ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…

କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର…

‘ଭାରତ ନ୍ୟାୟ ଯାତ୍ରା’ କରିବେ ରାହୁଲ ଗାନ୍ଧୀ, ଜାନୁୟାରୀ ୧୪ରୁ ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୭।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନ୍ୟାୟ ଯାତ୍ରା’ କରିବେ। ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା କରିବା…

ଘନ କୁହୁଡ଼ି ଯୋଗୁ ଦେଖା ଗଲାନି ରାସ୍ତା: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ବେରେ ୩ ବସ-୨ କାର-୧ ଟ୍ରକ ଧକ୍କା…

ଲକ୍ଷ୍ନୌ,୨୭।୧୨: ଘନ କୁହୁଡ଼ି ଯୋଗୁ ଲକ୍ଷ୍ନୌରେ ବଡ଼ ସମସ୍ୟା ଦେଖା ଦେଇଛି। ଘନ କୁହୁଡ଼ି ଯୋଗୁ ବିଭିନ୍ନ ଜିଲାରୁ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ବୁଧବାର…

ନାବାଳକଙ୍କୁ ଜୀବିତ କରିବା ପାଇଁ ଲୁଣ ବସ୍ତାରେ ଭର୍ତ୍ତି କଲେ ମୃତଦେହ, ସୋସିଆଲ ମିଡିଆରୁ ମିଳିଲା ଆଇଡିଆ, ତା’ ପରେ…

ବେଙ୍ଗାଲୁରୁ,୨୭।୧୨: ବିଂଶ ଶତାଦ୍ଦୀର ଆଧୁନିକ ଯୁଗରେ ପହଞ୍ଚିଲେ ବି ମଣିଷ ଆଜି ବି ଅନ୍ଧବିଶ୍ୱାସକୁ ମାନିଥାଏ। ଅନ୍ଧବିଶ୍ୱାସର ମିଛ ମାୟାରେ ଫସି ରହି ଧନ୍ଦି ହେବା ସହ…

ମାସ୍କ, ଭ୍ୟାକ୍ସିନ, ଆଇସୋଲେଶନ … ଜେଏନ୍‌.୧ ଭାରିଆଣ୍ଟର ବିପଦ ମଧ୍ୟରେ ନିର୍ଦ୍ଦେଶାବଳୀ ଜାରି କଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୭।୧୨:କର୍ନାଟକରେ କୋଭିଡ -୧୯ର ସବ-ଭାରିଆଣ୍ଟ ଜେଏନ୍‌.୧ର ବୃଦ୍ଧି ମାମଲା ମଧ୍ୟରେ ସରକାର ସତର୍କ ମୋଡରେ ଅଛନ୍ତି। କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗଠନ କରିଥିବା ଉପ-କମିଟି…

ଡବ୍ଲୁଏଫଆଇ ବିବାଦ ମଧ୍ୟରେ ବଜରଙ୍ଗ ପୁନିଆଙ୍କ ସମେତ ଅନ୍ୟ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨୭।୧୨: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ନେଇ ବିବାଦ ଦେଖାଦେଇଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସକାଳେ ହରିୟାଣାର ଝାଜ୍ଜର ଜିଲା ଅନ୍ତର୍ଗତ ଛାରା…

ନୂଆବର୍ଷରେ ମାଲକାନଗିରି ବିମାନବନ୍ଦର ଲୋକାର୍ପଣ

ମାଲକାନଗିରି, ୨୭।୧୨(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡ଼ିକର ମାଲକାନଗିରି ଜିଲାରେ ହିଁ ଶୁଭାରମ୍ଭ କରିଥାନ୍ତି। ୨୦୨୪ ଜାନୁୟାରୀ ପ୍ରଥମ ସପ୍ତାହରେ ମାଲକାନଗିରି ସଦର…

‘ସରକାରୀ ଚାକିରି ବୟସସୀମା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୨୭।୧୨ (ଅନୁରାଧା ମହାରଣା): ସରକାରୀ ଚାକିରି ପାଇଁ ଆବେଦନର ସର୍ବୋଚ୍ଚ ବୟସସୀମା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୪୨ ବର୍ଷକୁ ସ୍ଥାୟୀଭାବେ ବୃଦ୍ଧି କରାଯାଉ ବୋଲି…

ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ

ଭୁବନେଶ୍ୱର, ୨୭।୧୨(ଅସମାପିକା ସାହୁ): ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌(ମହିଳା ଓ ପୁରୁଷ) ୨୦୨୩-୨୪ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଓଡ଼ିଶାରେ ମଧ୍ୟ…

ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌

ଭୁବନେଶ୍ୱର,୨୭।୧୨ (ସତ୍ୟଜିତ୍‌ ରାଉତ): ରାଜ୍ୟ ସରକାରଙ୍କ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଡେଭଲପ୍‌ମେଣ୍ଟ୍‌ କର୍ପୋରେଶନ୍‌(ଇଡ୍‌କୋ)ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ (ପି ଏଣ୍ଡ୍‌ ଏ) ସରୋଜ କାନ୍ତ ମହାନ୍ତି ଭିଜିଲାନ୍ସ…