‘ବାତ୍ୟା ଘରଭଙ୍ଗା ସର୍ଭେରେ ଜାଲିଆତି ହୋଇଛି’

ଭୁବନେଶ୍ୱର,୨।୭(ବ୍ୟୁରୋ): ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନୀକୁ ନେଇ ବିଧାନସଭାରେ ବିରୋଧୀ ଶାସକ ଦଳକୁ ହଲାପଟ ା କରିଛନ୍ତି। ପୁରୀ ଜିଲାର ବହୁ ବାତ୍ୟା…

ଅନ୍ତିମ ସଂସ୍କାର ପରେ ହେବନି ଶ୍ରାଦ୍ଧ ଭୋଜି: ଅମାନ୍ୟ କଲେ ହେବେ ବାସନ୍ଦ

ଜୟପୁର,୨।୭: ସମାଜରେ ପ୍ରଚଳିତ ଅନ୍ତିମ ସଂସ୍କାର ପରବର୍ତ୍ତୀ ଶ୍ରାଦ୍ଧ ଭୋଜିକୁ ରାଜସ୍ଥାନର ଅକେଲା ଗାଁର ରାଜପୁତ ସମାଜ ରୋକ ଲଗାଇଛନ୍ତି। ଏହାଦ୍ୱାରା କେତେକଙ୍କ ଆର୍ଥିକ ସ୍ଥିତି ଖରାପ…

ବିହାରରେ ବଦଳୁଛି ରାଜନୈତିକ ପାଣିପାଗ: ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲା ଆରଜେଡି

ପାଟନା, ୨।୭: ବିହାରରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି। ଜେଡିୟୁ ଏବଂ ଭାଜପା ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ଉଠାଇବାକୁ ଚେଷ୍ଟା କରିଛି…

୮ ଜିଲାରେ ସୁନାର ସନ୍ଧାନ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ସୁନାର ସନ୍ଧାନ ମିଳିଛି। ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନାକୁ ଆଧାରକରି ରାଜ୍ୟ ସରକାର ଏହି ତଥ୍ୟ ସୋମବାର…

ଗୁରୁଦାସପୁରରେ ନିଜର ପ୍ରତିନିଧି ନିଯୁକ୍ତ କଲେ ସନ୍ନି: କଂଗ୍ରେସ କହିଲା ଜନତାଙ୍କୁ ଧୋକା

ଗୁରୁଦାସପୁର,୨।୭:ବଲିଉଡ୍‌ ଅଭିନେତା ତଥା ଏମ୍‌ପି ସନ୍ନି ଦେଓଲ ନିଜ ନିର୍ବାଚନ ମଣ୍ଡଳି ଗୁରୁଦାସପୁରରେ ଜଣେ ଲେଖକଙ୍କୁ ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ କଂଗ୍ରେସ…

ରସଗୋଲାର ସ୍ବାଦ ଏବଂ ଆକାର ଦ୍ୱାରା ପାଠ ପଢୁଛନ୍ତି ଛାତ୍ରୀ

ଭୋପାଳ,୨।୭: ପାଠ ପଢିବା ପାଇଁ ଖାତା ବହି, ସିଲଟ, କଲମ ଅବା ପେନସିଲ୍‌ ଆବଶ୍ୟକ ହୋଇଥାଏ। ତେବେ ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଥିବା ଏକ ପ୍ରାଥମିକ ସ୍କୁଲରେ…

ଯାଜପୁର ଜିଲା ବିକାଶର ଓଲଟା ଚିତ୍ର:୧୩୩ ଗ୍ରାମକୁ ସଡ଼କ ନାହିଁ

ଯାଜପୁର ଅଫିସ,୨।୭: ନିର୍ବାଚିତ ପ୍ରତିନିଧିମାନେ ଯାଜପୁରକୁ ବିକଶିତ ଜିଲା ବୋଲି ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଜିଲାର ମୋଟ ୧୭୮୧ ଗ୍ରାମ ମଧ୍ୟରୁ ୧୩୩ଟିକୁ ଅଦ୍ୟାବଧି ସଡ଼କ ସଂଯୋଗ…

ପ୍ରଦୀପ୍ତ, ଭେନୁଗୋପାଳଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା

ଭୁବନେଶ୍ୱର,୧।୭(ବ୍ୟୁରୋ)- ରାଜ୍ୟରେ କାର୍ଯ୍ୟରତ ୧୯୮୮ ବ୍ୟାଚ୍‌ର ଦୁଇଜଣ ଆଇଏଏସ୍‌ ଅଫିସର  ପ୍ରଦୀପ୍ତ ମହାପାତ୍ର ଏବଂ ସି.ଜେ. ଭେନୁଗୋପାଳମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ସେମାନେ ନିଜ ପୂର୍ବ…

ରାଜ୍ୟରେ ୨୮୫୧ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର, ୨।୭(ବ୍ୟୁରୋ)- ରାଜ୍ୟରେ ବର୍ତ୍ତମାନ ୨୮୫୧ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଥିମଧ୍ୟରୁ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୯୯ଟି ପଦବୀ ରହିଛି। ସେହିଭଳି ଗଞ୍ଜାମରେ ୧୮୯ ଡାକ୍ତର…

ରାଜ୍ୟର ଅଧା ଜିଲା ମାଓବାଦୀ ପ୍ରଭାବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ଅଧା ଜିଲା ମାଓବାଦୀ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶ୍ରେଣୀ ବିଭାଗ ଅନୁଯାୟୀ କୋରାପୁଟ ଏବଂ ମାଲକାନଗିରି ଅତ୍ୟନ୍ତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ…