କୂଅ ଭିତରକୁ ପଶିଗଲା ବୋଲେରୋ: ଗାଡ଼ି ଭିତରେ ଥିଲେ ଭାଜପା କର୍ମୀ

ପାଟଣା,୫।୩(ବୀର କିଶୋର ଦାଶ): କୂଅ ଭିତରକୁ ପଶିଗଲା ବୋଲେରୋ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୋଦି ସାହି ବାଙ୍କ…

ବରଯାତ୍ରୀ  ହୋଇ ଯାଇଥିଲେ, ୨ ସାଙ୍ଗଙ୍କ ମୃତଦେହ ଫେରିଲା

ଖଲ୍ଲିକୋଟ,୫।୩ (ପ୍ରଶାନ୍ତ କୁମାର ମିଶ୍ର): ବରଯାତ୍ରୀ ହୋଇ  ଯାଇଥିଲେ  ମୃତଦେହ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ବାଣିଆ ଚିକିଲି…

ୟୁପି ପେପର୍‌ ଲିକ୍‌ ମାମଲାରେ ବର୍ଷିଲେ ରାହୁଲ, କହିଲେ- ଏହା ଅଭିଶାପ, ୨ କୋଟିରୁ ଅଧିକ ଛାତ୍ରଙ୍କ ଭାଙ୍ଗିଲା ସ୍ବପ୍ନ

ନୂଆଦିଲ୍ଲୀ,୫।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପେପର୍‌ ଲିକ୍‌ ମାମଲା ସମ୍ପର୍କରେ କହିଛନ୍ତି ଯେ ଏହା ଯୁବକମାନଙ୍କ ପାଇଁ ଅଭିଶାପ ପାଲଟିଛି। ମଙ୍ଗଳବାର ସୋସିଆଲ ମିଡିଆ…

ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇ ପଦ୍ମ ଧରିଲେ କଂଗ୍ରେସର ଏହି ବରିଷ୍ଠ ନେତା

ଗାନ୍ଧୀନଗର,୫।୩: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଉସ୍ମତା ବଢ଼ିବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି…

‘ସେମାନେ କହୁଛନ୍ତି ପ୍ରଥମେ ପରିବାର, ମୁଁ କହୁଛି ଦେଶ…’ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ହାଇଦ୍ରାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ସାଙ୍ଗାରେଡି ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଠାରେ ତାଙ୍କ ପରିବାର ବିଷୟରେ…

ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା

ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍‌) ସହିତ ବିଶ୍ୱରେ ଦ୍ୱିତୀୟ…

ଅତିଥି ହୋଇ ଆସିଥିଲେ ଭୋଜି ଖାଇଲେ, ବରକନ୍ୟାଙ୍କ ଟଙ୍କା,ସୁନା ବ୍ୟାଗ୍‌ ନେଇ ଚମ୍ପଟ ମାରିଲେ..

ପୁରୀ, ୫।୩ : ଚାଲିଥିଲା ରିସ୍ପେଶନ ପାର୍ଟି। ପ୍ରାୟ ସମସ୍ତେ ନିଜନଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ବ୍ୟସ୍ତତାର ସୁଯୋଗ ନେଇ କଳାକନା ବୁଲାଇ ଦେଲେ ଦୁଇ…

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଡିୟୁର ପୂର୍ବତନ ପ୍ରଫେସର ଜିଏନ ସାଇବାବା ମୁକ୍ତ

ମୁମ୍ବାଇ,୫।୩: ମାଓବାଦୀଙ୍କ ସହ ଲିଙ୍କ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଦିଲ୍ଲୀ…

ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନକୁ ନେଇ ୧୪-୧୫ ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ…