ଈଶାନଙ୍କ ପାଇଁ କରବାଚୌଥ ବ୍ରତ ରଖିଲେ ଜାହ୍ନବୀ

ନବରାତ୍ର ପୂଜା ପରେ ଏବେ ମହିଳାମାନେ କର୍‌ବାଚୌଥ ବ୍ରତ କରିବାକୁ ସଜବାଜ ହେଉଛନ୍ତି। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଛି। ପୂଜା ପୂର୍ବରୁ ବଲିଉଡ୍‌…

ଆର୍ମି ପରୀକ୍ଷାର୍ଥୀଙ୍କ ଆତଙ୍କ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କମିଶନର: ରାଜଧାନୀ ଏଭଳି ସାକ୍ଷାତକାର ନ କରିବାକୁ ଉଲ୍ଲେଖ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଆର୍ମିରେ ଭର୍ତ୍ତି ହେବା ପାଇଁ ଭୁବନେଶ୍ୱରସ୍ଥ ୧୨୦ ବାଟାଲିୟନ ରାଲିରେ ଯୋଗଦେବାକୁ ଆସିଥିବା କେତେଜଣ ପରୀକ୍ଷାର୍ଥୀ ମଙ୍ଗଳବାର ଆତଙ୍କ ଖେଳାଇଥିଲେ। ଜୋର ଜବରଦସ୍ତ ଟ୍ରେନ୍‌ ବଗିରେ…

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ ଘଟଣା : ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ଥିବାରୁ ସଭ୍ୟପଦ ରଦ୍ଦ ହୋଇଥିଲା। ଏନେଇ ସେ ଉଚ୍ଚ ନ୍ୟାୟାଳୟରେ…

ରାଜସ୍ବ ନିରୀକ୍ଷକଙ୍କ ବେଆଇନ ଗିରଫ ପ୍ରତିବାଦ : କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ କର୍ମଚାରୀ

ରଣପୁର,୧୬।୧୦(ଡି.ଏନ୍‌.ଏ.) : ନୟାଗଡ଼ ଜିଲା ରଣପୁର ତହସିଲର ସମସ୍ତ କର୍ମଚାରୀ ବୁଧବାର ସକାଳୁ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି। ବେଆଇନ ଭାବେ ଲୋଧାଚୁଆ…

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ ଆଜି ଉଚ୍ଚ ରାଶିରେ ଚନ୍ଦ୍ର ରହିଥିବାରୁ ଯାତ୍ରା, ବନ୍ଧୁ ମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ…

ଦ ହଣ୍ଡରେଡ୍‌: ସ୍ମିଥ, ଓ୍ବାର୍ନର ସବୁଠୁ ଦାମୀ ଖେଳାଳି

ଲଣ୍ଡନ,୧୬।୧୦(ପି.ଟି.)- ଆସନ୍ତା ବର୍ଷ ଜୁଲାଇରେ ହେବାକୁ ଥିବା ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡରେଡ୍‌’ର ଖେଳାଳିଙ୍କ ଡ୍ରାଫ୍ଟରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଡେଭିଡ ଓ୍ବାର୍ନର ସବୁଠୁ…

ବୁଡ଼ାପାଲିରେ ବିଜେଡିର ମହିଳା କର୍ମୀ ସମାବେଶ: ରୀତା ସାହୁଙ୍କୁ ବିଜୟୀ କରାଇବାକୁ ନିବେଦନ

ବିଜେପୁର, ୧୬।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକି ଅଛି। ଏହା ପୂର୍ବରୁ ଅର୍ଥାତ୍‌ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ…

ବଜ୍ରପାତରେ ଜଳିଗଲା ଦୁଇବଖରା : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ମହାକାଳପଡ଼ା,୧୬।୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତସ୍ଥ ସ୍ଥାନୀୟ ବିବି କଲୋନୀ ଗ୍ରାମରେ ବୁଧବାର ହଠାତ୍‌ ବଜ୍ରପାତ ଘଟି ସୁକୁମାର ଦେବନାଥଙ୍କ ଦୁଇ ବଖରା…

ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର,୧୬।୧୦: ଗଞ୍ଜାମ ଜିଲା ଗୋଷାଣିନୂଆଗାଁର ଜନୈକା ନାବାଳିକାଙ୍କୁ ଅପହରଣ ପରେ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିବା ସହ ଅପହୃତା ନାବାଳିକାଙ୍କୁ…

ବିଜେପୁର ଉପନିର୍ବାଚନ ଏଥର ନିଶ୍ଚୟ ଜିତିବୁ: ଅରୁଣ ସିଂ

ବରଗଡ଼ ଅଫିସ,୧୬।୧୦: ପୂର୍ବ ଉପନିର୍ବାଚନ ଏବଂ ଏଥର ଉପନିର୍ବାଚନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ପୂର୍ବରୁ ସମବେଦନା ଭୋଟ ଥିଲା, କିନ୍ତୁ ଏଥର ଆଉ ତାହା ନାହିଁ।…