୧୨ : ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି ଭାଜପା ସରକାରଙ୍କ ଭୁଲ ନୀତି ଯୋଗୁଁ ସମସ୍ତେ କଷ୍ଟ ପାଉଛନ୍ତି।…

ପାରିଲାନି ନେଉଳ, ସାପ ସହ ଲଢ଼େଇରେ ଜୀବନ ଗଲା: ଲୋମ ଟାଙ୍କୁରା ଭିଡିଓ ଦେଖି ଲୋକେ ଚକିତ 

ପିଲାଦିନରୁ ସାପ-ନେଉଳ ଲଢ଼େଇ ବିଷୟରେ ପ୍ରାୟ ସମସ୍ତେ ଶୁଣିଥାନ୍ତି। ଏହି ଲଢ଼େଇରେ ସର୍ବଦା ସାପ ହିଁ ପରାଜିତ ହୁଏ ବୋଲି ଶୁଣିବାକୁ ମିଳିଥାଏ। ହେଲେ ଏବେ ଏହି…

ଜି. ଉଦୟଗିରିରେ ପ୍ରବଳ ଶୀତ: ଲାଗୁଛି ପର୍ଯ୍ୟଟକଙ୍କ ଭିଡ

ଜି. ଉଦୟଗିରି ୧୯।୧୨(ଶିଶିର ପଟ୍ଟନାୟକ ): ଜି ଉଦୟଗିରି ସହରେ ମଙ୍ଗଳବାର ପ୍ରବଳ ଶୀତ ଅନୂଭୂତ ହୋଇଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରହିଛି…

ନିଲମ୍ବନ ହେଲେ ବି ଏମପିଙ୍କୁ ମିଳିବ ଦରମା, ଏହା ହେଉଛି କାରଣ…

ନୂଆଦିଲ୍ଲୀ,୧୯।୧୨ : ମଙ୍ଗଳବାର, ସଂସଦର ଶୀତକାଳୀନ ଅଧିବେଶନର ଦ୍ୱାଦଶ ଦିନରେ, ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବିରୋଧୀ ଏମପିମାନେ ସଂସଦ…

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ମାଷ୍ଟର ପ୍ଲାନ…

ନୂଆଦିଲ୍ଲୀ,୧୯।୧୨ : ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି। ଭାଜପା  ବିଜୟରେ ବାଧା ସୃଷ୍ଟି କରି ଆସନ ହାତେଇବା ଲାଗି ଏହି…