Categories: ଜାତୀୟ

ଭୁଶୁଡିଲା ଗେଷ୍ଟହାଉସ୍‌ କୋଠା, ୩୫ ଯବାନ ଫଶିଥିବା ଆଶଙ୍କା

ସିମଲା, ୧୪।୭: ହିମାଚଳପ୍ରଦେଶର ସୋଲନରେ ଏକ ଗେଷ୍ଟହାଉସ୍‌ କୋଠା ଭୁଶୁଡି ପଡିଛି। ଏହି କୋଠା ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସୂଚନା ମିଳିଛି। ଭାରତୀୟ ସେନାର ୩୦ରୁ ୩୫ ଜଣ ଜବାନ କୋଠା ତଳେ ଚାପି ହୋଇଯାଇଥିବା କୁହାଯାଉଛି। ଯବାନମାନେ ବସ୍‌ରେ ଯାଉଥିବାେବେଳ ଗେଷ୍ଟହାଉସ ପାଖେ ଅଟକି ମଧ୍ୟାହ୍ନଭୋଜନ କରୁଥିଲାବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Share