ପାଲିଙ୍କିରେ ଆସି ରଥାରୂଢ଼ ହୁଅନ୍ତି ଶ୍ରୀଗୁରୁଦେବ

କାକଟପୁର, ୨।୭(ଡି.ଏନ୍‌.ଏ.): ରଥଯାତ୍ରାକୁ ଆଉ ରହିଲା ୨ଦିନ। ମଙ୍ଗଳବାର ନେତ୍ରୋତ୍ସବ ଥିବାବେଳେ ବୁଧବାର ନବଯୌବନ ଦର୍ଶନ। ଗୁରୁବାର ଶ୍ରୀଜୀଉମାନେ ରଥାରୁଢ଼ ହୋଇ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ।…

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ: ଅମ୍ବାଲା ଏୟାର୍‌ ବେସ୍‌ରେ ହେବ ମୁତୟନ

ନୂଆଦିଲ୍ଲୀ,୨।୭: ଭାରତକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରାଫାଲ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି। ଏନେଇ ଫ୍ରାନ୍ସ୍‌ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଭାରତୀୟ ବାୟୁସେନାରେ ସାମିଲ୍‌…

ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫ ମଙ୍ଗଳ ଆଳତି ୧୨ଟା ୩୦ ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦ ତାଟି ଫିଟିବା ଅପରାହ୍ନ ୨ଟା…

ଭକ୍ତଙ୍କ ଅନୁଭୂତି: ମହାପ୍ରଭୁଙ୍କୁ ଡାକିବାରୁ ବର୍ଷା ହେଲାନି

ରଥ ଅମିନ ଲକ୍ଷ୍ମଣ ମହାପାତ୍ର। ବୟସ ୬୦ ଟପିଲାଣି। ତଥାପି ବେଶ୍‌ ଚଳଚଞ୍ଚଳ। ରଥଖଳାରେ ତାଙ୍କର ଭାରି ଆଦର। ତିନିରଥ ନିର୍ମାଣ ଲାଗି ସେ କାଠପଟା ଯୋଗାଇଥାନ୍ତି।…

ଆଜି ସରିବ ଅଲାରନାଥଙ୍କ ଅଣସର ଦର୍ଶନ: ବର୍ଷାରେ ଭିଜି ଦର୍ଶନ କଲେ ଭକ୍ତ

ବ୍ରହ୍ମଗିରି, ୨।୭(ଡି.ଏନ୍‌.ଏ.): ସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ମହାସ୍ନାନପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଥିଲେ ଶ୍ରୀଜୀଉମାନେ। ରବିବାର ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦଇତାପତିଙ୍କ ଦ୍ୱାରା ଗଜପତି…

ଦକ୍ଷିଣ ନାଇଜେରିଆରେ ୪ ପୋଲିସକର୍ମୀଙ୍କୁ ହତ୍ୟା

ଅବୁଜା,୨।୭: ଦକ୍ଷିଣ ନାଇଜେରିଆର ବୟେଲସାରେ ଥିବା ଏକ ପୋଲିସ ଷ୍ଟେଶନ ଭିତରେ ପଶି ଜଣେ ଅଜ୍ଞାତ ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିବାରୁ ପ୍ରାୟ ୪ ପୋଲିସକର୍ମୀଙ୍କ…

ତିନିରଥର ଶୋଭା ବଢାଏ ୯୬ ପିତ୍ତଳ ସାମଗ୍ରୀ

ପୁରୀ ଅଫିସ,୨।୭: ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ସେବାରେ ୧୧୯ ପ୍ରକାର ସେବକ ଅଛନ୍ତି। ହେଲେ ଏଥିମଧ୍ୟରୁ ଅନେକ ସେବା ପ୍ରାୟ ବନ୍ଦ ହୋଇଯାଇଛି। କିନ୍ତୁ ଏମିତି…

ଆକାଶ ବିଜୟବର୍ଗୀୟ ମାମଲା: ମୁହଁ ଖୋଲିଲେ ମୋଦି 

ନୂଆଦିଲ୍ଲୀ,୨।୭: ମଧ୍ୟପ୍ରଦେଶ ନିଗମକର୍ମୀଙ୍କୁ ମାଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମୁହଁ ଖୋଲିଛନ୍ତି। ସଂସଦୀୟ ଦଳ ବୈଠକରେ କାହାର ନାମ ନ ନେଇ ସେ କହିଛନ୍ତି…

ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ - ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ ଆସିଥିବା…

ରଥକୁ ଉଠିଲା ଦୁଆର ବେଢା

ପୁରୀ ଅଫିସ,୨।୭ ଆଉ ଦୁଇଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଖଳାରେ ଦ୍ରୁତଗତିରେ ଚାଲିଛି ରଥ କାମ। ସୋମବାର ତିନିରଥର ଦୁଇଟି ଲେଖାଏ ଦୁଆର ବେଢା ଉଠିଛି। ମଙ୍ଗଳବାର…