ମଧ୍ୟାହ୍ନଭୋଜନ ସମୟରେ ବିଦ୍ୟାଳୟ ଛାତରୁ ଖସିଲା ପ୍ଲାଷ୍ଟର: ଛାତ୍ର ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ମୋରଡ଼ା,୩ା୪(ସ୍ମାରକ ମାଜୀ): ମଧ୍ୟାହ୍ନଭୋଜନ ଖାଉଥିବା ସମୟରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଡ଼ିବାରୁ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ…

ହାତ ଛାଡି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ

ନୂଆଦିଲ୍ଲୀ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟ୍‌କା। ବକ୍ସର ବିଜେନ୍ଦ୍ର ସିଂହ ହାତ ଛାଡି ପଦ୍ମ ଧରିଛନ୍ତି। ଭାରତୀୟ ଜନତା…

ଏପଟେ ଧାରଣା, ସେପଟେ ପ୍ରଚାର: ଧର୍ମଶାଳାରୁ ପ୍ରଚାର ଆରମ୍ଭ କଲେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି

ଯାଜପୁର,୩।୪: ଯାଜପୁର ଧର୍ମଶାଳା ଆସନକୁ ନେଇ ଭାଜପାରେ ଅସନ୍ତୋଷ ବଢି ଚାଲିଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ…

ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ଅଟୋ; ଜଣେ ମୃତ, ୬ ଆହତ

ଦାରିଙ୍ଗବାଡି,୩।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କୁଏରେଙ୍ଗା ଛକ ନିକଟ ବୁଲାଣିରେ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି।…

ହୋଟେଲରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ

ବଡ଼ବିଲ,୩।୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ହୋଟେଲ ଲକି ଇଣ୍ଡିଆର ଷ୍ଟାଫ କ୍ୱାର୍ଟରରୁ ବୁଧବାର ଜଣେ ଆସିଷ୍ଟାଣ୍ଟ ସେଫ(ସହକାରୀ ରୋଷେୟା)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ…

ନରେନ୍ଦ୍ର ମୋଦିଙ୍କ ବିକଳ୍ପ କିଏ, ଜାଣନ୍ତୁ କ’ଣ କହିଲେ ଶଶି ଥରୁର

ନୂଆଦିଲ୍ଲୀ,୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଦେଶରେ ନୁହେଁ, ବିଦେଶରେ ବି ବେଶ୍‌ ଲୋକପ୍ରିୟ। ତାଙ୍କ ନେତୃତ୍ୱରେ ତୃତୀୟଥର ଭାଜପା ଦେଶରେ ଶାସନ କରିବାକୁ ଯାଉଥିବା ଚର୍ଚ୍ଚା…

ଆତିଶୀଙ୍କ ବଢିଲା ଅଡୁଆ, ମାନହାନୀ ନୋଟିସ୍‌ ପଠାଇଲା ଭାଜପା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ବଢିଲା ଅଡୁଆ। ବୁଧବାର ଭାଜପା ତାଙ୍କୁ ମାନହାନୀ ନୋଟିସ ପଠାଇଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ…

ଭୃଗୁଙ୍କୁ ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ କରିବ ବିଜେଡି

ଭୁବନେଶ୍ୱର, ୩।୪: ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର। ଆଜି ସକାଳେ ଭାଜପାରୁ ଭୃଗୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ସେ ବିଜେଡିରେ ସାମିଲ ହେବା…

ପୁରୁଣାଙ୍କୁ ଭରସା କଲା ଭାଜପା

ବାରିପଦା,୩ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ଥିବା ୯ ବିଧାନସଭା ଆସନ ମଧ୍ୟରୁ ମଙ୍ଗଳବାର ୫ଟିରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ପ୍ରାର୍ଥୀଙ୍କ ଉପରେ ଭରସା କରି…

ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର,୩।୪: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଆଜି ସକାଳୁ ସକାଳୁ ଭାଜପା ଛାଡିଥିବାବେଳେ ଏବେ ବିଜେଡି ସାମିଲ୍‌ ହୋଇଛନ୍ତି। ଶହ ଶହ ସମର୍ଥକଙ୍କ ସହ…