Categories: ଜାତୀୟ

ସ୍ବାଧୀନତା ଦିବସରେ ନାଚିଲେ ଲଦାଖ ଏମ୍‌ପି

ଲଦାଖ,୧୫।୮: ସ୍ବାଧୀନତା ଦିବସ ଅବସରରେ ଲଦାଖ ଏମ୍‌ପି ଜାମ୍‌ୟାଙ୍ଗ ତେସରିଂ ନାମଗୟାଲ ନିଜ ସମର୍ଥକଙ୍କ ସହିତ ଖୁସି ମନରେ ନାଚିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଏଠାରେ ଗୁରୁବାର ଆନନ୍ଦ ଉତ୍ସାହର ସହିତ ସ୍ବାଧୀନତା ଦିବସ ପାଳନ କରାଯାଇଛି। ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ରାସ୍ତାରେ ନାଚିଛନ୍ତି।

Share