କାମିୟା ବିବାଦର ଯାଞ୍ଚ ହେଉ: ଭିଏଚ୍‌ପି

ପୁରୀ,୨୫ା୧୨(ଅଜିତ୍‌ ମହାନ୍ତି): ୟୁଟ୍ୟୁବର୍‌ କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ…

ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖିବୁଜିଦେଲେ , ପୂରା ଘଟଣା ଜାଣିଲେ

ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସିଥାଏ। ହେଲେ କେହି ସେହି ମୃତ୍ୟୁକୁ ରେକର୍ଡ କରିବା ସମ୍ଭବ ହୋଇନି। ତେବେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଭିଡିଓ…

୩ ନୂଆ କ୍ରିମିନାଲ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫ା୧୨: ଗତ ସପ୍ତାହରେ ପାର୍ଲାମେଣ୍ଟର ଉଭୟ ସଦନରେ ପାରିତ ହୋଇଥିବା ୩ ନୂଆ କ୍ରିମିନାଲ ବିଲ୍‌ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା…

ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ

ଭୁବନେଶ୍ୱର,୨୫।୧୨(ସୂର୍ଯ୍ୟକାନ୍ତ ବେହେରା): ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।…

Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର

ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି…

୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ, ଧନ୍ୟବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୨୫।୧୨: ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ…

ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି।…

ରାଜନୈତିକ ଦଳକୁ ୨୦୦ କୋଟି ଟଙ୍କା ଚାନ୍ଦା ଦେବ ବେଦାନ୍ତ, ଇଲେକ୍ଟୋରାଲ ବଣ୍ଡ ଆସିବା ଆଗରୁ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୧୨: ଗୋଟିଏ ପଟେ କମ୍ପାନୀ ଋଣ ସୁଝିବାକୁ ନାଗଡ଼ ଯୋଗାଡ଼ କରୁଥିଲା ବେଳେ ରାଜନୈତିକ ଦଳ ମାନଙ୍କୁ ଚାନ୍ଦା ଦେବାକୁ କରିଛି ବେଦାନ୍ତ। ଚଳିତ ବର୍ଷ ନଭେମ୍ବର…

ମଙ୍ଗଳବାରଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନସେବା ମଙ୍ଗଳବାର ଆରମ୍ଭ ହେବ। ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ ମଙ୍ଗଳବାର, ଗୁରୁବାର…

କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର, ୨୫।୧୨(ଅସମାପିକା ସାହୁ): ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ…