ଏମିତି ଏକ ମନ୍ଦିର, ଯେଉଁଠି ହ୍ବେଲ୍‌ ମାଛର କଣ୍ଟାକୁ କରାଯାଏ ପୂଜା

ଭାରତରେ ଦେବୀଦେବତାଙ୍କର ଅନେକ ମନ୍ଦିର ରହିଛି। କିନ୍ତୁ କିଛି ମନ୍ଦିର ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ଏକ ମନ୍ଦିର ରହିଛି ଗୁଜରାଟର ମଗୋଦ ଡୁଙ୍ଗରି ଗଁାରେ।…

ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାର ଅଧିକାର ବାଚସ୍ପତିଙ୍କ ନାହିଁ:ୟେଦୁରପ୍ପା

ବେଙ୍ଗାଲୁରୁ, ୧୪।୭: କର୍ନାଟକରେ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ହୋଇପଡିଛି। ଗୋଟିଏ ପଟେ ମେଣ୍ଟରୁ ଇସ୍ତଫା ଦେଖିବା ବିଧାୟକ ମନାଇବାକୁ କଂଗ୍ରେସ-ଜେଡିଏସ ଲାଗିପଡିଥିଲାବେଳେ ଅନ୍ୟପଟେ ଭାଜପା ନେତା…

୯୫ ଶହ ବର୍ଷ ହେଲା ସମୁଦ୍ରରେ ବୁଡ଼ି ରହିଛି ଏହି ସହର…

ଭାରତର ଗୁଜରାଟ ଆନନ୍ଦ ଜିଲାର ଖମ୍ବାଟ ଉପକୂଳରେ ମାହି ନଦୀ ଉପତ୍ୟକା ଏବଂ ସମୁଦ୍ରର ସଙ୍ଗମ ସ୍ଥଳରେ ୯୫ ଶହ ବର୍ଷ ଧରି ଏକ ପୁରାତନ ସହର…

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର ସେମିଫାଇନାଲରେ…

ଓ୍ବିଲିୟମସନଙ୍କ ବିଶ୍ୱକପ୍‌ ରେକର୍ଡ

ଲଡର୍‌ସ,୧୪।୭(ପିଟି)- ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ରବିବାର ସ୍ବତନ୍ତ୍ର ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ୩୦ ରନ୍‌ର ଇନିଂସ…

ମ୍ୟାକ୍ସଓ୍ବେଲ, ଷ୍ଟୋଇନିସ ଆଶେସ୍‌ ସିରିଜ୍‌ରୁ ବାଦ୍‌

ମେଲବୋର୍ନ,୧୪।୭- ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଇଣ୍ଟ୍ରୋ ଅଷ୍ଟ୍ରେଲିଆ ମୁକାବିଲା ଲାଗି ଘୋଷିତ ୨୫ ଜଣିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଉକ୍ତ ମୁକାବିଲାରୁ ଆଶେସ…

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ ସେନାର…

ଲଣ୍ଡନରେ ଛୁଟି କାଟୁଛନ୍ତି ବିରାଟ-ଅନୁଷ୍କା, ରାଗିଲେ ଫ୍ୟାନ୍‌

ଲଣ୍ଡନ, ୧୪।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ଭାରତର ପରାଜୟକୁ ନେଇ ଦେଶରେ ନିରାଶାର ମାହୋଲ ଖେଳିଯାଇଥିବାବେଳେ ଅଧିନାୟକ…

ବିଜୟଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ପାଟକୁରା,୧୪।୭(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ରୋଡ୍‌ ଶୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି। ବିଜୟ ମହାପାତ୍ର ରାଜ୍ୟର…

ବର୍ଷାଦିନେ ଆଗ୍ରା ବୁଲିବାକୁ ଯାଉଛନ୍ତି କି…ତାଜମହଲ ଦୃଶ୍ୟ ସହ ଏସବୁ ଜିନିଷର ମଜା ନିଅନ୍ତୁ..

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ। କର୍ମବହୁଳ ଜୀବନରୁ ସମୟ ଟିକିଏ ମିଳିବା ମାତ୍ରେ ଅନେକେ ଦର୍ଶନୀୟ ସ୍ଥାନ ଭ୍ରମଣରେ ବାହାରିଥାନ୍ତି। ଏହିକ୍ରମରେ ରାଜଧାନୀ ଦିଲ୍ଲୀର ତାଜମହଲ…