ଧାମନଗର,୫।୩(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକ ପୋଡିଗାଁ ପଞ୍ଚାୟତ ନାଉରୀଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନରେ ଗାଁ ନିକଟସ୍ଥ ଏକ ପୋଖରୀରେ…
ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଯାଜପୁରର ଚଣ୍ଡିଖୋଲସ୍ଥିତ ବେଣାପୁର ପଡ଼ିଆରେ ପହଞ୍ଚିଛନ୍ତି। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ୱର,୫।୩: ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଆସି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ପରେ ସେ ସ୍ବତନ୍ତ୍ର ହେଲିକପ୍ଟର…
ନୂଆଦିଲ୍ଲୀ,୫।୩: ରୋହିତ ଶର୍ମା ୨୦୦୭ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଆକ୍ରମଣାତ୍ମକ ଖେଳ ଏବଂ ଲମ୍ବା ଛକା ମାରିବା ପାଇଁ ତାଙ୍କୁ ‘ହିଟମ୍ୟାନ’ ମଧ୍ୟ କୁହାଯାଏ। ମାର୍ଚ୍ଚ ୭ରୁ…
ମାଧପୁର,୫।୩(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ବେହେରାପଡା ଛକ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୁରୁଣା ମାଣତ୍ରି ପଞ୍ଚାୟତ…
ଲକ୍ଷ୍ନୌ,୫।୩: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ସଂସଦୀୟ ଲୋକ ସଭା ଆସନ ବାରାଣସୀରୁ ଏମ୍ପି ରହିଥିବା ରାଜେଶ ମିଶ୍ରା ଦଳ…
ଭୁବନେଶ୍ବର,୫।୩: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ମଙ୍ଗଳବାର ୧୦୮ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି।…
ପ୍ୟାରିସ,୫।୩: ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଜୋରଦାର କରତାଳିରେ ସାଂସଦମାନେ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ୍ ଅନୁମୋଦନ କରିଛନ୍ତି। ଏହି…
ନୂଆଦିଲ୍ଲୀ,୫।୩: ଡିଏମକେ ନେତା ଏ ରାଜା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ସନାତନ ଧର୍ମ ସମ୍ବନ୍ଧରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ବିବୃତ୍ତିରେ ଏ…
ନୂଆଦିଲ୍ଲୀ,୫।୩: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାର୍ଚ୍ଚ ୧୬ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ ବିରୋଧୀ ଦଳର ଇଣ୍ଡିଆ…