ପାଣି ଭର୍ତ୍ତି ନାଳରେ ଖସିପଡ଼ିଲା ବସ୍‌: ଗଁ।ଲୋକେ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ଭୋପାଳ,୩୧।୮: ମଧ୍ୟପ୍ରଦେଶର ରତଲାମ ଜିଲାର ଜ୍ୱାରା ତହସିଲର ରିଙ୍ଗନୋଦ ଥାନା ଅନ୍ତର୍ଗତ ରୋଲା ଗଁ। ନିକଟରେ ଶୁକ୍ରବାର ଏକ ଯାତ୍ରାବହୀ ବସ୍‌ ପାଣି ଭର୍ତ୍ତି ଥିବା ଏକ…

ବିହାରରେ ସ୍ଥାପନ କରାଯିବ ଜେଟଲୀଙ୍କ ପ୍ରତିମୂର୍ତ୍ତି: ନୀତୀଶ

ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଆହୁରି…

ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ…

ଲାଲୁ ଯାଦବଙ୍କ କିଡ୍‌ନୀ ୩୭ ପ୍ରତିଶତ କାର୍ଯ୍ୟକ୍ଷମ ଥିବା କହିଲେ ଡାକ୍ତର

ପାଟନା,୩୧।୮: ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ପୁଣି ଥରେ ଖରାପ ହୋଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଜଣାପଡ଼ିଛି ଯେ,…

ହାତୀଙ୍କ ସୁରକ୍ଷା ପାଇଁ ‘ଗଜବନ୍ଧୁ’ ଯୋଜନା: ଚଳପ୍ରଚଳ ରାସ୍ତାରେ ସିସିଟିଭି, ୬୫ ସ୍ଥାନରେ ଲାଗିବ ସ୍ପିଡ୍‌ ବ୍ରେକର୍‌

ଭୁବନେଶ୍ୱର,୩୧।୮(ବ୍ୟୁରୋ): ଗତ କିଛି ଦିନ ଧରି ରାଜ୍ୟରେ ହାତୀମାନଙ୍କ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ହାତୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଶନିବାର…

ଉତ୍ତରାଖଣ୍ଡରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେଲେ ବଡ଼ କ୍ଷତି ସହିବାକୁ ପଡ଼ିବ: ହରିଶ ରାଓ୍ବତ

ଡେରାଡୁନ,୩୧।୮: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟାୟ କ୍ରମେ ମଦ ବିକ୍ରି…

ଯୁବତୀଙ୍କ ପେଟରୁ ବାହାରିଲା ଦେଢ଼କିଲୋ କେଶ

ଜୟପୁର,୩୧।୮: ରାଜସ୍ଥାନ ଡୁଙ୍ଗରପୁରରେ ଜଣେ ୨୪ ବର୍ଷ ବୟସ୍କା ଯୁବତୀଙ୍କ ପେଟରୁ ଦେଢ଼କିଲୋ ଓଜନର କେଶ ବାହାରିଛି। ଯୁବତୀ ଜଣକ ୪ ବର୍ଷ ଧରି କେଶ ଖାଉଥିବା…

୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍‌ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ…

୫ ଉଇକେଟ ପଡ଼ିବା ସତ୍ତ୍ୱେ ଭାରତର ସ୍ଥିତି ଦୃଢ଼

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚଳିତ ବିଶ୍ୱ ଚାମ୍ପିୟନଶିପର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ…

ଏନ୍‌ଆର୍‌ସି ତାଲିକାରୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ସନାଉଲାଙ୍କ ନାମ ପୁଣି ବାଦ ପଡ଼ିଲା

ଗୁଆହାଟୀ,୩୧।୮: ରାଷ୍ଟ୍ରପ୍ରତି ସମ୍ମାନରେ ସମ୍ମାନିତ ଭାରତୀୟ ସେନାର ଅବସରପ୍ରାପ୍ତ ଜୁନିୟର କମିଶନଡ୍‌ ଅଫିସର ମହମ୍ମଦ ସନାଉଲାଙ୍କ ନାମ ସଦ୍ୟ ପ୍ରକାଶିତ ଆସାମ ଏନ୍‌ଆର୍‌ସି ତାଲିକାରେ ନାହିଁ। ପୂର୍ବରୁ…