ଶାହରୁଖ ଟାଇଡ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୪।୧: ଦେଶର ପ୍ରମୁଖ ଡିଟରଜେଣ୍ଟ ବ୍ରାଣ୍ଡ୍‌ ଟାଇଡ୍‌ର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ନିଯୁକ୍ତ ହୋଇଥିବାବେଳେ କମ୍ପାନୀ ସହ ତାଙ୍କର ଏକ…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଡିଜିଟାଲ ସ୍କିଲ୍‌ ସେଣ୍ଟର

ଭୁବନେଶ୍ୱର,୨୪।୧: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଡିଜିଟାଲ ସ୍କିଲ୍‌ ସେଣ୍ଟରର ଶୁଭାରମ୍ଭ (ଉଦ୍‌ଘାଟନ) କରାଯାଇଛି। ଏହି ପରିପ୍ରେକ୍ଷୀରେ…

ପୂର୍ବତଟ ରେଳପଥର ସର୍ବୋଚ୍ଚ ପଣ୍ୟ ପରିବହନ

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ପୂର୍ବ ରେକର୍ଡକୁ ଅତିକ୍ରମକରି ସର୍ବୋଚ୍ଚ ପଣ୍ୟ ପରିବହନ କରିବାରେ ପୂର୍ବତଟ ରେଳପଥ ନୂଆ ରେକର୍ଡ କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ମାଲ ପରିବହନରେ ଭାରତୀୟ…

ଧନୁଯାତ୍ରାରେ ଫ୍ରିଡମ୍‌ ଅଏଲ୍‌ର ଆକର୍ଷଣୀୟ ଷ୍ଟଲ୍‌

ଭୁବନେଶ୍ୱର,୨୪।୧: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫ୍ରିଡମ୍‌ ଅଏଲ୍‌ର ଆକର୍ଷଣୀୟ ଷ୍ଟଲ୍‌ (ସର୍ବବୃହତ୍‌ ଫ୍ରିଡମ୍‌ ଷ୍ଟଲ୍‌) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ…

ସୁନା-ରୁପାର ଆମଦାନୀ ଶୁଳ୍କ ବୃଦ୍ଧି

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ(ଇମ୍ପୋର୍ଟ ଡ୍ୟୁଟି) ଉପରେ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ସୁନା, ରୁପା ଏବଂ…

ଦିବ୍ୟାଙ୍ଗଙ୍କ ପାଇଁ ଓ୍ବାର୍କ ସିମୁଲେଟର ପ୍ରଦାନ କରିବ ହୁଡ୍‌କୋ

ଭୁବନେଶ୍ୱର,୨୪।୧(ଅନୁରାଧା ମହାରଣା): ହୁଡ୍‌କୋ ଏହାର ସାମାଜିକ ଉତ୍ତର ଦାୟିତ୍ୱ ଯୋଜନା ଅଧୀନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ବିଶେଷ ଉପକରଣ ଓ୍ବାର୍କ ସିମୁଲେଟର କ୍ରୟ ପାଇଁ ସ୍ବାମୀ ବିବେକାନନ୍ଦ…

ଦିନକରେ ନିବେଶକ ହରାଇଲେ ୮.୫ଲକ୍ଷ କୋଟି

ନୂଆଦିଲ୍ଲୀ,୨୪।୧: ଗତ କିଛି ସପ୍ତାହ ହେବ ଘରୋଇ ପୁଞ୍ଜିବଜାରର କାରବାର ନିବେଶକଙ୍କୁ ନିରାଶ କରୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ଚଳିତ ସପ୍ତାହର…

ଇଂଲଣ୍ଡର ନିଦ ହଜାଇବେ ଅଶ୍ୱିନ-ଜାଡେଜା

ହାଇଦ୍ରାବାଦ୍‌,୨୪।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ ଟେଷ୍ଟ ସିରିଜରେ ଭାରତର ତାରକା ସ୍ପିନର ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଇଂଲଣ୍ଡର ବ୍ୟାଟ୍ସମ୍ୟାନଙ୍କ…

Byju Loss: ସବୁଠାରୁ ବଡ କ୍ଷତିରେ ଚାଲିଛି ବାଇଜୁ

ନୂଆଦିଲ୍ଲୀ,୨୪।୧: ଏକଦା ଦେଶର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ କୁହାଯାଉଥିବା ବାଇଜୁ ବର୍ତ୍ତମାନ ନିଜକୁ ଅସୁବିଧାରେ ଘେରି ରହିଛନ୍ତି। ଏଡେକ କମ୍ପାନୀର କ୍ଷତି ଦ୍ରୁତ ଗତିରେ ବୃଦ୍ଧି ପାଉଛି।…

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି…