ବିଜେଡିର ନୂଆ ମୁଖପାତ୍ର ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ..

ଭୁବନେଶ୍ୱର, ୪।୯(ବ୍ୟୁରୋ): ବିଜେଡି ପକ୍ଷରୁ ବୁଧବାର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି। ଏଥିରେ ମିଡିଆ କୋର୍ଡିନେଟର ଭାବେ ଏମ୍‌ପି ସସ୍ମିତ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିଭଳି…

କନ୍ଦାଇଲାଣି ନୂଆ ମୋଟରଯାନ ନିୟମ: ଅଟୋ ଚାଳକଙ୍କ ନାଁରେ ୩୨ ହଜାର ୫ଶହ ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୪।୯: ନୂଆ ମୋଟରଯାନ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ କାନ୍ଦିବାକୁ ପଡିଲାଣି। କାରଣ ଏବେ ଏହି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବୁଧବାର ଗୁରୁଗ୍ରାମର…

ନିଜ ବାପା ନୁହେଁ, ଏହି ଖେଳାଳିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ…

ଏନ୍‌ଆର୍‌ସି ବିରୋଧରେ ପ୍ରସ୍ତାବ ଆଣିବେ ମମତା ସରକାର

କୋଲକତା,୪।୯: ଏନ୍‌ଆର୍‌ସି ବିରୋଧରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ଖୁବ୍‌ ଶୀଘ୍ର ଏକ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଅଣାଯିବାର ଯୋଜନା ରହିଛି।…

ମୋଦି-ପୁଟିନ୍‌ଙ୍କ ମିଳିତ ବିବୃତି: ଦେଶର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ କାହାର ହସ୍ତକ୍ଷେପ ବରଦାସ୍ତ କରାଯିବନି

ଭ୍ଲାଡ଼ିଭୋସ୍ତକ,୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଛନ୍ତି। ଭ୍ଲାଡ଼ିଭୋସ୍ତକଠାରେ ଏକ ଖବରଦାତା ସମ୍ମିଳନୀରେ ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର୍‌ ପୁଟିନ୍‌ ମିଳିତ ଭାବେ ବିବୃତି…

ଅଗଷ୍ଟ ୫ରୁ ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୫ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି: ସେନା

ଶ୍ରୀନଗର,୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସିତ ଭାଜପା ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦେବା ପରେ ସେଠାରେ ପରିସ୍ଥିତିକୁ ଶାନ୍ତ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଥିଲା।…

କାହାର ଗୀତ ନକଲ କଲେ ମିଳୁଥିବା ସଫଳତା ଅଧିକ ଦିନ ରହି ନ ଥାଏ: ଲତା ମଙ୍ଗେସକର

ମୁମ୍ବାଇ,୪।୯: ରାନୁ ମଣ୍ଡଳଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସେ ଲତା ମଙ୍ଗେସକରଙ୍କ ସୋର୍‌ ଫିଲ୍ମର ଗୀତ ଏକ ପ୍ୟାର କା ନଗମା…

ପିତାଙ୍କ ଜନ୍ମଦିନରେ ସ୍ପେଶାଲ ଫଟୋ ଶେୟାର କଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ ଦୁନିଆର ରୋମାଣ୍ଟିକ୍‌ ନାୟକ ରିଷି କପୁର ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଝିଅ ରିଦ୍ଧିମା କପୁର ସାହନି ପିତା ରିଷିଙ୍କର ଏକ…

୭ ବର୍ଷୀୟ ଫ୍ୟାନଙ୍କ ଅଟୋଗ୍ରାଫ ନେଲେ କୋହଲି

ହରାରେ,୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା କେତେ ଅଧିକ ତାହା ସଭିଙ୍କୁ ଜଣା। କିନ୍ତୁ ଟିମ୍‌ ଇଣ୍ଡିଆ କ୍ୟାପଟେନ ଜଣେ ୭ ବର୍ଷୀୟ…

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି,…