ବନ୍ୟାରେ ଫଶିଲା ଜାଗୁଆର କାର: କମ୍ପାନୀକୁ ଟ୍ରଲ କଲେ ଲୋକେ

ମୁମ୍ବାଇ,୬।୯: ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି ମାୟାନଗରୀ। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ସହର ଏବେ ପାଣି ଘେରରେ ଥିବା…

ଟେଷ୍ଟରେ ଓପନିଂ ସ୍ଲଟ ଚିନ୍ତାର କାରଣ: ରାଠୋର

ନୂଆଦିଲ୍ଲୀ,୬।୯(ପିଟି): ନୂଆକରି ଭାରତୀୟ ଦଳର ବ୍ୟାଟିଂ କୋଚ୍‌ ନିଯୁକ୍ତ ହୋଇଥିବା ବିକ୍ରମ ରାଠୋର ଶୁକ୍ରବାର କହିଛନ୍ତି, ଦଳର ଟେଷ୍ଟ ଓପନିଂ ସ୍ଲଟ ଓ ଦିନିକିଆରେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନଙ୍କ…

ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ: ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୬।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ ନିକଟରେ…

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର ପ୍ରତିଭା…

ନୂଆ ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ: କହିଲେ ‘ଲୋକଙ୍କୁ ସତର୍କ କରାଇ ଏହାକୁ ଲାଗୁ କରିବା କଥା’

ଭୁବନେଶ୍ୱର,୬।୯(ବ୍ୟୁରୋ): ଦେଶବ୍ୟାପି ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନ ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠୁଛି। ଜନସାଧାରଣ ଏହାକୁ ନାପସନ୍ଦ କରୁଥିବା…

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି,…

ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ସମାଧାନ ନ ହେବାରୁ ଫେରିଗଲେ ବିଇଓ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକମାନେ ଶୁକ୍ରବାର…

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ ଆସୋସିଏଶନ…

ସେନଗାର ମୋତେ ମାରିଦେବାକୁ ଚାହୁଁଥିଲେ:ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ, ୬।୯:ଉନ୍ନାଓ ବଳାତ୍କାର ପୀଡ଼ିତା ସଡ଼କ ଦୁର୍ଘଟଣା ପାଇଁ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର…

ଛେଣ୍ଡିପଦା ଡାକ୍ତରଖାନାରେ ବିରଳ ଶିଶୁ ଜନ୍ମ, ଦେଶରେ ତୃତୀୟ ଘଟଣା

ଛେଣ୍ଡିପଦା, ୬।୯(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଶୁକ୍ରବାର ଏକ ବିରଳ ଶିଶୁ ଜନ୍ମ ହୋଇଛି। ଡାକ୍ତରଖାନ ସୂତ୍ରରୁ ପ୍ରକାଶ ଯେ, ଦେବଗଡ଼ ଜିଲା ରିଆମାଳ ବ୍ଲକ…