ମୋଦିଙ୍କୁ ରାଖୀ ବନ୍ଧିବା ସହ ଉପହାର ଦେଲେ ଭଉଣୀ କ୍ୱାମର ମୋହସିନ୍‌

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ ଭାଇ ବୋଲି ସମ୍ମାନ କରିବା ସହ ପ୍ରତିବର୍ଷ ରାଖୀ ବାନ୍ଧୁଥିବା ପାକିସ୍ତାନୀ ଭଉଣୀ କ୍ୱାମର ମୋହସିନ୍‌ ଶେଖ୍‌ ଗୁରୁବାର ରାଖୀ…

ଦୋକାନରେ ପଶିବାବେଳେ ଧରାପଡ଼ିଲେ ୨ ଚୋର

ଧାମନଗର,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଖାରିଜକୋରୁଆ ବଜାରରେ ସୁବାସ ପଣ୍ଡାଙ୍କ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଜଣେ ଚୋର ପଶି ଚୋରି କରୁଥିବାବେଳେ ସୁବାସ ଉଠି…

ସୁବର୍ଣ୍ଣପୁରରେ ସ୍ବାଧୀନତା ଦିବସ

ସୋନପୁର,୧୫।୮(ନିି.ପ୍ର.): ସୁବର୍ଣ୍ଣପୁର ଷ୍ଟାଡିୟମରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ମନୀଷା ବାନାର୍ଜୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ…

ଧାମନଗରରେ ସ୍ବାଧୀନତା ଦିବସ

ଧାମନଗର,୧୫।୮(ଡି.ଏନ୍‌.ଏ.): ଧାମନଗରରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ତହସିଲରେ ତହସିଲଦାର ଦୁର୍ଗା ମୁର୍ମୁ, ଧୁଷୁରୀ ପୂଜ୍ୟପୂଜା ସଂସଦରେ ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରମୁଖ ଯୋଗଦେଇ…

୪ଶହ ସୁନା ମୁଦି ବାଣ୍ଟିଲେ ସାଉଥ୍‌ ସୁପରଷ୍ଟାର

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଥାଲାପତି ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ବିଗିଲ’ ପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ଶୁଟିଂ ସରିଥିବା ବେଳେ ବିଜୟ…

ଜିଲାସ୍ତରୀୟ ସ୍ବାଧୀନତା ଦିବସ: ‘ଓଡ଼ିଶା ବିକାଶର ଭୂଖଣ୍ଡ ପାଲଟିଛି’

ଢେଙ୍କାନାଳ ଅଫିସ, ୧୫।୮-ତୁଳନାତ୍ମକ ଦୃଷ୍ଟିକୋଣରୁ ଓଡ଼ିଶା ଏବେ ବିକାଶର ଭୂଖଣ୍ଡ ପାଲଟିଛି। ୨୦୦୦ରେ ୫ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ଏହା ୬୫ଲକ୍ଷ…

କୋରାପୁଟରେ ସ୍ବାଧୀନତା ଦିବସ : ବୈଷୟିକ ମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କୋରାପୁଟ,୧୫।୮(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପଡ଼ିଆରେ ଜିଲାସ୍ତରୀୟ ସଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି…

ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ରାଖୀ ପୂର୍ଣ୍ଣିମା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କୁ ଏକ ବଡ ଉପହାର ଦେଇଥିବା କଥା କହିଛନ୍ତି। ଆସନ୍ତା ଅକ୍ଟୋବର ୨୯ରୁ ଦିଲ୍ଲୀରେ ମହିଳାମାନେ…

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା ପରେ…

ପୁରସ୍କାର ବିତରଣ ସମୟରେ ଅସୁସ୍ଥ ହୋଇପଡ଼ିଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୧୫।୮: ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ(ଆରଡିସି) ଅନୀଲ କୁମାର ସାମଲ…