ଭୁଲ ତଥ୍ୟ ଦେବାରୁ ଗୁଗୁଲ୍ ଉପରେ ୫୦ମିଲିୟନ୍ ଡଲାର ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ, ୨୦ା୧୨: ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ପ୍ରସାର କରିବା ତଥ୍ୟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ତଥାକଥିତ "ନକଲି" ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର…

ଆଞ୍ଚଳିକ ପରିବହନ ବିଭାଗର ଗାଡ଼ିମୋଟର ଯାଞ୍ଚ, ୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍‌ ଚାଳକଙ୍କ ହେଲମେଟ, ଗାଡ଼ିକାଗଜପତ୍ର ଯାଞ୍ଚ ସହ ବସ୍‌, ଟ୍ରାକ୍ଟର,…

ଜିଏନ୍‌ଏମ୍‌ ପରୀକ୍ଷା ପାଇଁ ବୋର୍ଡ ପ୍ରକାଶ କଲା ନୂଆ ପ୍ରୋଗ୍ରାମ

ହାଟଡିହୀ,୨୦ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଥିବା ଓରାଳି ନର୍ସିଂ ସ୍କୁଲର ଛାତ୍ରୀଛାତ୍ରଙ୍କର ଡିସେମ୍ବର ୧୮ ଏବଂ ୧୯ରେ ହେବାକୁ ଥିବା ପରୀକ୍ଷା ବନ୍ଦ…

ଶିବମନ୍ଦିର ଭିତରେ ନବଜାତ ଶିଶୁକନ୍ୟା ଛାଡ଼ି ପଳାଇଲେ

ସରଣ୍ଡା,୨୦ା୧୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ବୋରଓ୍ବେଲ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ବୁଧବାର ବରଗଡ଼ ଜିଲା…

ଆକାଉଣ୍ଟରୁ ଟଙ୍କା ହଡ଼ପ କରି ଗିରଫ ହେଲେ ଦମ୍ପତି

ମୋରଡ଼ା,୨୦ା୧୨(ସ୍ମାରକ ମାଜୀ): ଆକାଉଣ୍ଟରୁ କୌଶଳ କ୍ରମେ ଟଙ୍କା ଉଠାଇ ହଡ଼ପ କରିଥିବା ଦମ୍ପତିଙ୍କୁ ମୋରଡ଼ା ଥାନା ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।…

ରାସ୍ତା ନିର୍ମାଣ ନେଇ ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ରାଇରଙ୍ଗପୁର,୨୦ା୧୨(ମନୋରଞ୍ଜନ ତିରିଆ): ବାମନଘାଟୀ ଉପଖଣ୍ଡ ଅଧୀନସ୍ଥ ବିଜାତଳା ବ୍ଲକ ଚଢ଼େଇପାହାଡ଼ି ପଞ୍ଚାୟତର ୪ ଗ୍ରାମ ଯଥା- ବଡ଼ଜାରୀ, କିତାବେଡ଼ା, ଡାହୁପାଣି ଏବଂ ଫୁଲବାଡ଼ିଆର ଲୋକମାନେ ବଡ଼ଜାରୀଠାରୁ କିତାବେଡ଼ା…

କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ-ଫଟୋଗ୍ରାଫର ମୃତ

ଓ୍ବାଶିଂଟନ,୨୦ା୧୨: ଆମେରିକାର ନ୍ୟୁ ଜର୍ସିରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ଥିବା ପାଇଲଟ ଏବଂ ଫଟୋଗ୍ରାଫରଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଟେଲିଭିଜନ…

UPI ID: ନୂଆ ବର୍ଷରେ ବନ୍ଦ ହୋଇଯାଇପାରେ ଆପଣଙ୍କ ୟୁପିଆଇ ଆଇଡି, ଡିସେମ୍ବର ୩୧ ସୁଦ୍ଧା କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୦।୧୨: ନୂଆବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୪ରୁ ବ୍ୟବହାର ହୋଇ ନ ଥିବା ୟୁପିଆଇ ଆଇଡି ବନ୍ଦ ହୋଇଯିବ। ଯଦି ଗୁଗୁଲ ପେ’, ପେ’ଟିଏମ୍‌ ଏବଂ ଫୋନ୍‌…

ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ପ୍ରଶଂସା

ନୂଆଦିଲ୍ଲୀ,୧୯।୧୨: ବୈଶ୍ୱିକ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଓ ଦୃଢ଼ତାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି - ଆଇ.ଏମ୍‌‌.ଏଫ୍‌‌. ପ୍ରଶଂସା କରିଛି। ଏହା ପକ୍ଷରୁ ପ୍ରକାଶିତ ବାର୍ଷିକ…