ଏଠି ମାତ୍ର କିଛି ଘଣ୍ଟା ପାଇଁ ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା ପାଇଁ…

ହାତୀ ଆକ୍ରମଣରେ ମହିଳା ମୃତ

ଢେଙ୍କାନାଳ  ଅଫିସ,୧।୬-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଁଦେଇ ଗ୍ରାମରେ ଶନିବାର ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ…

କରୁଣାରତ୍ନେଙ୍କ ବିଶ୍ୱକପ୍‌ ରେକର୍ଡ

କାର୍ଡିଫ,୧।୬- ଶ୍ରୀଲଙ୍କା ଦଳର ଅଧିନାୟକ ଦିମୁଥ କରୁଣାରତ୍ନେ ଚଳିତ ବିଶ୍ୱକପ୍‌ରେ ଏକ ରେକର୍ଡ ଅଧିକାରୀ ହୋଇଛନ୍ତି। ଏଠାରେ ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ଓପନିଂ ବ୍ୟାଟିଂ…

୧୩୬ରେ ଅଲଆଉଟ୍‌ ଶ୍ରୀଲଙ୍କା

କାର୍ଡିଫ,୧।୬- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୩୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ୧୯୯୬…

ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ

ଭଟଲି,୧।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା…

ଦେଶର ପ୍ରଥମ ଡାଏନୋସର ପାର୍କ : ଏଠାରୁ ୩୬ ବର୍ଷ ତଳେ ମିଳିଥିଲା ଜୀବାଶ୍ମ

ଗୁଜରାଟର ବାଳାସିନୋରରେ ବିଶ୍ୱର ତୃତୀୟ ବଡ଼ ଏବଂ ଦେଶର ପ୍ରଥମ ଡାଏନୋସର ପାର୍କ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ପାଇଁ ଖୋଲା ହେବାକୁ ଯାଉଛି। ଗୁଜରାଟର ପର୍ଯ୍ୟଟନ ବିଭାଗ ପକ୍ଷରୁ…

ରାଶିଫଳ: ରବିବାର, ଜୁନ୍‍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ହୃଦୟରୁ କରନ୍ତୁ ଏହି ୩ କାମ: ସମସ୍ତେ କରିବେ ପସନ୍ଦ

ପ୍ରାୟ ସମସ୍ତଙ୍କୁ ଏହା ପସନ୍ଦ ହୋଇଥାଏ ଯେ ତାଙ୍କୁ କିଏ ପସନ୍ଦ କରୁ, ତାରିଫ କରୁ। ସେ ଘର ହେଉ ଅବା ଅଫିସ। ସମସ୍ତଙ୍କ ମୁହଁରେ ତାଙ୍କରି…

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ…