ମା’ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ, ୨୦।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ଏମି ସଟର୍ଥଓ୍ବେଟ୍‌ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ଟୁଇଟର ମାଧ୍ୟମରେ ସାରା ବିଶ୍ୱକୁ ଜଣାଇଛନ୍ତି।…

ବାରିମୂଳ ପଥର ଛଇରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଛତିଆ,୨୦।୮(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ବାରିମୂଳଠାରେ ଥିବା ଏକ ପଥର ଛଇରୁ ମଙ୍ଗଳବାର ସକାଳୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର…

ଖାଲି ପାଦରେ ୧୧ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିବା ଧାବକଙ୍କୁ ମିଳିବ ପ୍ରୋତ୍ସାହନ

ଭୋପାଳ,୨୦।୮: ଖେଳାଳୀମାନେ ପ୍ରୋତ୍ସାହନ ପାଇ ନିଜର ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ ରାଜ୍ୟ ଓ ଦେଶର ନାଁ କରିଥାନ୍ତି। ତେବେ ଆଜି ବି କିଛି ଏଭଳି ଖେଳାଳୀ…

ଅଯୋଧ୍ୟା ମାମଲା: ବିବାଦୀୟ ସ୍ଥଳରେ ପୂର୍ବରୁ ଥିଲା ରାମମନ୍ଦିର

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍‌. ବୈଦନାଥନ୍‌ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ରାମମନ୍ଦିର…

ବସ ଚଳାଚଳ ଦାବିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୦।୮: ଗଞ୍ଜାମ ଜିଲା ଜଗଦଳପୁର, ନିମଖଣ୍ଡି ଲୋଚାପଡା ଅଞ୍ଚଳକୁ ଟାଉନ୍‌ ବସ୍‌ ଚଳାଚଳ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ…

ଫ୍ୟାନରୁ କମନ ବ୍ରୋଞ୍ଜ ବ୍ୟାକଟ୍ରି ପ୍ରଜାତିର ସାପ ଉଦ୍ଧାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଳକାଟି ଦୋପଟି ସାହି ନିବାସୀ ଅଶୋକ କୁମାର ସାହୁଙ୍କ ଘରୁ ମଙ୍ଗଳବାର ଏକ ସାପ ଉଦ୍ଧାର କରାଯାଇଛି। ସିଲିଂ ଫ୍ୟାନରେ ସାପଟି ଝୁଲୁ…

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ ଆଜି…

କେନ୍ଦୁଝରରେ ଡବଲ ମର୍ଡର: ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ

କେନ୍ଦୁଝର,୨୦।୮(ସ୍ବ.ପ୍ର.): ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରେ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ମୁଣ୍ଡା…

ହାଣ୍ଡି ପନିର

ଆବଶ୍ୟକ ସାମଗ୍ରୀ: ପନିର (୨୦୦ଗ୍ରାମ୍‌), ଅଳ୍ପ ପରିମାଣର ଅଦା(ଘସା ହୋଇଥିବା), ହଳଦୀଗୁଣ୍ଡ (ଅଧା ଚାମଚ), ଗରମ ମସଲା (ଅଧା ଚାମଚ), ଟମାଟୋ (ଗୋଟିଏ), ଗୋଲମରିଚ ଗୁଣ୍ଡ (ଅଳ୍ପ…

ଫେସପ୍ୟାକ୍‌

ମୁଖକୁ ସୁନ୍ଦର କରିବାକୁ ହେଲେ ମହିଳାମାନେ କେତେ ଉପାୟ ଆପଣାଇଥାନ୍ତି। ଏହି ଉପାୟ ମଧ୍ୟରୁ ଫେସପ୍ୟାକ୍‌ ଅନ୍ୟତମ। ଯାହାର ସହାୟତାରେ ମହିଳାମାନେ ଆକର୍ଷକ ଦେଖାଯାନ୍ତି। ଫେସପ୍ୟାକ୍‌କୁ ମହିଳା…