ନେତ୍ରୋତ୍ସବ ଦର୍ଶନ ନୀତି ନିର୍ଘଣ୍ଟ

ଚକା ଅପସର ମଧ୍ୟାହ୍ନ ୧୨ଟା ୧୫
ମଙ୍ଗଳ ଆଳତି ୧୨ଟା ୩୦
ଦଶାବତାର ଠାକୁରଙ୍କ ବାହୁଡ଼ା ବିଜେ ଅପରାହ୍ନ ୧ଟା ୩୦
ତାଟି ଫିଟିବା ଅପରାହ୍ନ ୨ଟା
ପରିମାଣିକ ଦର୍ଶନ (ଭିତରକାଠ) ୨ଟା ୩୦ରୁ ୩ଟା ୩୦
ସର୍ବସାଧାରଣ ଦର୍ଶନ (ଭିତରକାଠ) ୩ଟା ୩୦ରୁ ୪ଟା ୩୦
ଦଇତାପତି ସର୍ବାଙ୍ଗ, ବନ୍ଦପନା ସନ୍ଧ୍ୟା ୬ଟା
ନେତ୍ରୋତ୍ସବ ବନ୍ଦାପନା ସନ୍ଧ୍ୟା ୬ଟା ୩୦
ଭୋଗମଣ୍ଡପ ରାତି ୯ଟା ୧୦
ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ୧୧ଟା ୩୦ରୁ ୧୨ଟା ୩୦
ଦ୍ୱିତୀୟ ଭୋଗମଣ୍ଡପ ୧୧ଟା ୪୦ରୁ ୧ଟା
ସନ୍ଧ୍ୟା ଆଳତି ରାତି ୨ଟା ୧୦
ସନ୍ଧ୍ୟା ଧୂପ (କେବଳ କୋଠଭୋଗ) ରାତି ୨ଟା ୩୦ରୁ ୩ଟା ୩୦
ଦତ୍ତ ବନକଲାଗିକୁ ପ୍ରବେଶ ରାତି ୪ଟା